Trending
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
Browsing Category
Health
News related to complete physical, mental and social well-being
ମୁହଁରେ ହେଉଥିବା ବ୍ରଣ ଓ ତ୍ୱଚା ସମ୍ୱନ୍ଧୀୟ ରୋଗକୁ ଭଲ କରିଥାଏ ପାଳଙ୍ଗ ଶାଗ
ପ୍ରତ୍ୟେକ ଦିନ ଶାଗ ଖାଇବା ଭଲ । ସେଥିପାଇଁ ଅନେକ ଲୋକଙ୍କ ଘରେ ପ୍ରତି ଦିନ ଶାଗର କିଛି ଡିସ ତିଆରି କରାଯାଏ । ଶୀତ ଦିନେ ମାର୍କେଟରେ ପ୍ରଚୁର ପରିମାଣରେ ପାଳଙ୍ଗ ଶାଗ ମିଳେ । କିନ୍ତୁ ଏବେ ବର୍ଷସାରା ପାଳଙ୍ଗ ଶାଗ ମାର୍କେଟରେ ମିଳୁଛି । ଯାହାକୁ ଆପଣ ତରକାରୀ ଭଜା କରି ଖାଇପାରିବେ । ନଚେତ…
ମୁହଁରେ ଲାଳ ଥିବାବେଳେ ପାଣି ପିଇବା ଦ୍ବାରା ପେଟରେ ଥିବା ଜୀବାଣୁ ନଷ୍ଟ ହୋଇଥାଏ
ସୁସ୍ଥ ଶରୀର ବଜାୟ ରଖିବା ପାଇଁ ପାଣିର ଆବଶ୍ୟକତା ବହୁତ ରହିଛି । ସକାଳୁ ଖାଲି ପେଟରେ ପାଣି ପିଇବା ଗୁରୁତ୍ବପୂର୍ଣ୍ଣ ହୋଇଥାଏ ବୋଲି ବିବେଚନା କରାଯାଏ । ବାସି ଲାଳ ଉପରେ ସକାଳୁ ଖାଲି ପେଟରେ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ମୁହଁରେ ଲାଳ ଥିବାବେଳେ ପାଣି ପିଇବା…
ପଇଡ଼ ପାଣିର ଲାଭକାରୀ ଗୁଣ
ପଇଡ଼ ପାଣିରେ ଅନେକ ପୋଷକ ତତ୍ତ୍ବ ଥାଏ । ଏଥିରେ ସୋଡିୟମ୍,ପୋଟାସିୟମ୍, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭରପୁର ମାତ୍ରାରେ ରହିଥାଏ । ସେଥିରୁ ଇଲେକ୍ଟ୍ରୋଲାଇଟ୍ସ ମଧ୍ୟ ମିଳିଥାଏ । ଡିହାଇଡ୍ରେସନ୍ ଭଳି ସମସ୍ୟା ପାଇଁ ବେଷ୍ଟ ପଇଡ଼ ପାଣି । ପଇଡ ପାଣି ପାଣି ଭଳି ଏହାର ନାଳି ମଧ୍ୟ ଆମ…
ଆମେରିକାର ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ତରରେ,ଘରୁ ନବାହାରିବାକୁ ଏବଂ ଘରର ଝରକା ସବୁବେଳେ ବନ୍ଦ ରଖିବାକୁ କଡ଼ା ଚେତାବନୀ
ଆମେରିକାର ଦକ୍ଷିଣ ସୀମାନ୍ତ ଅଞ୍ଚଳରେ ଏବେ ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ବିଷାକ୍ତ ବାୟୁର ଏକ ବଡ଼ ଆସ୍ତରଣ ମାଡ଼ି ଆସୁଥିବାରୁ ପ୍ରାୟ ୧୦ ଲକ୍ଷରୁ ଅଧିକ ଆମେରିକୀୟଙ୍କୁ ଘରୁ ନବାହାରିବାକୁ ଏବଂ ଘରର ଝରକା ସବୁବେଳେ ବନ୍ଦ ରଖିବାକୁ କଡ଼ା ଚେତାବନୀ ଦିଆଯାଇଛି।
ବିପଦଜନକ…
ସ୍ବାସ୍ଥ୍ୟକୁ ଠିକ ରଖେ ସୋରିଷ
ରୋଷେଇରେ ଆମେ ଅନେକ ଜିନିଷ ବ୍ୟବହାର କରୁ । ଏମିତି ଅନେକ ଜିନିଷ ରହିଛି ଯାହା ସ୍ବାସ୍ଥ୍ୟ ଉପଯୋଗୀ ହୋଇଥାଏ । ରୋଷେଇରେ ମସଲା ଭାବରେ ଆମେ ସୋରିଷକୁ ବ୍ୟବହାର କରିଥାଉ । ଯାହା ଖାଦ୍ୟର ସ୍ବାଦ ବଢାଇବା ସହିତ ସ୍ବାସ୍ଥ୍ୟକୁ ମଧ୍ୟ ଠିକ୍ ରଖିଥାଏ । ଏହା ଦେଖିବାକୁ ଖୁବ୍ ଛୋଟ ହୋଇଥିଲେ ମଧ୍ୟ ଏହା…
ବିଶ୍ୱସ୍ତରୀୟ ଯୁଦ୍ଧ ପରିସ୍ଥିତି : ଔଷଧର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ପକେଟ୍ ଉପରେ ଚାପ ସୃଷ୍ଟି
ଦେଶରେ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଥିବାରୁ ଏହା ସାଧାରଣ ଲୋକଙ୍କ ପକେଟ୍ ଉପରେ ଚାପ ସୃଷ୍ଟି କରିବ। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ୨୦୨୫ ପାଇଁ ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ) ଆଧାରରେ ଔଷଧର ମୂଲ୍ୟରେ ୦.୬୫% ପର୍ଯ୍ୟନ୍ତ ବୃଦ୍ଧି…
ଘରୋଇ ଉପଚାର ମାଧ୍ୟମରେ ଷ୍ଟ୍ରେଚ୍ମାର୍କ ରୁ ପାଇବେ ମୁକ୍ତି
ଷ୍ଟ୍ରେଚ୍ମାର୍କ ସାଧାରଣଃ ନାରୀମାନଙ୍କ ପାଇଁ ଏକ ଚିନ୍ତାର କାରଣ। ସନ୍ତାନ ଜନ୍ମ ପରେ ହେଉ କିମ୍ବା ଅଧିକ ଚର୍ବି ଝଡ଼ିବା ପରେ ଏକ ପ୍ରକାର ଦାଗ ରହିଯାଏ। ଯାହାକୁ ଷ୍ଟ୍ରେଚ୍ମାର୍କ କୁହାଯାଏ। ଏହାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାର କ୍ରିମ୍ ମିଳୁଛି। ଏହାବାଦ୍ ଆମେ ଘରୋଇ ଉପଚାର…
ଖରା ଦିନେ କିପରି ନେବେ ସ୍ୱାସ୍ଥ୍ୟ ର ଯତ୍ନ
ଖରାଦିନ ଆରମ୍ଭ ହେବା ମାତ୍ରେ ଲୋକଙ୍କ ଚିନ୍ତା ବଢିଯାଏ। ଏହି ଦିନରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ। ବିଶେଷ କରି ଏହି ସମୟରେ ପାଚନ ତନ୍ତ୍ର ଅଧିକ ପ୍ରଭାବିତ ହୋଇଥାଏ। ଏହା ବ୍ୟତୀତ ହରମୋନ୍, ମସ୍ତିଷ୍କ ଓ ଖାଦ୍ୟ ନଳୀ ଉପରେ ମଧ୍ୟ କିଛି ପ୍ରଭାବ ପଡ଼ିଥାଏ। ମେଟାବୋଲିଜିମ୍,…
ଭୁଲ ଇଞ୍ଜେକ୍ସନ ନେଲା ଶିଶୁର ଜୀବନ ଡାକ୍ତର ଓ ନର୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପରିବାର ଲାେକେ
ଶିଶୁ ମୃତ୍ୟୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ ହୋଇଛି । ଖୋର୍ଦ୍ଧା ଚାନ୍ଦପୁରରୁ ଆସିଥିବା ପରିବାରର ହଙ୍ଗାମା । ସାଇକେଲ ଧକ୍କାରେ ଆହତ ହୋଇ ଆସିଥିବା ଶିଶୁର ମୃତ୍ୟୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । କାନ୍ଦ ବୋବାଳିରେ ଫାଟୁଛି…
ଆମ ଶରୀରର ଅନେକ ରୋଗକୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ ପିସ୍ତାବାଦାମ
ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ କିଛି ଡ୍ରାଏ ଫ୍ରୁଟ୍ସ ଖାଇବା ଉଚିତ । ପିସ୍ତାବାଦାମ ଏକ ଏପରି ଡ୍ରାଏ ଫ୍ରୁଟ ଯାହା ଖାଇବା ପାଇଁ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପିସ୍ତାବାଦାମରେ ଭରପୂର ମାତ୍ରାରେ ପୋଷକତତ୍ତ୍ୱ ରହିଥାଏ । ଯାହା ଆମ ଶରୀରର…