Trending
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Browsing Category
Business
All business-related news will news will upload
ପାଇଲଟ୍ ସଙ୍କଟ, ଯାତ୍ରୀ ହଇରାଣ
ବିମାନ ସେବା କ୍ଷେତ୍ରରେ ଏକ ବଡ଼ ସଙ୍କଟ ଦେଖାଦେଇଛି ଯାହାର ପ୍ରଭାବରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଏୟାରଲାଇନ୍ସ ଭିସ୍ତାରାର ବିମାନଗୁଡ଼ିକର ଉଡ଼ାଣ ଅହେତୁକ ବିଳମ୍ବ ହେବା ଏବଂ ହଠାତ୍ ବାତିଲ ହେବା ଭଳି ଘଟଣା ଯୋଗୁଁ…
ମାର୍ଚ୍ଚରେ ଜିଏସଟି ସଂଗ୍ରହ
ମାର୍ଚ୍ଚ ୨୦୨୪ରେ ଜିଏସଟି ଆଦାୟ ୨୦୨୩ ମାର୍ଚ୍ଚ ତୁଳନାରେ ୧୧.୫ ପ୍ରତିଶତ ବୃଦ୍ଧି ପାଇଛି । ମାସିକ ଜିଏସଟି ଆଦାୟରେ ଏହା ହେଉଛି ଦ୍ୱିତୀୟ ସର୍ବୋଚ୍ଚ ସ୍ତର । ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ଜିଏସ୍ ଟି ଆଦାୟ ୨୦.୧୪ ଲକ୍ଷ କୋଟି ଟଙ୍କା ରହିଛି, ଯାହା କି ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ…
ଭାରତୀୟ ଶେୟାର ବଜାର
ଏପ୍ରିଲ ପ୍ରଥମ ସପ୍ତାହର ପ୍ରଥମ ଦିନରୁ ଭାରତୀୟ ଶେୟାର ବଜାର ଏକ ଶକ୍ତିଶାଳୀ ଆରମ୍ଭ କରିଛି ଏବଂ ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ବଜାର ଖୋଲିବା ମାତ୍ରେ ୭୪,୧୦୧ ର ଏକ ଉଚ୍ଚ ସ୍ତରରେ ପହଞ୍ଚିଛି। ବଜାର ଖୋଲିବାର ୨୦ ମିନିଟ୍ ମଧ୍ୟରେ, ସେନ୍ସେକ୍ସ ଏବଂ…
ଶସ୍ତାରେ ମିଳିବ LPG ଗ୍ୟାସ ସିଲିଣ୍ଡର
ଆଜିଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ । ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ଦିନରେ ଶସ୍ତା ହୋଇଛି ଏଲପିଜି ଗ୍ୟାସ ସିଲିଣ୍ଡର । ଆଜିଠାରୁ ରାଜଧାନୀରେ ଏଲପିଜି ସିଲିଣ୍ଡର ଦାମ୍ ୩୦.୫୦ ଟଙ୍କା ହ୍ରାସ ପାଇଛି । ଏହାସହିତ ବିଭିନ୍ନ ରାଜ୍ୟରେ ଗ୍ୟାସ ଦର ଶସ୍ତା ହୋଇଛି । ଆସନ୍ତା ନିର୍ବାଚନ…
ଘର ତିଆରି କରିବା ଆହୁରି ସହଜ!
ଆପଣ ଘର ତିଆରି କରିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ସର୍ବୋତ୍ତମ ସମୟ କାରଣ ମାର୍ଚ୍ଚ ଶେଷରେ ଘର ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ମୂଲ୍ୟରେ ହ୍ରାସ ଘଟିଛି ।ମାର୍ଚ୍ଚ ଆରମ୍ଭରେ ନିର୍ମାଣ ସାମଗ୍ରୀ ଏବଂ ଲୁହା ରଡର ମୂଲ୍ୟରେ ବୃଦ୍ଧି ଘଟିଥିଲା, କିନ୍ତୁ ଏହି…
ବଢ଼ିଲା ମନରେଗା ମଜୁରୀ
କେନ୍ଦ୍ର ସରକାର ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ) ର ନୂତନ ମଜୁରୀ ହାର ବୃଦ୍ଧି କରିଛନ୍ତି। ଗୋଆରେ ଏହାର ହାର ସର୍ବାଧିକ ୧୦.୫୬ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏଥି ସହିତ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଉତ୍ତରପ୍ରଦେଶରେ ଏହି ହାର ସର୍ବନିମ୍ନ ୩.୦୪…
ଆମେରିକାରେ ତାଜା କ୍ଷୀର ଲଞ୍ଚ କରିବ ଅମୁଲ
ପ୍ରଥମ ଥର ପାଇଁ ଅମୁଲ୍ ତାଜା କ୍ଷୀର ଭାରତ ବାହାରେ ଉପଲବ୍ଧ ହେବ ଏବଂ ଗୁଜରାଟ ସମବାୟ ଦୁଗ୍ଧ ମାର୍କେଟିଂ ଫେଡେରେସନ୍ (ଜିସିଏମ୍ଏମ୍ଏଫ୍) ଭାରତୀୟ ପ୍ରବାସୀ ଏବଂ ଏସୀୟ ଜନସଂଖ୍ୟାକୁ ସେବା ଯୋଗାଇବା ପାଇଁ ଏକ ସପ୍ତାହ ମଧ୍ୟରେ ଆମେରିକା ବଜାରରେ 4 ପ୍ରକାର କ୍ଷୀର ଲଞ୍ଚ କରବ। ‘ଆମେ ଅନେକ…
ଗୋପାଳପୁର ବନ୍ଦର କିଣିବେ ଗୌତମ
ଆଦାନୀ ଗ୍ରୁପ୍ ମାଲିକାନାରେ ଥିବା ଆଦାନୀ ପୋର୍ଟସ୍ ଓଡିଶାର ଗୋପାଳପୁର ବନ୍ଦର କିଣିବାକୁ ପ୍ରସ୍ତୁତ ହୋଇଛି। ଏହି ବନ୍ଦରର ୫୬ ପ୍ରତିଶତ ଅଂଶ ରିଅଲ୍ ଇଷ୍ଟେଟ୍ ଗ୍ରୁପ୍ ଶାପୁରଜୀ ପାଲୋଞ୍ଜୀ ଗ୍ରୁପ୍ ପାଖରେ ଅଛି | ଯାହାକୁ ଆଦାନୀ ବନ୍ଦର କିଣିବାକୁ ଯାଉଛି | ଏହା ବ୍ୟତୀତ ଓଡ଼ିଶା ଷ୍ଟିଭେଡୋରସରୁ…
୩୦ ମାର୍ଚ୍ଚରେ କେନ୍ଦ୍ରୀୟ କର୍ମଚାରୀଙ୍କ ହୋଲି
୨୫ ମାର୍ଚ୍ଚରେ ସମଗ୍ର ଦେଶରେ ପାଳନ କରାଯିବ, କିନ୍ତୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ପ୍ରକୃତ ହୋଲି ୩୦ ମାର୍ଚ୍ଚରେ ହେବ । ଆମେ ଏହା କହୁଛୁ କାରଣ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ମାର୍ଚ୍ଚ ୩୦ ସୁଦ୍ଧା ଆସିବ ବୋଲି ଆଶା କରାଯାଉଛି । ଏଥର ଆସିବାକୁ ଯାଉଥିବା ବେତନରେ ଏକ ବଡ ବୃଦ୍ଧି ଘଟିବ…
ଆମାଜନରେ ମହଙ୍ଗା ହେବ ଶପିଂ
ଆମାଜନ ଇଣ୍ଡିଆ ନିଜ ବିକ୍ରେତାଙ୍କ ଉଦ୍ଦେଶ୍ୟରେ ଜାରି କରିଥିବା ଏକ ବିଜ୍ଞପ୍ତିରେ ପ୍ରକାଶ କରିଛି ଯେ ଏହା ଶିପିଙ୍ଗ୍, ରେଫରାଲ ଏବଂ ବୈଷୟିକ ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି । ଏହା ବର୍ଦ୍ଧିତ ଶୁଳ୍କ ଉତ୍ପଦର ମୂଲ୍ୟ ଅନୁଯାୟୀ ନିର୍ଦ୍ଧାରିତ କରାଯିବ । କହିରଖୁଛୁ ଏହି ବର୍ଦ୍ଧିତ ଫି ହିଁ…