‘ଖଳନାୟକ ରିଟର୍ଣ୍ଣସ୍ ର ଟିଜର ରିଲିଜ,ଟିଜରରେ ସଞ୍ଜୟଦତ୍ତ ଖୁବ୍ ଭୟଙ୍କର ଦେଖା ଯାଉଛନ୍ତି
ଅନେକ ବର୍ଷ ପରେ ପୁଣି ବଲିଉଡ୍ ର ସବୁଠୁ ଖତରନାକ ଭିଲେନ୍ ବଲ୍ଲୁ ଅର୍ଥାତ ସଞ୍ଜୟ ଦତ୍ତ ଚର୍ଚ୍ଚାରେ। ଏବେ ତାଙ୍କ ଅନ୍ଦାଜ ପୂର୍ବ ଅପେକ୍ଷା ଆହୁରି ବେଶି ଭୟଙ୍କର ଦେଖାଯାଉଛି। ୨୪ ଏପ୍ରିଲରେ ‘ଖଳନାୟକ ରିଟର୍ଣ୍ଣସ୍’ର ଟିଜର ରିଲିଜ ହୋଇଥିଲା। ଯାହା ସୋସିଆଲ୍ ମିଡିଆରେ ଛାଇ ଯାଇଛି। ଟିଜରରେ…