Browsing Category

Business

All business-related news will news will upload

‘ଭବ୍ୟ ମେଗା ଯୋଜନା ଅଧୀନରେ ସାରା ଦେଶରେ ୧୦୦ଟି ବିଶ୍ୱସ୍ତରୀୟ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ

ଦେଶରେ ଉତ୍ପାଦନ (Manufacturing) ଏବଂ ନିବେଶକୁ ବଡ଼ ଧରଣର ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଶନିବାର ଦିନ 'ଭବ୍ୟ' (BHAVYA – ଭାରତ ଔଦ୍ୟୋଗିକ ବିକାଶ ଯୋଜନା) ର ବିସ୍ତୃତ ଗାଇଡଲାଇନ ଜାରି…

ଏହି କାରଣ ପାଇଁ ସରକାରଙ୍କୁ ୨.୮୭ ଲକ୍ଷ କୋଟି ଟଙ୍କା ଦବ ଭାରତୀୟ ରିଜର୍ଭ ବ୍ୟାଙ୍କ୍

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସରାକାରଙ୍କୁ ରେକର୍ଡ ୨.୮୭ ଲକ୍ଷ କୋଟି ଟଙ୍କା ଡିଭିଡେଣ୍ଡ ଦେବାକୁ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍ (RBI)। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାର ବସିଥିବା କେନ୍ଦ୍ରୀୟ ନିର୍ଦ୍ଦେଶକ ମଣ୍ଡଳୀର ୬୨୩ ତମ ବୈଠକରେ ଏହି ନିଷ୍ପତ୍ତି…

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବର : ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଲିଟର ପିଛା ୮୭ ପଇସା ଓ ଡିଜେଲ ଲିଟର ପିଛା ୯୧ ପଇସା ବୃଦ୍ଧି ପାଇଛି। ଗୋଟିଏ ମାସରେ ଲଗାତାର ୩ ଥର ବଢ଼ିଛି ତେଲ ଦର। ପଶ୍ଚିମ ଏସିଆରେ ସଙ୍କଟ କାରଣରୁ ବାରମ୍ବାର ବଢ଼ିବାରେ ଲାଗିଛି ତେଲ ଦର। ନୂଆ ଦର ଅନୁସାରେ ଦିଲ୍ଲୀରେ ପେଟ୍ରୋଲ…

ମେ ୨୩ରୁ ୨୮ କାହିଁକି ବନ୍ଦ ରହିବ SBI ?

ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଜରୁରୀ ଖବର। ଶନିବାର ଠାରୁ ୬ ଦିନ ଅର୍ଥାତ ମେ ୨୩ରୁ ମେ ୨୮ ପର୍ଯ୍ୟନ୍ତ ବନ୍ଦ ରହିବ ଏସବିଆଇ। ଅବଶ୍ୟ ଏହି ବନ୍ଦ ସମୟରେ ବ୍ୟାଙ୍କର ବିଭିନ୍ନ ଅନଲାଇନ ସେବା ଯେପରିକି ଇଣ୍ଟରନେଟ ବ୍ୟାଙ୍କିଂ,…

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପରେ ମହଙ୍ଗା ହେବ ପରିବହନ ଖର୍ଚ୍ଚ ,ବିଗିଡ଼ିଯିବ ରୋଷେଇ ଘରର ବଜେଟ୍

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିର ପ୍ରଭାବ ଏବେ ସାଧାରଣ ଜନତାଙ୍କ ପକେଟ୍ ଉପରେ ପଡ଼ିବାକୁ ଯାଉଛି। ସମ୍ପ୍ରତି ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବା ପରେ ପରିବହନ ବ୍ୟବସାୟୀ ବା ଟ୍ରକ ଅପରେଟରମାନେ ଗାଡ଼ି ଭଡ଼ା ବଢ଼ାଇବା ପାଇଁ ଇନ୍ଧନ ସହ ଜଡ଼ିତ 'ଫୁଏଲ୍-ଲିଙ୍କଡ୍ ସରଚାର୍ଜ' (Fuel-linked…

ଜାପାନ ଓ ଓଡ଼ିଶା ମଧ୍ୟରେ ସହଭାଗୀତା ବୃଦ୍ଧି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ୍ ଜେନେରାଲ ମିଷ୍ଟର ଇସିକାୱା ୟୋସିହିସା ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଜାପାନ ଓ ଓଡ଼ିଶା ମଧ୍ୟରେ ସହଭାଗୀତା ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

ବରିଷ୍ଠ ନାଗରିକଙ୍କୁ ସାଇବର ଅପରାଧ ଏବଂ ଆର୍ଥିକ କ୍ଷତିରୁ ରକ୍ଷା କରିବ ଡବଲ OTP ସିଷ୍ଟମ

ଏବେ, ବ୍ୟାଙ୍କିଙ୍ଗ କାରବାର ସମୟରେ, ଏକ ପ୍ରମାଣୀକରଣ OTP କେବଳ ଆକାଉଣ୍ଟଧାରୀଙ୍କୁ ନୁହେଁ ବରଂ ସେମାନଙ୍କ ବିଶ୍ୱସ୍ତ ସମ୍ପର୍କ ଏବଂ ପରିବାର ସଦସ୍ୟଙ୍କ ମୋବାଇଲ ଫୋନକୁ ପଠାଯିବ। ଉଭୟ OTP ଯାଞ୍ଚ ହେବା ପରେ ହିଁ ଟଙ୍କା ସ୍ଥାନାନ୍ତରିତ ହେବ। ଏହି ସୁବିଧା 60 ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର…

ଇରାନରେ ଉତ୍ପାଦିକ ତୈଳ ଉପରୁ ଆମେରିକା ପ୍ରତିବନ୍ଧକ ହଟାଇ ଦେଇଛି,ତୈଳ ଦର କମିବାର ସମ୍ଭାବନା

ଇରାନରେ ଉତ୍ପାଦିକ ତୈଳ ଉପରୁ ଆମେରିକା ପ୍ରତିବନ୍ଧକ ହଟାଇ ଦେଇଛି । ଏନେଇ ଇରାନର ଗଣମାଧ୍ୟମ ଦାବି କରିଛି । ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରକୁ ନେଇ ଚାଲିଥିବା ଅସ୍ଥିରତା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଦୀର୍ଘଦିନର ବିବାଦ ସାମାନ୍ୟ…

ଚାରି ଦିନର ଛାନିଆ ବିକ୍ରି ପରେ ରାଜ୍ୟରେ ତେଲ  ବିକ୍ରି ହ୍ରାସ

ଚାରି ଦିନର ଛାନିଆ ବିକ୍ରି ପରେ ରାଜ୍ୟର ଦୁଇ ପ୍ରମୁଖ ସହର ଭୁବନେଶ୍ବର ଓ କଟକରେ ତେଲ  ବିକ୍ରି ହ୍ରାସ ପାଇଛି। ସ୍ବାଭାବିକ ଦିନ ତୁଳନାରେ ଆଜି ପେଟ୍ରୋଲ ଓ ଡିଜେଲ ବିକ୍ରି ୬୦ ପ୍ରତିଶତ କମ୍‌ ହୋଇଛି। ଯେହେତୁ ଗତ ଚାରି ଦିନରେ ଲୋକମାନେ ବିପୁଳ ପରିମାଣରେ ତେଲ ଗାଡ଼ିରେ ପକାଇଛନ୍ତି,…

ତେଲ ଟାଙ୍କିରେ କମିଛି ଧାଡ଼ି, କମିନି ଟେନସନ୍

ତେଲ ଟାଙ୍କିରେ କମିଛି ଧାଡ଼ି, କମିନି ଟେନସନ୍ । ଧାଡି କମିଛି, ହେଲେ ତେଲ ତାତି କମିନି । ପେଟ୍ରୋଲ ପମ୍ପରେ ଆଜି ସକାଳେ ଖୋଲିବା ପୂର୍ବରୁ ଲୋକେ ଧାଡ଼ି ଲଗାଇଛନ୍ତି । ତେଲ ସରିଯିବା ଭୟ, ଲମ୍ବା ଲାଇନ୍, ଅପେକ୍ଷା ଆଉ ଅସନ୍ତୋଷ । କେହି ଲାଇନରେ ରହି ଗାଡିରେ ତେଲ ପକାଉଛନ୍ତି ତ କେହି କେହି ଜାର୍…