Trending
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ପଶ୍ଚିମବଙ୍ଗରେ ମତଦାନ: ବାଇକ୍ରେ ରାଲି ବ୍ୟାନ୍ କରିବା ସହ, ରାତିର ବାଇକ୍ ଚଳାଇବା ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ
- ନିଜେ ଆଗକୁ ଯାଅ, ଅନ୍ୟମାନଙ୍କୁ ଆଗକୁ ଯିବାକୁ ଦିଅ- ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ
- ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ
- ମେଟ୍ରୋରେ କୌଣସି ପ୍ରକାରର ଶବ୍ଦ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ
- ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି,ପରବର୍ତ୍ତୀ ଶୁଣାଣି ମେ’ ୨ ତାରିଖରେ
- ଜମ୍ମୁରେ ଭୟଙ୍କର ସଡ଼କ ଦୁର୍ଘଟଣା,ଲିଭିଲା ୨୧ ଜଣଙ୍କ ଜୀବନ
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
Browsing Category
Business
All business-related news will news will upload
ରେଳ କର୍ମଚାରୀଙ୍କ ପାଇଁ ୧୯୬୮.୮୭ କୋଟି ଟଙ୍କାର ବୋନସ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସମସ୍ତ ଯୋଗ୍ୟ ଅଣଗେଜେଟେଡ୍ ରେଳ କର୍ମଚାରୀ ଯଥା ଟ୍ରାକ୍ ରକ୍ଷଣାବେକ୍ଷଣକାରୀ, ଲୋକୋ ପାଇଲଟ, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ, ଟେକ୍ନିସିଆନ ହେଲପର,…
ଦୁବାଇରେ ଆୟୋଜିତ ଆନ୍ତର୍ଜାତିକ ଏକ୍ସପାଣ୍ଡ ନର୍ଥ ଷ୍ଟାର୍ ୨୦୨୩ ମେଳାରେ ଓଡ଼ିଆ ଷ୍ଟାର୍ଟଅପ୍
ଦୁବାଇରେ ଆୟୋଜିତ ଆନ୍ତର୍ଜାତିକ ଏକ୍ସପାଣ୍ଡ ନର୍ଥ ଷ୍ଟାର୍ ୨୦୨୩ ମେଳାରେ ଓଡ଼ିଆ ଷ୍ଟାର୍ଟଅପ୍ ଆଇଡିଆକୁ ବେଶ ପ୍ରଶଂସା କରାଯାଇଛି । ଆନ୍ତର୍ଜାତିକ ଷ୍ଟାର୍ଟଅପ୍ ସମ୍ମିଳନୀରେ ଦେଶ ବିଦେଶର ୧୮୦୦ ଷ୍ଟାର୍ଟ୍ଅପ୍ ଭାଗ ନେଉଛନ୍ତି । ଏହି ମେଳାରେ ଭାରତ ସରକାରଙ୍କ ନୀତି ଆୟୋଗର ଅଧିକାରୀଙ୍କ ସମେତ…
Acer ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର
ଲାପଟପ୍ ପ୍ରସ୍ତୁତ କରୁଥିବା କମ୍ପାନୀ Acer ଲଞ୍ଚ କଲା ପ୍ରଥମ
ଖୁଚୁରା ବ୍ୟବସାୟୀ ମାନଙ୍କୁ ମିଳିବ ସୁପର ପାୱାର ରିଟେଲର ମାନ୍ୟତା, ଦିଆଯିବ ୧୪ ଘଣ୍ଟାର ପ୍ରଶିକ୍ଷଣ
ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଠାରେ କୋକା-କୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ନିଗମ(ଏନଏସଡିସି)ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ‘ଖୁଚୁରା ବ୍ୟବସାୟୀ ତାଲିମ’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ।ଏହି…
ଚୀନା ଲୋନ ଆପ୍ ଲୁଟିନେଲେ ୧୫୦ କୋଟି
ନୂଆଦିଲ୍ଲୀ: ଚୀନା ଲୋନ ଆପ୍ ଲୁଟିନେଲେ ୧୫୦ କୋଟି ଟଙ୍କା । ଆପ ମାଧ୍ୟମରେ ଲୋକଙ୍କୁ ଭଣ୍ଡାଇ ଚୀନ ଆପ ଠକି ଚାଲିଥିଲା । ଏବେ ଇଡି ଏହି ଆପକୁ ବ୍ୟାନ କରିଛି । ସହଜରେ ଅଧିକ ରିଟର୍ଣ୍ଣ ମିଳିବା ଏବଂ ସହଜରେ ଲୋନ ମିଳିବା ଲୋଭ ଦେଖାଇ ଆପ ମାଧ୍ୟମରେ ଟଙ୍କା ଠକିନେଉଥିଲା ଚୀନ କଂପାନି । ଅଧିକ…
୬୦ ଟଙ୍କାରେ ଭାରତ ବୁଟ ଡାଲି
ଭୁବନେଶ୍ବର:୬୦ ଟଙ୍କାରେ ଭାରତ ବୁଟ ଡାଲି ମିଳିବ । ୧୪୦ ଟଙ୍କାରେ ପହଞ୍ଚିଛି ବୁଟ ଡାଲିର ଦର। ଏଥିପାଇଁ ରାଜ୍ୟର ୭ଟି ସହରରେ ନାଫେଡ୍ ପକ୍ଷରୁ ଭ୍ରାମ୍ୟମାଣ ଗାଡ଼ି ଜରିଆରେ ୬୦ ଟଙ୍କାରେ ଭାରତ ବୁଟ ଡାଲି ବିକ୍ରି କରାଯାଉଛି। ଆଗାମୀ ଦିନରେ ଅଧିକରୁ ଅଧିକ ଗ୍ରାହକ ଏହାର ଲାଭ ନେବା ପାଇଁ…