Browsing Category

Health

News related to complete physical, mental and social well-being

ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏବେ ସିଧା ଆମ ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଶାରୀରିକ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଛି

ବର୍ତ୍ତମାନ ଯେମିତି ଗରମ ହେଉଛି, ଆମ ପିଲାଦିନେ ତା’ଠୁ କମ୍ ଥିଲା । ପୂର୍ବରୁ ପ୍ରତ୍ୟେକ ଋତୁ ପ୍ରାୟ ୪ ମାସର ଥିଲା । କିନ୍ତୁ ବର୍ତ୍ତମାନ ୧୨ ମାସରେ ଅଧିକାଂଶ ମାସ ଗରମ ଅନୁଭୂତ ହେଉଛି । ଏହି ସ୍ଥିତିରେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏବେ ସିଧା ଆମ ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଶାରୀରିକ…

ଫିଟିକିରି କୁ ବ୍ୟବହାର କଲେ ତ୍ୱଚାକୁ ମିଳିଥାଏ ଏହି ସବୁ ଲାଭ

ଗ୍ରୀଷ୍ମ ଋତୁରେ, ସ୍କିନର ଅଧିକ ଯତ୍ନ ଆବଶ୍ୟକ । ପ୍ରଚଣ୍ଡ ଗରମ କାରଣରୁ ସ୍କିନକୁ ଡିହାଇଡ୍ରେସନ୍ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହା ସହିତ, ଝାଳ ଯୋଗୁଁ ସ୍କିନ୍ ସମସ୍ୟା ବଢ଼ିପାରେ। ଏପରି ପରିସ୍ଥିତିରେ, ଫିଟିକିରି କୁ ବିଭିନ୍ନ ଉପାୟରେ ଏବଂ ବିଭିନ୍ନ ସମୟରେ ବ୍ୟବହାର କରିବା…

ପ୍ରସାଦ ପାଲଟିଲା ବିଷ : ବିଷାକ୍ତ ଡାଲମା ଖାଇ ୪୦ ଜଣ ଅସୁସ୍ଥ

ପ୍ରସାଦ ଖାଇବାକୁ କାହାକୁ ଭଲ ନ ଲାଗେ । ଯଦି ପ୍ରସାଦରେ ଭାତ ଡାଲମା ମିଳିଗଲା ତେବେ ଆଉ କିଛି ଲୋଡା ନାହିଁ । ହେଲେ ପ୍ରସାଦ କେବେ ବିଷ ପାଲଟିବ ଆପଣ ବିଶ୍ୱାସ କରିପାରିବେନି । ଏମିତି ଘଟିଛି ବାସ୍ତବରେ । ବିଷାକ୍ତ ଡାଲମା ଖାଇ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟି ୧୦…

କଟକ ବଡ ମେଡିକାଲ ଅଗ୍ନିକାଣ୍ଡ ଘଟଣା: ୪ଜଣଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

କଟକ ବଡ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ଘଟଣାରେ ୪ଜଣଙ୍କୁ ନିଲମ୍ବନ କରାଯାଇଛି। କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣା ସାରା ରାଜ୍ୟରେ ସରକାରଙ୍କ ପାରିବ ପଣିଆ ଉପରେ ପ୍ରଶ୍ନ ଉଠାଇଥିଲା। ଆଜି ସରକାର ଏହା ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ରାଜ୍ୟରେ ମିଳୁଛି ବିଷାକ୍ତ ଖାଦ୍ୟ, କେନ୍ଦୁଝରରେ ସର୍ବାଧିକ ଭେଜାଲ ଖାଦ୍ୟର ମାମଲା

ରାଜ୍ୟରେ ମିଳୁଛି ବିଷାକ୍ତ ଖାଦ୍ୟ । ୨୦୨୫-୨୬ରେ ଏକ ଲକ୍ଷ ୬୦ ହଜାର ୧୩୪ ଚଢ଼ାଉ କରାଯାଇ ୪୭ଟି ମାମଲା ରୁଜୁ ହୋଇଛି । ସେଥିରେ ୫ ଲକ୍ଷ ୧୯ହଜାର ଜରିମାନା ଆଦାୟ ହୋଇଛି । ବିଷାକ୍ତ ଖାଦ୍ୟର ହଟସ୍ପଷ୍ଟ ପାଲଟିଛି ନୟାଗଡ, କଟକ ଓ ଖୋର୍ଦ୍ଧା । ନୟାଗଡରେ ୧୬ହଜାର ୩୦୦, କଟକରେ ୧୬ ହଜାର ୧୬ ଓ…

ଏସସିବି ମେଡ଼ିକାଲରେ ଅଗ୍ନିକାଣ୍ଡ ଘଟଣା, ତଦନ୍ତରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ଦୃଢ଼ କାର୍ଯୟାନୁଷ୍ଠାନ ଗ୍ରହଣ…

ଅଗ୍ନିକାଣ୍ଡ ଘଟିବା ତୁରନ୍ତ ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଗୁରୁତର ରୋଗୀଙ୍କୁ ଅନ୍ୟ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ଘଟଣାରେ ମୋଟ ୧୨ ଜଣ ପ୍ରାଣ ହରାଇଛନ୍ତି । ଦେବଦୂତ ଭଳି ଯେଉଁ ମେଡିକାଲ କର୍ମଚାରୀ ମାନେ ଉଦ୍ଧାରକାର୍ଯ୍ୟ କରିଥିଲେ । ସେମାନଙ୍କ ମଧ୍ୟରୁ…

କଟକ ଏସସିବି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ,ଅଗ୍ନିକାଣ୍ଡରେ ୧୦ ରୋଗୀ ମୃତ

କଟକ ଏସସିବି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିଥିବା ହେତୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ଅନ୍ୟପଟେ…

ଆସନ୍ତୁ ଜାଣିବା ଅଣ୍ଡା ଏବଂ ସୋୟାବିନ ମଧ୍ୟରୁ କେଉଁଥିରେ ଅଧିକ ପ୍ରୋଟିନ୍ ଥାଏ

ସ୍ବାସ୍ଥ୍ୟ ଠିକ୍ ରହିଲେ ଆମେ ଫୂର୍ତ୍ତି ଅନୁଭବ କରିଥାଉ । ତେଣୁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ସୁସ୍ଥ ରହିବାକୁ ହେଲେ ଆମକୁ ପ୍ରୋଟିନଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି  । ହେଲେ କିଛି ଖାଦ୍ୟ ଆମକୁ ପସନ୍ଦ ହୋଇନଥାଏ । କିନ୍ତୁ ସେହି ସବୁ ଖାଦ୍ୟ ଆମ ଶରୀର ଉପଯୋଗୀ ହୋଇଥାଏ ।…

ଇରାନର ରାଜଧାନୀ ତେହେରାନରେ ତେଲ ବର୍ଷା, ଆସନ୍ତୁ ଜାଣିବା ଏହି ତେଲ ବର୍ଷା କଣ , ଜୀବନ ପ୍ରତି କେତେ ବିପଦ

ମଧ୍ୟପ୍ରାଚ୍ୟରେ ଚାଲିଛି ଯୁଦ୍ଧ। ଆମେ କିନ୍ତୁ ଏହି ଯୁଦ୍ଧରେ ତୈଳ ଓ ଗ୍ୟାସକୁ ନେଇ ସଙ୍କଟ ଦେଖୁଛେ। କିନ୍ତୁ ଯୁଦ୍ଧର ପରିଣାମ ଆମ ସ୍ୱାସ୍ଥ୍ୟ ଉପରେ କେତେ ପ୍ରଭାବ ପଡ଼ିପାରେ, ତାହାକୁ ଉଲ୍ଲେଖ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। WHO ରିପୋର୍ଟ ଯାହା କହୁଛି, ତାହା ଇରାନ ପାଇଁ ବଡ଼ ବିପଦ…

ଅଧିକ ସୋଡିୟମ୍ ଥିବା ଖାଦ୍ୟ ଶରୀର ପାଇଁ କ୍ଷତିକାରକ

ଛୋଟ ପିଲା ମାନଙ୍କ ଖାଦ୍ୟ ଖାଇବାକୁ ନେଇ ସର୍ବଦା ପିତାମାତାମାନେ ଦ୍ଵନ୍ଦ୍ଵ ଥାଆନ୍ତି। କିଛି ଲୋକ ୬ ମାସ ପରେ ପିଲାମାନଙ୍କୁ ଖାଦ୍ୟ ଏବଂ ଲୁଣ ଖାଇବାକୁ ଦେବା ଆରମ୍ଭ କରନ୍ତି, କିନ୍ତୁ ବିଶେଷଜ୍ଞମାନେ ଏପରି ନ କରିବାକୁ ପରାମର୍ଶ ଦିଅନ୍ତି। ବର୍ଷେ ପୂର୍ବରୁ ପିଲାମାନଙ୍କ ଖାଦ୍ୟରେ ଲୁଣ ଦେବା…