Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Business
All business-related news will news will upload
ଏଲନ୍ ମସ୍କଙ୍କ କଂପାନି ଟେସ୍ଲା ଗୁଜରାଟରେ କାରଖାନା କରିବ
ଏଲନ୍ ମସ୍କଙ୍କ ଇଲେକ୍ଟ୍ରିକ୍ କାର କଂପାନି ଟେସ୍ଲା ଗୁଜରାଟରେ କାରଖାନା କରିବ । କାରଖାନା ସ୍ଥାପନ ଲାଗି ଟେସ୍ଲା ଗୁଜରାଟକୁ ଚୟନ କରିଥିବା ଚର୍ଚ୍ଚା ହେଉଛି। ଆସନ୍ତା ଜାନୁଆରିରେ ହେବାକୁ ଥିବା ଭାଇବ୍ରାଣ୍ଟ୍ ଗୁଜରାଟ ସମ୍ମିଳନୀରେ ଏ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହେବାର ସମ୍ଭାବନା…
ଏଲପିଜି ସିଲିଣ୍ଡର
ପରିବାରର ମହିଳା ମୁଖ୍ୟମାନେ ୧ ଜାନୁଆରୀ ୨୦୨୪ ରୁ ଏହି ସୁବିଧା ପାଇବେ । ସବସିଡି ସିଧାସଳଖ ହିତାଧିକାରୀ ମହିଳାଙ୍କ ଆକାଉଣ୍ଟରେ ଜମା ହେବ । ଉଜ୍ଜ୍ୱଳା ଯୋଜନାର ୭୦ ଲକ୍ଷରୁ ଅଧିକ ହିତାଧିକାରୀ ପରିବାର ରାଜ୍ୟ ସରକାରଙ୍କ ଏହି ଯୋଜନାର ଲାଭ ପାଇବେ ।ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ବୁଧବାର ଦିନ…
ଗଭର୍ଣ୍ଣର କାହିଁକି ପାଆନ୍ତି ନାହିଁ ପେନସନ୍?
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ପ୍ରକାଶ କରିଛନ୍ତି ଯେ, ଗଭର୍ଣ୍ଣର ଭାବରେ ତାଙ୍କର ଦରମା ମାତ୍ର ୪ ଲକ୍ଷ ଟଙ୍କା । ଏଥିସହ ସେ କହିଛନ୍ତି ଯେ ଆରବିଆଇ ଗଭର୍ଣ୍ଣରଙ୍କୁ ବର୍ତ୍ତମାନ କେତେ ଦରମା ମିଳୁଛି, ସେ ବିଷୟରେ ସୂଚନା ନାହିଁ । କିନ୍ତୁ ଯେତେବେଳେ ସେ…
ଖୋର୍ଦ୍ଧା ନିକଟରେ ୧୦୦ ଏକର ଜମିରେ ସ୍ବତନ୍ତ୍ର ବୟନ ଶିଳ୍ପ ହେବ
ଭୁବନେଶ୍ବର: ଖୋର୍ଦ୍ଧା ନିକଟରେ ୧୦୦ ଏକର ଜମିରେ ସ୍ବତନ୍ତ୍ର ବୟନ ଶିଳ୍ପ ହେବ । ବୟନ ଶିଳ୍ପ କ୍ଷେତ୍ରରେ ରାଜ୍ୟକୁ ନିବେଶର ଏକ ପସନ୍ଦର ସ୍ଥଳରେ ପରିଣତ କରିବା ଲାଗି ରାଜ୍ୟ ଶିଳ୍ପ ବିଭାଗ ଉଦ୍ୟମ କରୁଛି। ଖୋର୍ଦ୍ଧା ନିକଟରେ ୧୦୦ ଏକର ଜମିରେ ସ୍ବତନ୍ତ୍ର ବୟନ ପୁଞ୍ଜ ସ୍ଥାପନ କରିବା ପାଇଁ…
Paytm ଦେଲା ବଡ ଝଟ୍କା
ସାରା ଦେଶରେ ବର୍ଷ ୨୦୨୪କୁ ସ୍ୱାଗତ କରିବା ଲାଗି ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବହୁ ଛୋଟ ବଡ କମ୍ପାନୀରେ ବି ନୂଆବର୍ଷର ମାହୋଲ ଦେଖିବାକୁ ମିଳିଲାଣି । କିନ୍ତୁ ଅନଲାଇନ୍ ପେମେଣ୍ଟ ସର୍ଭିସ ପ୍ରଦାନ କରୁଥିବା ଲୋକପ୍ରିୟ କମ୍ପାନୀ Paytm ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ଏହାର…
ସବୁ ବ୍ୟାଙ୍କ ଖାତା ବିବରଣୀ ଦେବାକୁ ପଡ଼ିବ
ଆଇଟିଆର-୧ ଓ ଆଇଟିଆର୍-୪ ଫର୍ମକୁ ବଡ଼ଦିନ ପୂର୍ବରୁ ଉନ୍ମୋଚନ କରାଯାଇଛି। ୨୦୨୪-୨୫ ଆକଳନ ବର୍ଷ ଲାଗି ଆସିଥିବା ଏହି ଫର୍ମରେ ଟିକସଦାତାମାନଙ୍କୁ କେତେକ ଅତିରିକ୍ତ ସୂଚନା ଦେବାକୁ ପଡ଼ିବ। ନୂଆ ଫର୍ମରେ କେତେ ଟଙ୍କାର ନଗଦ ରାଶି ମିଳିଛି ଓ ନିଜ ନାମରେ ଥିବା ସବୁ ବ୍ୟାଙ୍କ ଖାତାରେ ବିବରଣୀ…
ଭାରତ ସଞ୍ଚାର ନିଗମ ଲିମିଟେଡ୍
ସରକାରୀ ଟେଲିକମ୍ କଂପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) । କଂପାନିର ଗ୍ରାହକଙ୍କ ବହୁ ସମ୍ବେଦନଶୀଳ ତଥ୍ୟ ଲିକ୍ ହୋଇଥିବା ହୋଇଛି ଅଭିଯୋଗ । ହ୍ୟାକର୍ମାନେ କଂପାନିର ସର୍ଭରରେ ପ୍ରବେଶ କରି ତଥ୍ୟ ଚୋରାଇନେବା ସହ ତାହାକୁ ଡାର୍କ ୱେବ୍ରେ ଉପଲବ୍ଧ କରାଇଛନ୍ତି ।…
ଟିକସ ବଂଟନ ଅତିରିକ୍ତ କିସ୍ତି ବାବଦରେ ଓଡିଶାକୁ ୩୩୦୩. ୬୯ କୋଟି ଟଙ୍କା
ଜ୍ୟ ଗୁଡ଼ିକୁ ଟିକସ ବଂଟନ ଅତିରିକ୍ତ କିସ୍ତି ବାବଦରେ କେନ୍ଦ୍ର ସରକାର ୭୨,୯୬୧.୨୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଆଜି ପ୍ରଦାନ କରାଯାଇଥିବା କିସ୍ତି ୧୦ ଜାନୁଆରୀ ୨୦୨୪ରେ ରାଜ୍ୟ ମାନଙ୍କୁ ବକେୟା ଟିକସ ବଣ୍ଟନ ଏବଂ ୧୧ ଡିସେମ୍ବର ୨୦୨୩ରେ ପ୍ରଦାନ କରାଯାଇଥିବା ୭୨,୯୬୧.୨୧ କୋଟି ଟଙ୍କାର…
ମେଟ୍ରୋକୁ ଟପିଲେ ଛୋଟ ସହର
ଭୁବନେଶ୍ବର ସମେତ କୋଏମ୍ବାଟୁର, ଭାଇଜାଗ, ଚଣ୍ଡିଗଡ଼, ଇନ୍ଦୋର ଓ ବିଜୟୱାଡ଼ା ଭଳି ଅଣ ମେଟ୍ରୋ ସହରଗୁଡ଼ିକରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହି ସହରଗୁଡ଼ିକରେ ହ୍ବାଇଟ୍-କଲାର (ଅଧିକାରୀ ସ୍ତରୀୟ) ନିଯୁକ୍ତି ଅଧିକ ସୃଷ୍ଟି ହୋଇଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ମୁଖ୍ୟତଃ…
IMF ଦେଲା ଚେତାବନୀ
ସାରା ବିଶ୍ୱରେ ଏକ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଅର୍ଥ ବ୍ୟବସ୍ଥା ଭାବେ ଉଭା ହୋଇଛି । ତେବେ ଗୋଟିଏ ପଟେ ଦେଶର ଅର୍ଥନୀତି ଆଗକୁ ବଢ଼ୁ୍ଥିବା ବେଳେ ଅନ୍ୟପଟେ ଦେଶର ଋଣ ଭାର ମଧ୍ୟ ବଢ଼ିବାରେ ଲାଗିଛି । ଦେଶର ମୋଟ କରଜ ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତିନି ମାସରେ ବୃଦ୍ଧି ପାଇଁ ୨.୪୭…