Trending
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Browsing Category
Business
All business-related news will news will upload
ଡାଲି ମୂଲ୍ୟ କମିବ
ଡାଲିର ହୋର୍ଡିଂକୁ ରୋକିବା ଏବଂ ମୂଲ୍ୟ ହ୍ରାସ କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି। ଏଭଳି କାର୍ଯ୍ୟରେ ଜଡିତ ବ୍ୟବସାୟୀମାନଙ୍କୁ ସରକାର ଚେତାବନୀ ଦେଇଛନ୍ତି ଯେ ଡାଲି ରଖିବା ପାଇଁ ଜରୁରୀ ସାମଗ୍ରୀ ଅଧିନିୟମ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାରୀ…
ସୁନା ଦରରେ ଲାଗିଛି ନିଆଁ
ପ୍ରତିଦିନ ନୂଆ ରେର୍କଡ କରୁଛି ସୁନା । ଦିଲ୍ଲୀ ଏନସିଆର ଅନ୍ତର୍ଗତ ସୁନା ବଜାର ରେ ବର୍ତ୍ତମାନର ସୁନାର ମୂଲ୍ୟ ୧୦ ଗ୍ରାମ ୭୩.୪୭୦ ରହିଛି । ଯାହାକି ବର୍ତ୍ତମାନ ବଜାରରେ ଅଧିକ ଦର ରହିଛି । କେବଳ ସୁନା ଦର ନୁହେଁ ରୂପାର ଦର ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।ରୂପାର ମୂଲ୍ୟ ବର୍ତ୍ତମାନ…
ନିର୍ବାଚନ ପରେ ମହଙ୍ଗା ହେବ
ଲୋକସଭା ନିର୍ବାଚନ ପରେ ଦେଶର କୋଟି କୋଟି ଲୋକ ପକେଟ ଖାଲି କରିବାକୁ ପ୍ରସ୍ତୁତ ରୁହ । ଶୁଳ୍କ ବୃଦ୍ଧି ପାଇଁ ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀଗୁଡିକ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିଛନ୍ତି । ଏହାର ଅର୍ଥ ହେଉଛି ନିର୍ବାଚନ ପରେ ମୋବାଇଲ୍ ରିଚାର୍ଜ ମହଙ୍ଗା ହେବ ।ବଜାର ବିଶେଷଜ୍ଞମାନେ ଆକଳନ…
ସେନ୍ସେକ୍ସ, ପ୍ରଥମ ଥର ପାଇଁ ୭୫,୦୦୦ ପାର
ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ସପ୍ତାହ କାରବାରର ୩ୟ ଦିନରେ ଘରୋଇ ଶେୟାର ବଜାର ଏକ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଶେୟାର ବଜାରର କାରବାର ସର୍ବୋଚ୍ଚସ୍ତରରେ ପହଞ୍ଚଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା ବିଏସ୍ଇ ସେନ୍ସେକ୍ସ ଦୀର୍ଘ ବର୍ଷ ପରେ ପ୍ରଥମ ଥର ପାଇଁ…
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରି ପ୍ରଥମ ଥର ପାଇଁ ୭୫ ହଜାର ପଏଣ୍ଟରୁ ଉପର ସ୍ତରରେ ବନ୍ଦ ହୋଇଛି। ଅବଶ୍ୟ କାରବାର ଶେଷ ବେଳକୁ ସେହି ସ୍ତରକୁ ବଜାୟ ରଖିବାରେ ସେନ୍ସେକ୍ସ ବିଫଳ ହୋଇଥିଲା। କାରବାର ଶେଷରେ ୫୯ ପଏଣ୍ଟ ହ୍ରାସ ସହ…
ଜିଏସ୍ଟି ଠକେଇରେ ୯୯% ବୃଦ୍ଧି
୨୦୨୨-୨୩ ଆର୍ଥିକ ବର୍ଷରେ ଡିଜିଜିଆଇ ୧,୦୧,୩୫୪ କୋଟି ଟଙ୍କାର ୪,୮୭୨ ଜିଏସ୍ଟି ଠକେଇ ମାମଲା ଠାବ କରିଥିଲା। ସେଥିରୁ ଟିକସଦାତାମାନେ ନିଜ ଆଡ଼ୁ ୨୦,୭୧୩ କୋଟି ଟଙ୍କା ପଇଠ କରିଥିଲେ। ଏହି ବର୍ଷ ୯୨ ଜଣଙ୍କୁ ଗିରଫ କରାଯାଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ…
ଆକର୍ଷଣୀୟ ଅଫର
ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ‘ହ୍ୟାଣ୍ଡଲୁମ୍ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ’ରେ ଭିଡ଼ ଜମାଉଛନ୍ତି। କାରଣ ଗୋଟିଏ ପଟରେ ସାରା ଦେଶର ଭଳିକି ଭଳି ହ୍ୟାଣ୍ଡଲୁମ୍ ପୋଷାକ ସାଙ୍ଗକୁ ହାଣ୍ଡିକ୍ରାଫ୍ଟ ସାମଗ୍ରୀ ସୁଲଭ ମୂଲ୍ୟରେ ପାଉଥିତ୍ବାବେଳେ ଅପରପକ୍ଷରେ ଓଡ଼ିଶାର ବୟନିକା…
ଷ୍ଟେସନ ବାହାରେ ମିଳିବ ଶସ୍ତା ଚାଉଳ- ଅଟା
ସୋସିଆଲ ମିଡ଼ିଆରେ କେତେକ ଭିଡିଓ ଦେଖିବାକୁ ମିଳିଥାଏ। ଯେଉଁଥିଲେ କିଛି ମହିଳା ମୁମ୍ବାଇ ଲୋକାଲ ଟ୍ରେନରେ ସିଟ୍ ଉପରେ ବସି ପନିପରିବା କାଟୁଛନ୍ତି। ବାସ୍ତବରେ, ମୁମ୍ବାଇ, କୋଲକାତା, ଚେନ୍ନାଇ, ଦିଲ୍ଲୀ ଭଳି ସହରରେ ଲୋକଙ୍କ ପାଖରେ ସମୟ ବହୁତ କମ୍ ଥାଏ। ସେମାନଙ୍କୁ ଘରୁ ଅଫିସ ଏବଂ ଯାତ୍ରା…
ପୋର୍ଟାଲରେ ଆଇଟିଆର ଫର୍ମ ଉପଲବ୍ଧ
୨୦୨୩-୨୪ ଆର୍ଥିକ ବର୍ଷ ଏବଂ ମୂଲ୍ୟାଙ୍କନ ବର୍ଷ ୨୦୨୪-୨୫ ପାଇଁ ଆୟକର ରିଟର୍ନ ଦାଖଲ କରିବାର ପ୍ରକ୍ରିୟା ଏପ୍ରିଲ ପହିଲାରୁ ଆରମ୍ଭ ହୋଇଛି। ଗତ ଚାରି ଦିନ ମଧ୍ୟରେ ୨୩,୦୦୦ ଆୟକର ରିଟର୍ନ ଦାଖଲ କରାଯାଇଛି। ଆୟକର ବିଭାଗ ସୂଚନାନୁସାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ନ ଦାଖଲ ସହ ଜଡିତ…
ଭାରତ ଧନୀ ତାଲିକାର ଶୀର୍ଷରେ ମୁକେଶ
ଆମେରିକାର ବ୍ୟବସାୟଭିତ୍ତିୟ ପତ୍ରିକା ‘ଫୋର୍ବସ’ ପକ୍ଷରୁ ‘ଫୋର୍ବସ ବିଶ୍ବସ୍ତରୀୟ ଧନୀ ତାଲିକା-୨୦୨୪’ ପ୍ରକାଶ ପାଇଛି। ଏହି ତାଲିକା ଅନୁଯାୟୀ ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ ବିଶ୍ବସ୍ତରରେ ନବମ ସ୍ଥାନରେ ଥିବା ବେଳେ ଭାରତ ଓ ଏସିଆ ମହାଦେଶରେ ପ୍ରଥମ ସ୍ଥାନରେ ରହିଛନ୍ତି। ସେହିପରି…