Browsing Category

Health

News related to complete physical, mental and social well-being

ଜବତ ହୋଇଛି ୭୧ ପେଟି ବେଆଇନ କଫ ସରିଫ

ରାଜଧାନୀ ଭୁବନେଶ୍ବରରେ ବେଆଇନ କଫ ସିରଫ କାରବାରର ପର୍ଦ୍ଦାଫାସ । ଭୁବନେଶ୍ବର ଦେଇ ବାଲେଶ୍ବର ଚାଲାଣ ବେଳେ ଜବତ ହେଲା କଫସିରପ ବୋଝେଇ କଣ୍ଟେନର । ନଖରା ସ୍ଥିତ ଭିଆରଏଲ୍ ଲଜିଷ୍ଟିକ ଷ୍ଟକ୍ ହାଉସରେ ଏସଟିଏଫ ଓ ଡ୍ରଗ କଣ୍ଟ୍ରୋଲର ମିଳିତ ଚଢାଉ ବେଳେ ଜବତ ହୋଇଛି ୭୧ ପେଟି କଫ ସରିଫ । ପେଟିରେ…

୩୩୧ ଜଣ ପିଲା HIV ପଜିଟିଭ୍ ସଂକ୍ରମଣ

ପାକିସ୍ତାନ ସରକାରୀ ଡାକ୍ତରଖାନାରେ ଏବେ ଗୁରୁତର ଅବହେଳା ଅଭିଯୋଗ । ପାକିସ୍ତାନର ପଞ୍ଜାବ ପ୍ରଦେଶର ଟାଉନସା ସହରରେ ୩୩୧ ଜଣ ପିଲାଙ୍କୁ HIV ପଜିଟିଭ୍ । ଏହି ମାମଲାଗୁଡ଼ିକ ନଭେମ୍ବର ୨୦୨୪ରୁ ଅକ୍ଟୋବର ୨୦୨୫ ମଧ୍ୟରେ ରିପୋର୍ଟ କରାଯାଇଥିଲା । THQ ଟାଉନସା ହସ୍ପିଟାଲରେ ଗୋଟିଏ ସିରିଞ୍ଜ…

ଆସନ୍ତୁ ଜାଣିବା ସ୍ବେଟ୍ ବୋଟୋକ୍ସ୍‌ ଟ୍ରିଟ୍‌ମେଣ୍ଟ୍‌ କଣ

ଆଜିକାଲି ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହିଁଥାଆନ୍ତି। ସେଥିପାଇଁ ଏବେ ବିଭିନ୍ନ ପ୍ରକାର ଟ୍ରିଟ୍‌ମେଣ୍ଟ୍‌ ମଧ୍ୟ କରାଉଛନ୍ତି। ଯାହାକୁ ଆମେ ବୁଟକ୍ସ ବୋଲି କହିଥାଉ। ଏହା ମଧ୍ୟ ଭିନ୍ନ ଭିନ୍ନ ପ୍ରକାର ରହିଛି। ଏହି ଟ୍ରିଟ୍‌ମେଣ୍ଟ୍‌କୁ ବ୍ୟବହାର କରି ଆମର ମୁହଁରେ ପଡ଼ୁଥିବା ବିଭିନ୍ନ ଭାଙ୍ଗକୁ…

ହଷ୍ଟେଲ ଖାଦ୍ୟ ଖାଇ ଅସୁସ୍ଥ , ୬୫ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ

ହଷ୍ଟେଲରେ ଖାଦ୍ୟ ଖାଇଲେ । କିଛି ସମୟ ପରେ ଅସୁସ୍ଥ ହୋଇପଡ଼ିଲେ । ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ଗଲେ । ହସ୍ପିଟାଲରେ ଭର୍ତ୍ତି ହୋଇ ଲାଗିଲା ସାଲାଇନ୍ । ଫୁଡ୍ ପଏଜନିଂ ହୋଇଥିବା ସନ୍ଦେହ କରାଯାଉଛି । ୬୫ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।…

ଛେନାପୋଡରେ ଏନ୍ତୁଡିଶାଳ ନୟାଗଡ

ଛେନାପୋଡ… ଖାଇବାକୁ କାହାକୁ ବା ଭଲ ନ ଲାଗେ । ଛେନାପୋଡକୁ ଦେଖିଦେଲେ ପାଟିକୁ ପାଣି ଆସିଯାଏ । ଛେନାପୋଡ ପ୍ରତ୍ୟେକ ଓଡିଆଙ୍କର ଭାରି ପସନ୍ଦ। ପିଲାଠାରୁ ବୁଢା ସମସ୍ତେ ପସନ୍ଦ କରନ୍ତି ଏହି ମିଠାକୁ। ଛେନାପୋଡ କଥା ଆସିଲେ ସମସ୍ତେ ନୟାଗଡ କଥା ଭାବନ୍ତି ମାତ୍ର ଏବେ ଛେନାପୋଡ ଖାଲି ନୟାଗଡର…

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବାଉଁଶଡୋଳ ଗାଁରେ ଝାଡାବାନ୍ତିରେ ୫ରୁ ଅଧିକ ଆକ୍ରାନ୍ତ,ସ୍ଥିତି ପରଖିଲେ CDMO

ଧର୍ମଶାଳାରେ ବ୍ୟାପୁଛି ଝାଡ଼ାବାନ୍ତି । ସ୍ଥିତି ପରଖିଲେ CDMO । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବାଉଁଶଡୋଳ ଗାଁରେ ଝାଡାବାନ୍ତିରେ ୫ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଧର୍ମଶାଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଉକ୍ତ ଗାଁର ଜଣେ ଯୁବକ…

ଜାଣନ୍ତୁ କେଉଁ ଅଭ୍ୟାସ ଲିଭରକୁ କ୍ଷତି ପହଞ୍ଚାଇଥାଏ

ଲିଭର ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଯାହା ବିଷାକ୍ତ ପଦାର୍ଥକୁ ଫିଲ୍ଟର, ପାଚନ ପ୍ରକ୍ରିୟାକୁ ଉନ୍ନତ କରିବାରେ ଏବଂ ମେଟାବୋଲିଜିମକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ତଥାପି, କିଛି ଅସ୍ୱାସ୍ଥ୍ୟକର ଅଭ୍ୟାସ ଯକୃତକୁ କ୍ଷତି ପହଞ୍ଚାଇପାରେ ଏବଂ ଗମ୍ଭୀର ରୋଗର କାରଣ ହୋଇପାରେ। ଏକ…

ଏସସିବି ଅଗ୍ନିକାଣ୍ଡ ଘଟଣା: ତଦନ୍ତ ପାଇଁ ମେଡିକାଲରେ ପହଞ୍ଚିଛନ୍ତି ୬ ଜଣିଆ କେନ୍ଦ୍ରୀୟ ଟିମ

କଟକ ବଡ଼ ଡାକ୍ତରଖାନାରେ କେନ୍ଦ୍ରୀୟ ତଦନ୍ତକାରୀ ଦଳ। ଏସସିବିରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ୬ ଜଣିଆ କେନ୍ଦ୍ରୀୟ ଟିମ ମେଡିକାଲରେ ପହଞ୍ଚିଛନ୍ତି। ଜାତୀୟ ବିପର୍ଯ୍ୟୟ ପ୍ରଶମନ କତ୍ତୃପକ୍ଷ , ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ପ୍ରଫେସର,…

ପୋଟଳରେ ରହିଛି ଭିଟାମିନ୍ A, ଭିଟାମିନ୍ B1ଏବଂ ଭିଟାମିନ୍ B2, ଭିଟାମିନ୍ C

ସୁସ୍ଥ ଶରୀର ପାଇଁ ଋତୁ ଅନୁଯାୟୀ ପନିପରିବା ଖାଇବା ଲାଭଦାୟକ ହୋଇଥାଏ । ଖାସ୍ କରି ଖରାଦିନେ ପୋଟଳ ସହଜରେ ମିଳିଯାଏ । ଅଧିକାଂଶ ଲୋକ ପୋଟଳ ଖାଇବାକୁ ପସନ୍ଦ କରନ୍ତି । ତେବେ ପୋଟଳରେ ଆପଣମାନେ ଏହାର ଭଜା କିମ୍ବା ତରକାରୀ ତିଆରି କରିପାରିବେ । ଋତୁ ଅନୁଯାୟୀ କିଛି ପରିବାର ବଜାରରେ ଖୁବ ଚାହିଦା…

ବାସି ରୁଟି ସ୍ବାସ୍ଥ୍ୟ ପାଇଁ ବରଦାନ ସଦୃଶ

ରୁଟି ଭାରତୀୟଙ୍କ ମୁଖ୍ୟ ଖାଦ୍ୟ ବୋଲି କୁହାଯାଏ । ଲଞ୍ଚଠାରୁ ଆରମ୍ଭ କରି ଡିନର ଏବଂ ବ୍ରେକଫାଷ୍ଟରେ ସମସ୍ତେ ପ୍ରାୟତଃ ରୁଟି ଖାଇଥାଆନ୍ତି । ବେଳେବେଳେ ରାତିରେ କିଛି ରୁଟି ବଳିଯାଏ ଯାହାକୁ ବାସି ରୁଟି କୁହାଯାଏ । କିଛି ଲୋକ ବାସି ରୁଟିକୁ ସକାଳ ଜଳଖିଆରେ ସାମିଲ କରୁଥିବାବେଳେ ଆଉ କିଛି ଲୋକ…