Browsing Category

Business

All business-related news will news will upload

୨୦୨୭ ମାର୍ଚ୍ଚ ସୁଦ୍ଧା ୮୬୫ଟି ନୂଆ ଗ୍ରାମରେ ୪ଜି ସେବା ପ୍ରଦାନ କରିବ ବିଏସ୍‌ଏନ୍‌ଏଲ୍‌

ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ପକ୍ଷରୁ ରାଜ୍ୟରେ ୧୭୪୧ ନୂଆ ୪ଜି ଟାୱାର ସ୍ଥାପନ କରାଯାଇଛି। ଏଥି ସହିତ ୨୪୮୭ ଦୁର୍ଗମ ଓ ଅପହଞ୍ଚ ଗ୍ରାମରେ ୪ଜି ସେବା ଯୋଗାଇ ଦିଆଯାଉଛି। ୨୦୨୭ ମାର୍ଚ୍ଚ ସୁଦ୍ଧା ଆଉ ୮୬୫ଟି ନୂଆ ଗ୍ରାମରେ ୪ଜି ସେବା ପ୍ରଦାନ କରିବାକୁ କମ୍ପାନି ଲକ୍ଷ୍ୟ…

ରାଇଡ୍-ହେଲିଂ ପ୍ଲାଟଫର୍ମ ଓଲା, ଉବର ଓ ରାପିଡୋର ରାଇଡର୍ସଙ୍କୁ ଆଡଭାନ୍ସ ଟିପ୍ ଦେବା ସୁବିଧା ରଦ୍ଦ କଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ବୁଧବାର ରାଇଡ୍-ହେଲିଂ ପ୍ଲାଟଫର୍ମ ଓଲା, ଉବର ଓ ରାପିଡୋକୁ ରାଇଡର୍ସଙ୍କୁ ଆଡଭାନ୍ସ ଟିପ୍ ଦେବା ସୁବିଧା ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଏ ନଏଇ ଏକ ସର୍କୁଲାର ଜାରି କରିଥିବା ବେଳେ କହିଛନ୍ତି ଯେ କେତେକ ପ୍ଲାଟଫର୍ମ…

ପଲିମର ନୋଟ ପ୍ରଚଳନକୁ ମିଳିଲା ମଞ୍ଜୁରୀ,୧୦ ଓ ୨୦ ଟଙ୍କିଆ ହେବ ପ୍ଲାଷ୍ଟିକ

ପଲିମର ନୋଟ ପ୍ରଚଳନକୁ ମିଳିଲା ମଞ୍ଜୁରୀ। ରାଜ୍ୟସଭାରେ ଲିଖିତ ଉତ୍ତରରେ ଏହି ସୂଚନା ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୧୦ ଓ ୨୦ ଟଙ୍କିଆ ପଲିମର ନୋଟ୍ ଫିଲ୍ଡ ଟ୍ରାଏଲ୍(ପରୀକ୍ଷା ମୂଳକ ପ୍ରଚଳନ) ପାଇଁ ମଞ୍ଜୁର କରାଯାଇଛି। ଉଭୟ ମୂଲ୍ୟର ୧୦୦ କୋଟି ଲେଖାଏ ପଲିମର ନୋଟ୍…

ଗୁରୁଗ୍ରାମର ୨୭୧ କୋଟି ଟଙ୍କାର ସବୁଠୁ ମହଙ୍ଗା ପେଣ୍ଟ୍‌ହାଉସ୍‌ କିଣିଲେ ଉଦ୍ୟୋଗପତି ମାନବ ସର୍ଦନା

ଉଦ୍ୟୋଗପତି ମାନବ ସର୍ଦନା ଗୁରୁଗ୍ରାମର ଡିଏଲ୍‌ଏଫ୍‌ ଦି ଡାଲିଆସ୍‌ରେ ଏକ ପେଣ୍ଟ୍‌ହାଉସ୍‌ କିଣିଛନ୍ତି ଯାହାର ଦାମ୍‌ ହେଉଛି ୨୭୧ କୋଟି ଟଙ୍କା। ଏହା ହେଉଛି ଦେଶର ସବୁଠୁ ମହଙ୍ଗା ପେଣ୍ଟ୍‌ହାଉସ୍‌। ଏହାର ପ୍ରତି ବର୍ଗଫୁଟ ପାଇଁ ‌ସେ ୨.୬ ଲକ୍ଷ ଟଙ୍କା ଦେଇଛନ୍ତି। ୧୦,୫୦୦ ବର୍ଗଫୁଟ…

ଚଳିତବର୍ଷ ଜୁଲାଇ ମାସରେ ଓଡ଼ିଶାରେ ମୋଟ ୭୯୦୧୨ଟି ଗାଡ଼ି ବିକ୍ରି

ଚଳିତବର୍ଷ ଜୁଲାଇ ମାସରେ ଓଡ଼ିଶାରେ ମୋଟ ୭୯୦୧୨ଟି ଗାଡ଼ି ବିକ୍ରି ହୋଇଛି। ୨୦୨୫ ଜୁଲାଇରେ ରାଜ୍ୟରେ ମୋଟ ୬୦,୦୮୩ଟି ଗାଡ଼ି ବିକ୍ରି ହୋଇଥିଲା। ତେଣୁ ଗତବର୍ଷ ଜୁଲାଇ ତୁଳନାରେ ଚଳିତବର୍ଷ ଜୁଲାଇରେ ରାଜ୍ୟରେ ୩୧.୫୦ ପ୍ରତିଶତ ଅଧିକ ଗାଡ଼ି ବିକ୍ରି ହୋଇଛି। ଫେଡେରେସନ୍‌ ଅଫ୍‌ ଅଟୋମୋବାଇଲ୍‌…

LPG ଗ୍ରାହକଙ୍କ ପାଇଁ ଆସିଛି ଏକ ନୂଆ ସେବା,ବୁକିଂ କରିବାର ମାତ୍ର ତିନି ଘଣ୍ଟା ମଧ୍ୟରେ ମିଳିବ ଗ୍ୟାସ

LPG ଗ୍ରାହକଙ୍କ ପାଇଁ ଆସିଛି ଏକ ନୂଆ ସେବା । ଇଣ୍ଡିଆନଅଏଲ “ଇଣ୍ଡେନ ଏକ୍ସଟ୍ରାଲାଇଟ୍ ନାଓ” ନାମକ ଏଲପିଜି ଗ୍ରାହକମାନଙ୍କ ପାଇଁ ଏକ ନୂତନ ସେବା ଆରମ୍ଭ କରିଛି, ଯାହା ବୁକିଂ କରିବାର ମାତ୍ର ତିନି ଘଣ୍ଟା ମଧ୍ୟରେ ଆପଣଙ୍କ ଦ୍ୱାରଦେଶରେ ୧୦ କିଲୋଗ୍ରାମ ହାଲୁକା ଏବଂ କମ୍ପୋଜିଟ୍ ଏଲପିଜି…

‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୪’ରେ ରାଜ୍ୟ ପାଇଁ ଆସିଛି ବିପୁଳ ପୁଞ୍ଜିନିବେଶର ପ୍ରସ୍ତାବ,୪୨ ହଜାରରୁ ଅଧିକ…

ଓଡ଼ିଶାକୁ ଫୁଡ୍ ପ୍ରୋସେସିଂ ହବ୍ କରିବା ଦିଗରେ ବଡ଼ ପଦକ୍ଷେପ। 'ଓଡ଼ିଶା ଫୁଡ୍ ପ୍ରୋ ୨୦୨୪'ରେ ରାଜ୍ୟ ପାଇଁ ଆସିଛି ବିପୁଳ ପୁଞ୍ଜିନିବେଶର ପ୍ରସ୍ତାବ। ୨୨ଟି ଏମଓୟୁ ସ୍ୱାକ୍ଷର ସହ ୩୧ ହଜାର ୬୪୮ କୋଟି ଟଙ୍କାର ନିବେଶ ଓ ୪୨ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସୂଚନା ଦେଇଛନ୍ତି…

ଏୟାର ଇଣ୍ଡିଆ’ର ନୂତନ CEO ହେଲେ ତେୱୋଲଡେ ଗେବ୍ରେମାରିଅମ,ଏୟାର ଇଣ୍ଡିଆ ଭଳି ଏକ ଐତିହାସିକ କମ୍ପାନୀର ନେତୃତ୍ୱ…

କ୍ୟାମ୍ପବେଲ ୱିଲସନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ, 'ଏୟାର ଇଣ୍ଡିଆ'ର ନୂତନ ଚିଫ୍ ଏକଜିକ୍ୟୁଟିଭ୍ ଅଫିସର (CEO) ଏବଂ ମ୍ୟାନେଜିଂ ଡାଇରେକ୍ଟର (MD) ଭାବରେ Tewolde Gebremariam ନିଯୁକ୍ତ ହୋଇଛନ୍ତି। ବୁଧବାର କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସଙ୍କ ପକ୍ଷରୁ ଏହି ବିଶେଷ ଘୋଷଣା…

ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ରେପୋ ରେଟ୍ ଜାରି,ଅପରିବର୍ତ୍ତିତ ରହିଛି ପୂର୍ବର ରେଟ୍

ଯଦି ଆପଣ ହୋମ୍ ଲୋନ୍ କିମ୍ବା କାର୍ ଲୋନ୍ ନେଇଛନ୍ତି ତାହାଲେ ବଢିବନି ଇଏମଆଇ । କାରଣବଦଳିନି ରେପୋ ରେଟ୍ । ଅପରିବର୍ତ୍ତିତ ରହିଛି ପୂର୍ବର ରେଟ୍ । ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ରେପୋ ରେଟ୍ ଜାରି କରାଯାଇଛି । ତେବେ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ ।…

LPG ଉପଭୋକ୍ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ,ଅଗଷ୍ଟ ୧୬ ତାରିଖ KYC ପୂରଣ କରିବାକୁ ପଡ଼ିବ

LPG ଉପଭୋକ୍ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ଯଦି ଆପଣ LPG ସିଲିଣ୍ଡର ବ୍ୟବହାର କରନ୍ତି, ଆପଣଙ୍କର ପଞ୍ଜିକୃତ ମୋବାଇଲ୍ ନମ୍ବରରେ ଏକ ମେସେଜ୍ ପାଇଥିବେ ଯେଉଁଥିରେ ଆପଣଙ୍କୁ ଆପଣଙ୍କର e-KYC ପୂରଣ କରିବାକୁ କୁହାଯାଇଥିବ। ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ପଠାଯାଇଥିବା ଏହି SMS,…