ମନ୍ କି ବାତ୍ ରେ ମୟୂରଭଞ୍ଜର ରାମଜିତ୍ ଙ୍କୁ ପ୍ରଶଂସା  କଲେ ମୋଦି

ରେଡିଓ ମାଧ୍ୟମରେ ଦେଶବାସୀଙ୍କୁ ନିଜ ମନର କଥା କହିଛନ୍ତି ପିଏମ୍ ମୋଦି । ଆଜିର ୧୧୪ତମ ମନ୍ କି ବାତ୍‌ରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିଛନ୍ତି ପିଏମ୍ । ମୟୂରଭଞ୍ଜ ଜିଲ୍ଲାର ରାମଜିତ୍ ଟୁଡୁଙ୍କୁ ପ୍ରଶଂସା କରିଛନ୍ତି ମୋଦି । ଡିଜିଟାଲ ପ୍ଲାଟଫର୍ମରେ ସାନ୍ତାଳି ଭାଷାର…

ବିହାରରେ ଭୟଙ୍କର ବନ୍ୟା 

ଲଗାଣ ବର୍ଷା ଯୋଗୁଁ ବିହାରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କର୍ତ୍ତୃପକ୍ଷ ବନ୍ୟା ସତର୍କ ସୂଚନା ଜାରି କରିବା ସହ ଯୁଦ୍ଧସ୍ତରରେ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଜାରି ରଖିଛନ୍ତି। ୧୩ଟି ଜିଲ୍ଲାର ୧୬ ଲକ୍ଷ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି।   ବନ୍ୟା ପ୍ରଭାବିତ ଅଂଚଳରେ…

ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍

ଲେବାନନରେ ଥିବା ହିଜବୁଲ୍ଲାର ଘାଟି ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ ଜାରି ରହିଥିବାବେଳେ ଆମେରିକା ସିରିଆରେ ଏୟାରଷ୍ଟ୍ରାଇକ୍ କରିଛି ।ସେପ୍ଟେମ୍ବର ୧୬ ରେ ହୋଇଥିବା ଆକ୍ରମଣର ବିବରଣୀ ମଧ୍ୟ ଦେଇଛନ୍ତି ଯେଉଁଥିରେ ସେମାନେ କେନ୍ଦ୍ରୀୟ ସିରିଆର ଏକ ଦୁର୍ଗମ ଅଜ୍ଞାତ ସ୍ଥାନରେ ଥିବା ଆଇଏସ…

ଆସୁଛି ଆଉ ଏକ ଲଘୁଚାପ

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଏ ନେଇ ସମ୍ଭାବନା ଜାରି କରିଛି ପାଣିପାଗ ବିଭାଗ । ଫଳରେ ରାଜ୍ୟରେ ବର୍ଷାର ପରିମାଣ ପୁଣିଥରେ ବୃଦ୍ଧି ହୋଇପାରେ । ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି । ପାଣିପାଗ ବିଭାଗ ଅନୁସାରେ, ଆସନ୍ତା ୬ ତାରିଖ…

ବଦଳିଲେ ପୋଲିସ କମିଶନର ସଞ୍ଜୀବ ପଣ୍ଡା,ସୁରେଶ ଦେବଦତ୍ତ ସିଂହ ନୂଆ ପୋଲିସ କମିଶନର

ସରକାର ଶେଷରେ ବଡ଼ ଧରଣର ବଦଳି କରିଛନ୍ତି । ଯାହା ଚର୍ଚା ହେଉଥିଲା ତାହା କରି ଦେଖାଇଛନ୍ତି ।  ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ମୋହନ ସରକାର । ନୂଆ ସରକାର ଆସିବା ପରେ ଏହା ହେଉଛି ବଡ଼ ଧରଣଣ ଅଦଳବଦଳ । ବଦଳିଲେ କଟକ-ଭୁବନେଶ୍ବର ପୋଲିସ କମିଶନର ସଞ୍ଜୀବ ପଣ୍ଡା । ସଞ୍ଜୀବ ପଣ୍ଡା…

ଶାହଙ୍କୁ ଟାର୍ଗେଟ କଲେ କେଜ୍ରିୱାଲ

ଦିଲ୍ଲୀରେ ବଢୁଥିବା ଅପରାଧ ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେଜ୍ରିୱାଲ ସିଧାସଳଖ କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଦିଲ୍ଲୀରେ ଲୋକମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।ଆଇନ ଏବଂ…

ଓସ୍କାର ବିଜୟିନୀ ଅଭିନେତ୍ରୀଙ୍କ ପରଲୋକ

ଓସ୍କାର ବିଜୟିନୀ ଅଭିନେତ୍ରୀ ମାଗି ସ୍ମିଥ୍‌ଙ୍କର ଶୁକ୍ରବାର ସକାଳେ ଲଣ୍ଡନର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ହାରି ପୋଟ୍ଟର ଫିଲ୍ମ ସିରିଜ୍‌ରେ ସେ ପ୍ରଫେସର ମାକ୍‌ଗୋନାଗାଲ ଭୂମିକାରେ ଅଭିନୟ କରିଥିଲେ। ‘ଦି ପ୍ରାଇମ୍‌ ଅଫ୍‌ ମିସ୍‌ ଜିନ୍‌ ବ୍ରୋଡି’…

Vi ର ଶସ୍ତା ପ୍ଲାନ

ଭୋଡାଫୋନ୍ ଆଇଡିଆ ହେଉଛି ଦେଶର ତୃତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ । ୟୁଜର ବେସ୍ ଆଧାରରେ ଦେଖିବାକୁ ଗଲେ ଭୋଡାଫୋନ ଜିଓ ଏବଂ ଏୟାରଟେଲ ଠାରୁ ଦୁର୍ବଳ ହୋଇପାରେ, କିନ୍ତୁ କମ୍ପାନୀ ଏହାର ଶସ୍ତା ରିଚାର୍ଜ ପ୍ଲାନ ସହିତ ଉଭୟଙ୍କୁ କଠୋର ପ୍ରତିଯୋଗିତା ଦେଇଥାଏ । ଯଦି ଆପଣଙ୍କର ଏକ ଭୋଡାଫୋନ୍…

ନାବାର୍ଡ ପକ୍ଷରୁ ବାହାରିଲା ଚାକିରି

ନ୍ୟାସନାଲ ବ୍ୟାଙ୍କ ଫର ଏଗ୍ରିକଲଚରାଲ ଆଣ୍ଡ ରୁରାଲ ଡେଭଲପମେଣ୍ଟ (ନାବାର୍ଡ) ପକ୍ଷରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି ।  ଗ୍ରୁପ୍-ସି ଅଫିସ୍ ଆଟେଣ୍ଡାଣ୍ଟ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ 108 ଟି ପଦବୀ ପୂରଣ ହେବ । ଇଚ୍ଛୁକ ଏବଂ ଯୋଗ୍ୟ…

ଆଇପିଏଲର କଠୋର ନିଷ୍ପତ୍ତି

ଆଗାମୀ ସିଜନ ପାଇଁ ପ୍ରତ୍ୟେକ ଫ୍ରାଞ୍ଚାଇଜିକୁ ୬ ଖେଳାଳିଙ୍କୁ ରିଟେନ୍ ପାଇଁ ଅନୁମତି ଦେଇଛି ବିସିସିଆଇ । ଚେନ୍ନାଇ ସୁପର କିଙ୍ଗସ ସମେତ ଅନେକ ଦଳ ପାଇଁ ବଡ଼ ଖୁସି ଖବର ଦେଇଛି ବୋର୍ଡର ଏହି ଘୋଷଣା । କିନ୍ତୁ ଆଇପିଏଲ-୨୦୨୫ରେ ଏକ କଠୋର ନିଷ୍ପତ୍ତି ନିଆଯାଇଛି । ଏହାକୁ ନେଇ ବର୍ତ୍ତମାନ ଖୁବ…