ପୁଣି ଆରସିବି ଅଧିନାୟକ ପଦ ସମ୍ଭାଳିବେ କୋହଳି

ଆଇପିଏଲ୍‌ର ଆଗାମୀ ଋତୁରେ ତାରକା ଭାରତୀୟ ଖେଳାଳି ବିରାଟ କୋହଲି ପୁଣି ଥରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଦଳର ଅଧିନାୟକ ପଦକୁ ଫେରିବେ। ଏଭଳି ସଙ୍କେତ ଏହି ଦଳ ପକ୍ଷରୁ ଦିଆଯାଇଛି। ଅଧିନାୟକ ପଦ ପାଇଁ ଆର୍‌ସିବି ଯୁବ ଭାରତୀୟ ତାରକା ଶୁବମନ୍ ଗିଲଙ୍କ ସହ କଥାବାର୍ତ୍ତା ଆରମ୍ଭ…

ଭାରତ-ଚୀନ ସେନା ପାଟ୍ରୋଲିଂ ଆରମ୍ଭ

ଡେପ୍‌ସାଙ୍ଗ ଓ ଡେମ୍‌ଚୋକ୍‌ରେ ଭାରତ-ଚୀନ ସେନା ପାଟ୍ରୋଲିଂ ଆରମ୍ଭ । LAC ବୁଝାମଣା ଅନୁସାରେ ଶେଷ ହୋଇଥିଲା ସେନା ପ୍ରତ୍ୟାହାର । ଡେପସାଙ୍ଗ ଓ ଡେମଚୋକରେ 4 ବର୍ଷ ପୂର୍ବରୁ ଯେପରି ପାଟ୍ରୋଲିଂ ହେଉଥିଲା, ସେହି ଧାରା ପୁନଃ ଆରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍‌…

ପବିତ୍ର କାଳୀପୂଜା ପାଇଁ ଚଳଚଞ୍ଚଳ ଗାଁ ଠୁ ସହର

ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପୀଠ ଓ ମଣ୍ଡପରେ ପୂଜା ପାଇବେ ମାଆ । ମା'ଙ୍କ ସ୍ବାଗତ ପାଇଁ ବିଭିନ୍ନ ପୂଜା ମଣ୍ଡପ ସମେତ କାଳୀ ମନ୍ଦିର ଉତ୍ସବମୁଖର ହୋଇଛି । କେତେକ ସ୍ଥାନରେ ଆଜି ପାଳନ ହେଉଛି ଆଲୋକର ପର୍ବ ଦୀପାବଳି । ସେପଟେ ଦିପାବଳୀ ଓ ପାୟାଶ୍ରାଦ୍ଧ ପାଳନକୁ ନେଇ ଦ୍ବନ୍ଦରେ ପଡିଛନ୍ତି…

ଜାଣନ୍ତୁ ପବିତ୍ର ଦୀପାବଳିରେ କଣ ରହିଛି ଆପଣଙ୍କ ଭାଗ୍ୟ ?

ମେଷ : ସମସ୍ତ ସୁବିଧା ଥାଇ ମଧ୍ୟ କାମ ହାସଲରେ ବାଧା ଉପୁଜିବ। ଦୀର୍ଘଦିନରୁ ଟଙ୍କା ନେଇଥିବା ଲୋକ ବିଷୟରେ କିମ୍ବା ବ୍ୟବସାୟିକ ବିଫଳତାକୁ ନେଇ ଚିନ୍ତିତ ରହିବେ। କୌଣସି ବିବାଦୀୟ ବିଷୟ ସକାଶେ ପାଖ ପଡ଼ୋଶୀମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି। ପରିସ୍ଥିତିବଶତଃ କାମ ଚାପରେ ନିଜକୁ ଆଡ୍‌ଜଷ୍ଟ…

୨୫ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା

ଚଳିତ ବର୍ଷ ଜାନୁଆରିରେ ରାମ ମନ୍ଦିର ପ୍ରତିଷ୍ଠା ହେବା ପରେ ଅଯୋଧ୍ୟାରେ ଚଳିତ ବର୍ଷର  ପ୍ରଥମ ଦୀପାବଳି ଉତ୍ସବ ଅନୁଷ୍ଠିତ ହେଉଛି।  ଆଜି ଦୀପୋତ୍ସବରେ ସରଯୁ ନଦୀ କୂଳରେ ୨୫ ଲକ୍ଷ ୧୨ ହଜାର ୫୮୫ ଦୀପ ଜାଳି ସରକାର ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି। ଗିନିଜ୍ ୱାର୍ଲ୍ଡ ରେକର୍ଡର ପରାମର୍ଶଦାତା…

କଂଗ୍ରେସର ଅଭିଯୋଗକୁ ECIଙ୍କ ପ୍ରତ୍ୟାଖାନ

ହରିଆଣା ନିର୍ବାଚନ ଫଳାଫଳରେ ଅନିୟମତାକୁ ନେଇ କଂଗ୍ରେସର ଅଭିଯୋଗକୁ ପ୍ରତ୍ୟାଖାନ କରିଛନ୍ତି ନିର୍ବାଚନ କମିଶନ। ନିର୍ବାଚନ କମିଶନଙ୍କର ଏହି ନିଷ୍ପତ୍ତି ପାଇଁ କମିଶନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ହରିଆଣା ସିଏମ୍ ନାୟାବ ସିଂ ସାଇନି। ମିଛ କହିବା ଏବଂ ମିଥ୍ୟା ତଥ୍ୟ ଦେବା କଂଗ୍ରେସର…

ମହିଳା ନିର୍ଯ୍ୟାତନା କ୍ଷେତ୍ରରେ ବିଜେପି ସରକାରଙ୍କ ଶୂନ୍ୟ ସହନଶୀଳତା

ଗର୍ଭ ଯନ୍ତ୍ରଣାରେ ଛଟପଟ ମହିଳା କର୍ମଚାରୀଙ୍କୁ ସିଡିପିଓ ଡାକ୍ତରଖାନା ଛାଡିନଥିବାରୁ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ଅଭିଯୋଗ  ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଏହାସହ କେନ୍ଦ୍ରାପଡ଼ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ।…

ଡ୍ୟାନସ ବାରରେ ମହିଳା ଆଉ ନାଚିପାରିବେନି

ଡ୍ୟାନସ ବାରରେ ମହିଳା ଆଉ ନାଚିପାରିବେନି ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି ।  ଅବକାରୀ ନୀତିରେ ବଡ ପରିବର୍ତ୍ତନ କରାଯାଇଛି । ଏଣିକି ଡାନ୍ସ ବାରରେ ନୃତ୍ୟ କରିପାରିବେନି ବାରଗାର୍ଲ୍ । ଅର୍କେଷ୍ଟ୍ରା ପରିବେଷଣ କରାଯାଇପାରିବ । ବାରରେ କୌଣସି ବାର ଗାର୍ଲ୍ସ ନୃତ୍ୟ ପରିବେଷଣ…

ରାଷ୍ଟ୍ରପତି ଭବନରେ କୋଣାର୍କ ଚକର ପ୍ରତିକୃତି

ଓଡ଼ିଆ ଅସ୍ମିତାର ଝଲକ ଦେଖିବାକୁ ମିଳିବ ରାଷ୍ଟ୍ରପତି ଭବନରେ । ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ର ଓ ଅମୃତ ଉଦ୍ୟାନରେ ବାଲୁକା ପଥରରେ ନିର୍ମିତ କୋଣାର୍କ ଚକର ୪ଟି ପ୍ରତିକୃତି ବେଶ ମନୋହର ଲାଗୁଛି ।  ପର୍ଯ୍ୟଟକଙ୍କ ମଧ୍ୟରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ ଓ ପ୍ରୋତ୍ସାହିତ କରିବା…

ନକଲି ହେଲ୍‌ମେଟ୍ ବିରୁଦ୍ଧରେ ଆରମ୍ଭ ହେଲା ଅଭିଯାନ

ରାସ୍ତାକଡ଼ରେ ବିକ୍ରି ହେଉଥିବା ଖରାପ ଗୁଣବତ୍ତା ବିଶିଷ୍ଟ ହେଲମେଟ୍‌କୁ ନେଇ କେନ୍ଦ୍ର ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଆଇଏସ୍ ଓ ଆଇଏସ୍ଆଇ ମାର୍କର ଅପବ୍ୟବହାର କରୁଥିବା ହେଲ୍‌ମେଟ୍ ନିର୍ମାତା ଓ ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ…