ବାବା କେଦାରନାଥ ମନ୍ଦିରର କବାଟ କେତେଦିନ ବନ୍ଦ ରହିବ ଜାଣିନିଅନ୍ତୁ

ଶ୍ରୀ କେଦାରନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବାକୁ ଯଦି ପ୍ଲାନ କରିଛନ୍ତି ତେବେ ଅପେକ୍ଷା କରନ୍ତୁ । ଶୀତ ଆରମ୍ଭ ହୋଇଥିବାରୁ ମନ୍ଦିର ଗର୍ଭଗୃହ କବାଟ ବନ୍ଦ ରହିଛି । ବର୍ତ୍ତମାନର ମନ୍ଦିର ସମ୍ମୁଖରେ ବରଫ ପଡ଼ିବା ଆରମ୍ଭ ହେଲାଣି । ଶୀତ ଦିନ ଆରମ୍ଭ ସହ ବରଫ ପାତ ହେଉଥିବାରୁ ବାବା…

ଆରପାରିରେ ଲୋକପ୍ରିୟ ଫ୍ୟାସନ ଡିଜାଇନର ରୋହିତ

ଆରପାରିରେ ଲୋକପ୍ରିୟ ଫ୍ୟାସନ ଡିଜାଇନର ରୋହିତ  । ତାଙ୍କର ସ୍ବତନ୍ତ୍ର ଶୈଳୀ ପାଇଁ ଫ୍ୟାସନ ଜଗତରେ ସେ ଲୋକପ୍ରିୟ ।  ବଲିଉଡ୍‌ର ତଥା ଦେଶର ଅନ୍ୟତମ ଖ୍ୟାତନାମା ଫ୍ୟାସନ ଡିଜାଇନର ରୋହିତ ବଲ୍‌ଙ୍କ ପରଲୋକରେ ବଲିଉଡରେ ଶୋକ ପ୍ରକାଶ ପାଇଛି ।  ରୋହିତଙ୍କ ଦେହାନ୍ତ ଖବର ଫ୍ୟାସନ ଡିଜାଇନ…

କିଏ ଜିତିବ ଆମେରିକା ରାଷ୍ଟ୍ରପତି ନିର୍ବାଚନ ?

ଆମେରିକାରେ ଟ୍ରମ୍ପ -କମଳା ଲଢ଼େଇ । ଆଉ ଦିନକ ପରେ ଭୋଟ । ଟ୍ରମ୍ପ ଜିତିବା ନେଇ କିଛି ଗଣମାଧ୍ୟମ କହୁଥିବା ବେଳେ କମଳା ଜିତିବା ନେଇ କିଛି ଗଣମାଧ୍ୟମ କହୁଛନ୍ତି ।  ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଟ୍ରମ୍ପ ହେଉଛନ୍ତି ରିପବ୍ଲିକାନ ଦଳର ଏବଂ ଆମେରିକାର…

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

 ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକ ଦେବା ଅଭିଯୋଗରେ ଜଣେ ଯୁବତୀକୁ ଗିରଫ କରାଯାଇଛି। ମୁମ୍ବାଇ ପୁଲିସ ତାକୁ ପଚରାଉଚରା କରୁଛି। ତା ନାଁ ଫାତିମା ଖାନ୍ ବୋଲି କୁହାଯାଉଛି। ତେବେ ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶର ଲୋକଙ୍କ ମଧ୍ୟରେ ରୋଷ ପ୍ରକାଶ ପାଇଛି । ସୋସିଆଲ ମିଡିଆରେ…

୨୪ ବର୍ଷ ପରେ ୩ମ୍ୟାଚ୍ ବିଶିଷ୍ଟ ସିରିଜ ହାରିଲା ଭାରତ

ଟେଷ୍ଟ ସିରିଜରେ ଭାରତର ଲଜ୍ୟାଜନକ ପରାଜୟ । ୨୫ ରନରେ ନ୍ୟୁଜିଲାଣ୍ଡଠୁ ହାରିଲା ଭାରତ । ବ୍ୟାଟ୍ସ ମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଟିମ୍ ଇଣ୍ଡିଆ ପରାଜିତ । ଭାରତ ଆଗରେ ୧୪୭ ରନର ଟାର୍ଗେଟ ଥିଲା ମାତ୍ର ୧୨୧ ରନ୍ କରିଛି ଟିମ ଇଣ୍ଡିଆ । ପ୍ରଥମ ଥର ପାଇଁ ୩ ମ୍ୟାଚ୍ ବିଶିଷ୍ଟ ସିରିଜ…

ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ଏକ ମୁଖ୍ୟ ଅଂଶ ହେଉଛି ଧଉଳି ଶାନ୍ତିସ୍ତୁପ – ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ଏକ ମୁଖ୍ୟ ଅଂଶ ହେଉଛି ଧଉଳି ଶାନ୍ତିସ୍ତୁପ, ଯାହାକି ଆଜି ବିଶ୍ଵ ଦରବାରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହା କେବଳ ଏକ ସାଧାରଣ ପାହାଡ଼ ନୁହେଁ। ବରଂ ଓଡ଼ିଶା ଇତିହାସକୁ ଧରି ରଖିଥିବା ଏହି ପାହାଡ଼ ହେଉଛି କଳିଙ୍ଗ ଯୁଦ୍ଧର ମୁକସାକ୍ଷୀ। ମୁଖ୍ୟମନ୍ତ୍ରୀ…

ଆସନ୍ତା ୪ ଓ ୧୧ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଆସନ୍ତାକାଲି ନଭେମ୍ବର ୪  ତାରିଖ(ସୋମବାର ) ଏବଂ ଆଗାମୀ ନଭେମ୍ବର ୧୧  ତାରିଖ (ସୋମବାର)ରେ  ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ | ଏହି ଦିନମାନଙ୍କରେ ୟୁନିଟ-୫, ଭୁବନେଶ୍ୱରସ୍ଥିତ ଅଭିଯୋଗ ପ୍ରକୋଷ୍ଠ  ଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ |ଏନେଇ ସାଧାରଣ…

ତିନିଦିନିଆ ବିଦେଶ ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ

ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୩ ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ସିଏମ। ନଭେମ୍ବର 18ରୁ 20 ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଉତ୍କର୍ଷ ଓଡ଼ିଶା - ମେକ୍ ଇନ୍ ଓଡ଼ିଶା କନକ୍ଲେଭ 2025 ପାଇଁ ସିଙ୍ଗାପୁରରେ ହେବ ରୋଡ ସୋ। ଓଡ଼ିଶା ଆସିବା ପାଇଁ ନିବେଶକ…

ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଗିରଫ କଲା ପୋଲିସ

ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ  ଆମେରିକାରେ ଗିରଫ କରିଛି ପୋଲିସ୍। ସଲମାନ ଖାନଙ୍କ ଘର ଆଗରେ ଫାୟରିଂ ଏବଂ ଅନ୍ୟ ମାମଲାକୁ ନେଇ ଅନେକ ଦିନ ଧରି ୱାଣ୍ଟେଡ ଥିଲା । ବାବା ସିଦ୍ଦିକି ମର୍ଡର ମାମଲାରେ ମଧ୍ୟ ତାର ହାତ ଥିବା ଜଣାପଡିଛି । ତେବେ ଅନମୋଲ ଅନେକ ଦିନ ହେଲା ଆମେରିକାରେ…

ଜମ୍ମୁ କାଶ୍ମୀରରେ ୨ଆତଙ୍କୀଙ୍କୁ ନିପାତ କଲା ସେନା

ଜମ୍ମୁ କାଶ୍ମୀରର ଅନନ୍ତନାଗରେ ସୁରକ୍ଷା ବଳର ଗୁଳିରେ ୨ ଆତଙ୍କୀ ନିପାତ ହୋଇଛନ୍ତି। ଆଜି ସକାଳେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସାମ୍ନା ସାମନି ଗୁଳିଚଳନା ପରେ ସେନା ଗୁଳିରେ ଏହି ୨ ଆତଙ୍କୀ ନିପାତ ହୋଇଛନ୍ତି। ଅନନ୍ତନାଗରେ ଏହି ସ୍ଥାନରେ ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ମିଳିବା…