Browsing Category

Business

All business-related news will news will upload

ଟୋଲ କଲେକ୍ସନ, ବଦଳିଯିବ ନିୟମ

ଖୁବ ଶିଘ୍ର ଟୋଲ କଲେକ୍ସନର ପଦ୍ଧତି ବଦଳିବାକୁ ଯାଉଛି । ଏବେଠାରୁ ଫାଷ୍ଟଟ୍ୟାଗ ପାଇଁ ଆପଣଙ୍କ ଗାଡ଼ିରୁ ଜିପିଏସ ମାଧ୍ୟମରେ ଟୋଲ କଟିଯିବ ଏବଂ ଗାଡ଼ିଗୁଡ଼ିକ ଅଟକି ନପାରି ଉଚ୍ଚ ବେଗରେ ସେମାନଙ୍କର ଯାତ୍ରା ସମାପ୍ତ କରିବାକୁ ସକ୍ଷମ ହେବେ । ୩ ବର୍ଷ ପୂର୍ବେ ଯେତେବେଳେ ଦେଶରେ ଫାଷ୍ଟଟ୍ୟାଗ ଜରିଆରେ…

ଆର୍‌ଆଇଏଲ୍‌ ର ‘ଗ୍ରାଜୁଏଟ୍‌ ଇଞ୍ଜିନିୟର ଟ୍ରେନି ଶୁଭାରମ୍ଭ

ଭୁବନେଶ୍ୱର :  ରିଲାଏନ୍ସ ଦେଶର ବିଭିନ୍ନ ସ୍ଥାନରୁ ଯୁବ ଇଞ୍ଜିନିୟରମାନଙ୍କ ପାଇଁ ପ୍ରବେଶ ସ୍ତରରେ ନିଯୁକ୍ତି ଅଭିଯାନ ଆରମ୍ଭ କରିଛି। ବିଶେଷକରି ଉକ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି, ବ୍ୟବସାୟ କ୍ଷେତ୍ରରେ ପ୍ରମୁଖ ବୈଷୟିକ ଭୂମିକାରେ ଯୁବ ତଥା ଉଚ୍ଚ କ୍ଷମତାସମ୍ପନ୍ନ ଇଞ୍ଜିନିୟରିଂ…

8ମ ଥର ଇଡି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ କଲା

ରାଞ୍ଚି: ଅର୍ଥ ହେରଫେର ମାମଲାରେ ଇଡି ପୁଣିଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ କରିଛି। ଇଡି ହେମନ୍ତ ସୋରେନଙ୍କୁ ଏକ ଚିଠି ପଠାଇ ହାଜର ହେବାକୁ ଏକ ନୂଆ ଡେଡଲାଇନ୍ ଦେଇଛି। ତେବେ ସମନ ସତ୍ତ୍ୱେ ସେ କାହିଁକି ହାଜର ହେଉନାହାଁନ୍ତି ବୋଲି ଇଡି ପ୍ରଶ୍ନ କରିଛି। ଇଡି…

ସିଟି ବ୍ୟାଙ୍କ ଛଟେଇ

ଆସନ୍ତା ୨ ବର୍ଷ ମଧ୍ୟରେ ୨୦ ହଜାରରୁ ଉଦ୍ଧ୍ୱର୍ କର୍ମଚାରୀଙ୍କୁ ଛଟେଇ କରିବା ନେଇ ଯୋଜନା କରୁଛି । ଦୀର୍ଘ ୧୪ ବର୍ଷର ଖରାପ ତ୍ରୈୟମାସିକ ରିପୋର୍ଟକୁ ଦୃଷ୍ଟିରେ ରଖି ସିଟି ବ୍ୟାଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ଆମେରିକୀୟ ବ୍ୟାଙ୍କର ମୋଟ୍ କର୍ମଚାରୀ ହେଉଛନ୍ତି ୨ ଲକ୍ଷ ୩୯…

ମାନ୍ୟତା ହରାଇଛି ଆପଲ୍‌

ବିଶ୍ବର ସବୁଠୁ ମୂଲ୍ୟବାନ କଂପାନିର ମାନ୍ୟତା ହରାଇଛି ଆପଲ୍‌। ବିଲ୍‌ ଗେଟ୍‌ସଙ୍କ କମ୍ପାନି ମାଇକ୍ରୋସଫ୍ଟକୁ ସେହି ମାନ୍ୟତା ମିଳିଛି। ଆଇଫୋନ୍ ନିର୍ମାଣ କରୁଥିବା ଆପଲ୍‌ ଦୀର୍ଘଦିନ ପର୍ଯ୍ୟନ୍ତ ନିଜ ପାଖରେ ସେହି ମାନ୍ୟତା ରଖିଥିଲା। ମାଇକ୍ରୋସଫ୍ଟର ମୂଲ୍ୟ ୨.୮୭୫ ଲକ୍ଷ କୋଟି ଡଲାରକୁ…

ଗ୍ଲୋବାଲ ମାର୍କେଟର ମିଶ୍ରିତ ସଂକେତ

ଆଜି ଭାରତୀୟ ଷ୍ଟକ୍ ମାର୍କେଟରେ ବୃଦ୍ଧି ଦେଖିବାକୁ ମିଳିବ। Dow Jones ୧୫୭ ପଏଣ୍ଟ ଏବଂ Nasdaq ୧୩ ପଏଣ୍ଟରେ ଚଢି ବନ୍ଦହୋଇଛି। ପ୍ରଥମ ମଙ୍ଗଳବାରରେ, ସେନସେକ୍ସ ୭୧,୩୮୬ ପଏଣ୍ଟରେ ୩୦ ପଏଣ୍ଟ ବୃଦ୍ଧି ସହିତ ବନ୍ଦ ହୋଇଯାଇଥିଲା ଏବଂ ନିଫ୍ଟି ମଧ୍ୟ ୩୧.୮୫ ପଏଣ୍ଟ ହାସଲ କରି ୨୧,୫୪୪.୮୫ ପଏଣ୍ଟରେ…

ବିଭିନ୍ନ ରାଜ୍ୟରେ ଶସ୍ତା ହେଲା ପେଟ୍ରୋଲ୍‌, ଡିଜେଲ୍‌

ନୂଆଦିଲ୍ଳୀ:  ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲ୍ ଓ ଡିଜେଲ୍ ଦର କମିଛି । ତେବେ ଓଡ଼ିଶା, କେରଳ, ମଧ୍ୟପ୍ରଦେଶ, ମଣିପୁର, ଗୁଜୁରାଟ, ହରିଆଣା, ଗୋଆ ଓ ୟୁପିରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିପାଇଛି । ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ୍‌ର ନୂଆ ଦର ଜାରି କରିଛନ୍ତି । ଯଦିଓ ସରକାର ଜାତୀୟ…

ଦେଶରେ ଆୟ ଅସମାନତା ହ୍ରାସ ପାଉଛି

ନୂଆଦିଲ୍ଲୀ: ଏସବିଆଇ ରିପୋର୍ଟରୁ ପ୍ରକାଶ ପାଇଛି ଯେ ଦେଶରେ ଆୟ ଅସମାନତା ହ୍ରାସ ପାଇଛି । ଏହାସହ ଭାରତୀୟଙ୍କ ଆୟ ବୃଦ୍ଧି ମଧ୍ୟ ଘଟିଛି । ଭାରତୀୟ ମଧ୍ୟବିତ ପରିବାରର ଆୟ ବଢ଼ିବାରେ ଲାଗିଛି । ସିବିଡିଟି ତଥ୍ୟକୁ ଉଦ୍ଧୃତ କରି ରିପୋର୍ଟରେ କୁହାଯାଇଛି ଯେ ଆୟକର ଆଧାର ବର୍ଷକୁ ବର୍ଷ ବୃଦ୍ଧି…

GST ନିୟମରେ ବଡ଼ ପରିବର୍ତ୍ତନ

ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରୁ କେନ୍ଦ୍ର ସରକାର GST ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ବର୍ତ୍ତମାନ ୫ କୋଟି ଟଙ୍କାରୁ ଉଦ୍ଧ୍ୱର୍ ବ୍ୟବସାୟ କରୁଥିବା ବ୍ୟବସରୟୀମାନେ ଇ-ଚାଲାଣ(e-Invoice) ବିନା ଇ-ୱେ ବିଲ୍(e way Bill) ଜେନେରେଟ କରିପାରିବେ ନାହିଁ । ଦ୍ରବ୍ୟ ଏବଂ ସେବା…