Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Business
All business-related news will news will upload
ରାଜ୍ୟକୁ ଆସିଲା ୪୮ ହଜାର କୋଟିର ପୁଞ୍ଜି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ରାଜ୍ଯକୁ ଆସିଲା ୪୮ ହଜାର କୋଟିର ପୁଞ୍ଜି । ମୁଖ୍ଯମନ୍ତ୍ରୀଙ୍କ ଗୁଜରାଟ ଗସ୍ତ ବେଳେ ଓଡ଼ିଶାକୁ ୪୮ହଜାର ୩୩୦ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ତିନିଦିନିଆ ଗୁଜରାଟ ଗସ୍ତ ସାରି ଫେରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ମାଧ୍ୟମରେ ୬୭ହଜାର ୮୩୮…
୯୩ ହଜାର କର୍ମଚାରୀଙ୍କୁ ଛଟେଇ କରିବା ନେଇ ଘୋଷଣା
କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ବ୍ୟାପକ ବ୍ୟବହାର ପରେ ପ୍ରଯୁକ୍ତି ଶିଳ୍ପରେ ଛଟେଇ ଧାରା ଜାରି ରହିଛି। ଚଳିତ ବର୍ଷର ପ୍ରଥମ ଚାରି ମାସରେ ୯୩ ହଜାର କର୍ମଚାରୀଙ୍କୁ ଛଟେଇ କରିବା ନେଇ ବିଭିନ୍ନ କମ୍ପାନୀ ଘୋଷଣା କରିଛନ୍ତି। ଲେଅଫ୍ ଡଟ୍ ଏଫ୍ୱାଇଆଇ ତଥ୍ୟ ଅନୁସାରେ ଚଳିତ ବର୍ଷ ୯୩,୨୯୪ ଛଟେଇ…
ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ହ୍ରାସ ପାଇ ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚଛି
ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ସୋମବାର ୩୯ ପଇସା ହ୍ରାସ ପାଇ ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚତ୍ଛି। ୧ ଡଲାର ମୂଲ୍ୟ ସୋମବାର ୯୫ ଟଙ୍କା ୨୩ ପଇସା ହୋଇଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗିରହିଥିବାରୁ ବିଶ୍ୱ ଷ୍ଟକ୍ ମାର୍କେଟରେ ଅସ୍ଥିରତା, ତୈଳ ଦରରେ ଅତ୍ୟଧିକ ବୃଦ୍ଧି…
ପୁଣିଥରେ ଇରାନ ଆକ୍ରମଣ କରିବା ଆରମ୍ଭ କରିଦେଇଛି,ପୁଣିଥରେ ସୁନା ଓ ରୁପା ଦର କମିଯାଇଛି
ପୁଣିଥରେ ଇରାନ ଆକ୍ରମଣ କରିବା ଆରମ୍ଭ କରିଦେଇଛି। ଫଳରେ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଦେଖା ଦେଇଛି। ଏପଟେ ଆକ୍ରମ ହେବା ମାତ୍ରେ ପୁଣିଥରେ ସୁନା ଓ ରୁପା ଦର କମିଯାଇଛି। ମଙ୍ଗଳବାର (ମେ ୫ ତାରିଖ) ସୁନା ଏବଂ ରୁପା ଦର ହ୍ରାସ ପାଇଛି।
ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA)…
ଆସନ୍ତା ୭ ତାରିଖରେ ବସିବ ଏୟାର ଇଣ୍ଡିଆର ବୋର୍ଡ ବୈଠକ,ଖର୍ଚ୍ଚକାଟ ସମେତ ନୂଆ ସିଇଓ ଚୟନ ଆଦି ସଂପର୍କରେ ଆଲୋଚନା…
କ୍ଷତିରେ ଚାଲିଥିବା ଏୟାର ଇଣ୍ଡିଆର ଅସୁବିଧା ବଢ଼ି ଚାଲିଛି। ବିମାନ ଇନ୍ଧନ ଦରବୃଦ୍ଧି କମ୍ପାନିକୁ ଅଧିକ ଅଡ଼ୁଆରେ ପକାଇଛି। ଆସନ୍ତା ୭ ତାରିଖରେ ମୁମ୍ବାଇରେ ହେବାକୁ ଥିବା ବୋର୍ଡ ବୈଠକରେ ଖର୍ଚ୍ଚକାଟ ସମେତ ନୂଆ ସିଇଓ ଚୟନ ଆଦି ସଂପର୍କରେ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି ବୋଲି ଏକ…
ବଢିଲା ସ୍ମାର୍ଟଫୋନ୍ ଦାମ୍, ଜାଣନ୍ତୁ କାହିଁକି ବଢ଼ୁଛି ସ୍ମାର୍ଟଫୋନ୍ ଦାମ୍ ?
ଯଦି ଆପଣ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତା’ ହେଲେ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ। କାରଣ ଅନେକ ବଡ଼ ସ୍ମାର୍ଟଫୋନ୍ କମ୍ପାନି ସେମାନଙ୍କର ଲୋକପ୍ରିୟ ମଡେଲର ଦାମ୍ ବଢ଼ାଇଛନ୍ତି। ଏଥିରେ ଓ୍ବାନପ୍ଲସ, ରିୟଲମି, ରେଡମୀ ଏବଂ ନଥିଂ ଭଳି ସାମିଲ ଅଛନ୍ତି।…
ବଢିଲା କ୍ଷୀର ଦାମ୍,ଲିଟର ପିଛା ୧ଟଙ୍କା ବୃଦ୍ଧି
ଗ୍ରାହକଙ୍କୁ ଝଟକା । ବଢିଲା କ୍ଷୀର ଦାମ୍ । ଓମଫେଡ୍ ପକ୍ଷରୁ ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ କ୍ଷୀର କ୍ରୟ ମୂଲ୍ୟରେ ଲିଟର ପିଛା ୧ଟଙ୍କା ବୃଦ୍ଧି କରାଯାଇଛି । ଏହି ନୂତନ ଦର ଆଜିଠୁ ଲାଗୁ ହେବ । ଯାହାଦ୍ବାରା ଚାଷୀମାନେ ପୂର୍ବରୁ ଲିଟର ପିଛା ୩୮ ଟଙ୍କା ୫ ପଇସା ପାଉଥିଲେ ଏଣିକି…
ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଆହୁରି ଦୁର୍ବଳ
ରାନ-ଆମେରିକା ଯୁୁଦ୍ଧ ବନ୍ଦ ହେବାର କୌଣସି ସମ୍ଭାବନା ଦେଖାଯାଉନଥିବାରୁ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଆହୁରି ଦୁର୍ବଳ ହୋଇପଡ଼ିଛି। ଗୁରୁବାର ମୁଦ୍ରା ବିନିମୟ ବଜାରରେ କାରବାର ଆରମ୍ଭ ହେବାର କିଛି ସମୟ ମଧ୍ୟରେ ଡଲାରର ବିନିମୟ ମୂଲ୍ୟ ୯୫ ଟଙ୍କାରୁ ଅଧିକ ହୋଇଥିଲା। ଏକ ସମୟରେ…
ପ୍ଲାଷ୍ଟିକ୍ ପରିବର୍ତେ କାଗଜ, ପେପରବୋର୍ଡ,ସେଲ୍ୟୁଲୋଜ ଓ ଅନ୍ୟ ଇକୋଫ୍ରେଣ୍ଡଲି ମେଟେରିଆଲ୍ରେ ପ୍ୟାକ୍ ରେ ଆସିବ ଗୁଟକା…
ଗୁଟକା କିମ୍ବା ପାନ ମସଲା ଭଳି ତମାଖୁ ପ୍ରଡକ୍ଟ ଏବେ ଆଉ ପ୍ଲାଷ୍ଟିକ୍ ପାଉଚ୍ରେ ଦେଖିବାକୁ ମିଳିବ ନାହିଁ। ଏଗୁଡ଼ିକଏବେ କାଗଜ, ପେପରବୋର୍ଡ,ସେଲ୍ୟୁଲୋଜ ଓ ଅନ୍ୟ ଇକୋଫ୍ରେଣ୍ଡଲି ମେଟେରିଆଲ୍ରେ ପ୍ୟାକ୍ କରାଯିବ। ଏନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ନିୟରେ ସଂଶୋଧନ…
ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଆଉ ୩୦୩୪ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡ଼ି
ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଆଉ ୩୦୩୪ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ମୁମ୍ବାଇରେ ଥିବା ଏକ ଫ୍ଲାଟ୍, ଖଣ୍ଡାଲାର ଏକ ଫାର୍ମ ହାଉସ୍ ଓ ଅହମଦାବାଦରେ କିଛି ଜମିକୁ ଜବତ କରାଯାଇଛି। ଏହି…