ପାର୍ବଣରେ ବାଜିବନି ଡିଜେ,ଫୁଟିବନି ବାଣ

ଆଗକୁ ଦୁର୍ଗାପୂଜା ଆସୁଥିବା ବେଳେ ଝଲସି ଉଠିଲାଣି ସିଲଭର ସିଟି କଟକ । ତେବେ ଦଶହରାରେ କଟକର ଚମକକୁ ଟିକେ ଫିକା କରିବ ସରକାରଙ୍କ କଡ଼ା ନିର୍ଦ୍ଦେଶ । ପାର୍ବଣ ଋତୁକୁ ସୁରକ୍ଷିତ କରିବା ପାଇଁ ଜିଲ୍ଲାପାଳ କଟକଣା ଜାରି କରିଛନ୍ତି ।ଆସନ୍ତା ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ସହରରେ ଡିଜେ, ଏଲଇଡି…

ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ନେଲା ବଡ଼ କାର୍ଯ୍ୟାନୁଷ୍ଠାନ

ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ୮ ଜଣ ନେତାଙ୍କୁ ବିଜେପି ଦଳରୁ ସସପେଣ୍ଡ କରିଛି । ଦଳ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତି ନେଇ ଅଭିଯୋଗ ଆସିବା ପରେ ଏହି ସମସ୍ତ ନେତାମାନଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଳରୁ ସସପେଣ୍ଡ ହୋଇଥିବା ନେତାଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ…

ଟୋଲ ଟାକ୍ସ ବୃଦ୍ଧି

ପହିଲାରୁ ଗାଡ଼ି ଚାଳକ ମାନଙ୍କୁ ଲାଗିବ ଶକ୍ତ ଝଟକା । ଯାତାୟତ ପାଇଁ ବୃଦ୍ଧି ପାଇବ ଟୋଲ ଟାକ୍ସ । ଏଣିକି ଏକ୍ସପ୍ରେସ-ୱେରେ ଯିବା ଆସିବା ହୋଇଯିବ ଆହୁରି ମହଙ୍ଗା । ଆସନ୍ତାକାଲି ବର୍ଷର ଦଶମ ମାସ ଆରମ୍ଭ ହେବାକୁ ଯାଉଛି । ନୂଆ ମାସ ସହିତ ଟୋଲ ଟାକ୍ସର ନୂଆ ମୂଲ୍ୟ ମଧ୍ୟ ଆରମ୍ଭ ହେବ । ଟୋଲ ଟାକ୍ସ…

ହେଜବୋଲ୍ଲାର ୭ ବରିଷ୍ଠ କମାଣ୍ଡରଙ୍କୁ ନିପାତ କରିବାରେ ସକ୍ଷମ ହୋଇଛି ଇସ୍ରାଏଲ

ଇସ୍ରାଏଲ ଏବଂ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଇସ୍ରାଏଲକୁ ବଡ଼ ସଫଳତା ହାସଲ ହୋଇଛି। ଗତ ଏକ ସପ୍ତାହ ମଧ୍ୟରେ ଇସ୍ରାଏଲ ହେଜବୋଲ୍ଲାର ୭ ବରିଷ୍ଠ କମାଣ୍ଡରଙ୍କୁ ନିପାତ କରିବାରେ ସକ୍ଷମ ହୋଇଛି। ସେମାନଙ୍କ ମଧ୍ୟରେ ହେଜବୋଲ୍ଲା ମୁଖ୍ୟ ହସନ…

ଈଶ୍ବରଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ -ସୁପ୍ରିମ୍‌କୋର୍ଟ

ଯେଉଁମାନେ ସାମ୍ବିଧାନିକ ପଦବୀରେ ଅଛନ୍ତି ଈଶ୍ବରଙ୍କୁ ରାଜନୀତିରୁ ଦୂରେଇ ରଖିବେ ବୋଲି ଆଶା କରାଯାଉଛି। ତିରୁପତି ମନ୍ଦିର ଲଡୁ ବିବାଦକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଏକ ଖଣ୍ଡପୀଠ ଶୁଣାଣି ବେଳେ ଏହି ମନ୍ତବ୍ୟ ଦେଇଛନ୍ତି।ଆନ୍ଧ୍ର‌ପ୍ରଦେଶ ସରକାରଙ୍କ ପକ୍ଷରୁ ଲଢୁଥିବା ଓକିଲ ମୁକୁଲ…

ମାଣ୍ଡିଆ ନେଇପାରେ ଛତୁଆରେ ଜାଗା

ମନ୍ତ୍ରୀଙ୍କୁ ଘାରିଲାଣିି ଛତୁଆ ଚିନ୍ତା । ଆଗକୁ ମାଣ୍ଡିଆ ନେଇପାରେ ଛତୁଆରେ ଜାଗା । ଖରାପ ମାନର ଛତୁଆକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗକୁ ଛତୁଆ ବଦଳରେ ମାଣ୍ଡିଆ ଦେବା ପାଇଁ ଚିନ୍ତା କରୁଛି ବିଭାଗ । ସବୁଆଡେ…

ଭରତପୁର ଥାନାରେ ନିର୍ଯାତନା ମାମଲା : ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ। ତଦନ୍ତ କମିଶନ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସ ପ୍ରଥମ ବୈଠକ କରିଛନ୍ତି। ଏଥିରେ ପୁଲିସ ଡିଜି ଓ ଗୃହ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକ ପରେ କମିଶନଙ୍କ ସଚିବ ଗଣମାଧ୍ୟମକୁ ସୂଚନା…

ମହିନ୍ଦ୍ରା ଏସୟୁଭି ପାଇଁ ବୁକିଂ ନେବା ଆରମ୍ଭ

ଆସନ୍ତା ସପ୍ତାହରୁ ମହିନ୍ଦ୍ରା ଏହାର ଲୋକପ୍ରିୟ ଏସୟୁଭି ପାଇଁ ବୁକିଂ ନେବା ଆରମ୍ଭ କରିବ। ସୋସିଆଲ ମିଡିଆ ପୋଷ୍ଟ ଦ୍ୱାରା କମ୍ପାନୀ ଏହି ସୂଚନା ଦେଇଛି । ମହିନ୍ଦ୍ରା ଥାର X ଆକାଉଣ୍ଟରୁ ଏକ ପୋଷ୍ଟ ସେୟାର କରିଥିଲା । ଏହି ପୋଷ୍ଟରେ କୁହାଯାଇଛି ଯେ Mahindra Thar Roxxର ବୁକିଂ ଅକ୍ଟୋବର ୩ରୁ…

ଅପମାନଜନକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସର ନେତା ଖର୍ଗେଙ୍କୁ ନିନ୍ଦା କରିଛନ୍ତି ଅମିତ ଶାହା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପର୍କରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସର ବରିଷ୍ଠ ନେତା ମଲ୍ଳିକାର୍ଜୁନ ଖର୍ଗେଙ୍କୁ ନିନ୍ଦା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।ମଲ୍ଳିକାର୍ଜୁନ ଖର୍ଗେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ‘‘ମୋଦୀ କ୍ଷମତାରୁ ହଟିବା ଦେଖିବା ପାଇଁ…

ବାଂଲାଦେଶରେ ଏବେ ବି ହିନ୍ଦୁଙ୍କୁ ଟାର୍ଗେଟ୍

ପଡ଼ୋଶୀ ଦେଶ ବାଂଲାଦେଶରେ କଠୋରପନ୍ଥୀଙ୍କ ଖୋଲାଖୋଲି ଧମକ। ଏନେଇ ହିନ୍ଦୁ ସଂଖ୍ୟାଲଘୁଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଅନେକ ଛାତ୍ର ସଂଗଠନ ଦେଶରେ ଇସଲାମିକ ନିୟମକୁ ଆଧାର କରି ଶାସନ କରିବାକୁ ଦାବି ମଧ୍ୟ କରୁଛନ୍ତି। ବର୍ତ୍ତମାନ ଦୁର୍ଗାପୂଜା ପାଳନ ନକରିବାକୁ ହିନ୍ଦୁଙ୍କୁ ଧମକ…