ଅପରାଧିଙ୍କ ଘର ଭାଙ୍ଗିପାରିବେନି ସରକାର, ଏଥିପାଇଁ ଗାଇଡଲାଇନ ଆବଶ୍ୟକ

ନୂଆଦିଲ୍ଲୀ: ଜନସାଧାରଣଙ୍କ ଘର ସରକାର ଭାଙ୍ଗିବା ବେଆଇନ । ଅପରାଧିଙ୍କୁ ଏହା ଦ୍ବାରା ବଦଳାଯାଇପାରିବ ନାହିଁ । ତେବେ ଯେଉଁମାନେ ଜବରଦଖଲ କରିଛନ୍ତି ତାହାକୁ ସରକାର ଭାଙ୍ଗିପାରିବେ । କିନ୍ତୁ ସେଥିପାଇଁ ଗାଇଡଲାଇନ ଆଣିବାକୁ ପଡ଼ିବ ।  ଭାରତ ଏକ ଧର୍ମନିରପେକ୍ଷ ଦେଶ  ହୋଇଥିବାରୁ ଜବରଦଖଲ…

ଶ୍ରୀମନ୍ଦିର ରୋଷରେ ଲୁହା କଡ଼େଇ ବ୍ୟବହାର ପଡ଼ିଲା ମହଙ୍ଗା

ଶ୍ରୀମନ୍ଦିର ରୋଷରେ ଲୁହା କଡ଼େଇ ବ୍ୟବହାର ଅଭିଯୋଗରେ ୩ ସୂପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ସେମାନେ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶ କରିପାରିବେ ନାହିଁ । ତିନି ସୁପକାରଙ୍କ ମଧ୍ୟରୁ ଜଣେ ପାଳିଆ ସେବକ ହୋଇଥିବାରୁ ତାଙ୍କୁ ମହାପ୍ରଭୁଙ୍କ ସେବା ପୂଜାରୁ ମଧ୍ୟ…

ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟରେ ଭାରତର ଦମଦାର ବିଜୟ

କାନପୁର: ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟରେ ଭାରତର ଦମଦାର ବିଜୟ । କାନପୁର ମ୍ୟାଚ୍ ଜିତି ଦୁଇ ଟିକିଆ ସିରିଜକୁ ଭାରତ ୨-୦ରେ କ୍ଲିନ୍ ସୁଇପ୍ କରି ନେଇଛି । କାନପୁର ଟେଷ୍ଟରେ ବାଂଲାଦେଶକୁ ୭ ଓ୍ବିକେଟରେ ହରାଇଛି ଭାରତ । ୧୭.୨ ବଲରେ ଭାରତ ୯୫ ରନର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।…

ଲୁଣ ଖାଉଛନ୍ତି କି?

ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ଭୟଙ୍କର ରୋଗ। ଲୁଣ ଏପରି ଏକ ଦ୍ରବ୍ୟ ଯାହା ଦୈନନ୍ଦିନ ପ୍ରତ୍ୟେକ ବ୍ୟକ୍ତିଙ୍କ ରୋଷେଇ ଘରେ ଏହା ବ୍ୟବହାର ହୋଇଥାଏ । ବିନା ଲୁଣରେ କୌଣସି ଖାଦ୍ୟ ଖାଇ ହୁଏନାହିଁ ଏବଂ ଲୁଣ ବିନା କୌଣସି ଖାଦ୍ୟର ସ୍ୱାଦ ମଧ୍ୟ ନଥାଏ । ତେବେ କିଛି ଲୋକ ଅତ୍ୟଧିକ ମାତ୍ରାରେ ଲୁଣ…

ବଢିଲା ଗ୍ୟାସ ଦର

ଆଜିଠୁ ଦେଶରେ କେତେକ ଗୁରୁତ୍ବପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ଲୋକମାନଙ୍କ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇବ। କର୍ମସିଆଲ ଗ୍ୟାସ  ଦରଠୁ ଆରମ୍ଭ କରି ଟ୍ୟାକ୍ସ ନିୟମରେ ପରିବର୍ତ୍ତନ ସହିତ ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ ନିୟମରେ ମଧ୍ୟ ପରିବର୍ତ୍ତନ ହେବାକୁ…

ନବରଙ୍ଗପୁର ପରେ ମାଲକାନଗିରି ଜିଲ୍ଲାରେ ତେଜିଲା ଜିଲ୍ଲାଭିତ୍ତିକ ନିଯୁକ୍ତି

ଆମ ଜିଲ୍ଲାରେ ଆମ ପିଲାଙ୍କୁ ନିଯୁକ୍ତି ମିଳୁ । ବାହାର ପିଲାଙ୍କୁ ଏଠାରେ କାମ କରିବାକୁ ବିରୋଧ କରିବୁ । ଏପରି କହିଛନ୍ତି  ନବରଙ୍ଗପୁର ପରେ ମାଲକାନଗିରି ଜିଲ୍ଲା ସ୍ଥାନୀୟ ରାଜନେତା, ସଂଗଠନ । କିଛି ଦିନର ନିରବତା ପରେ ତେଜିଲା ଜିଲ୍ଲାଭିତ୍ତିକ ନିଯୁକ୍ତି। ଜିଲ୍ଲାର ଜନପ୍ରତିନିଧିଙ୍କ ପ୍ରବଳ…

ଧାମନଗରରେ ପୁଲିସ ଡିଜି ୱାଇ.ବି ଖୁରାନିଆ

ଭଦ୍ରକ ଜିଲ୍ଲା ଧାମନଗରରେ ପୁଲିସ ଡିଜି ୱାଇ.ବି ଖୁରାନିଆ ସ୍ଥିତିର ସମୀକ୍ଷା କରିଛନ୍ତି। ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଧାମନଗର ଥାନାରେ ଆଲୋଚନା କରିଛନ୍ତି। ଏଥିରେ ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସ୍‌ପି ମଧ୍ୟ ଉପସ୍ଥିତ ଥିଲେ। ସମୀକ୍ଷା ପରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଡିଜିପି…

ଜମ୍ମୁ ଓ କାଶ୍ମୀରର ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ : ୪୦ଟି ଆସନରେ ଭୋଟିଂ

ଆଜି ଜମ୍ମୁ ଓ କାଶ୍ମୀରର ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ । ୪୦ଟି ଆସନରେ ଭୋଟିଂ ହେଉଛି । ମଇଦାନରେ ଅଛନ୍ତି ୪୪୯ ପ୍ରାର୍ଥୀ । ଏହା ଆଗରୁ ସେପଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ହୋଇଥିଲା। ଏଥିରେ ମତଦାନ ହାର ଥିଲା ୫୯ ପ୍ରତିଶତ। ସେହିପରି ସେପଟେମ୍ଵର ୨୫ରେ ହୋଇଥିବା ଦ୍ଵିତୀୟ ପର୍ଯ୍ୟାୟରେ…

ଷ୍ଟକ୍ ବଜାରରେ ମାନ୍ଦା

ଷ୍ଟକ୍ ବଜାରରେ ମାନ୍ଦା କାରବାର ପ୍ରଭାବ ଭାରତର ଦୁଇ ଷ୍ଟକ୍ ବଜାର ଉପରେ ଆଜି ପଡ଼ିଥିଲା। ଫଳରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୨୭୨ ପଏଣ୍ଟ ହ୍ରାସ ପାଇ ୮୪,୨୯୯ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନ୍ୟା‌ସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ୩୬୮ ପଏଣ୍ଟ ହ୍ରାସ ପାଇ ୨୫୮୧୦ ପଏଣ୍ଟରେ…

ତିରୁପତି ଲଡ଼ୁ ବିବାଦ

ଜଷ୍ଟିସ ବି ଆର୍‌ ଗଭାଇ ଏବଂ କେ ଭି ବିଶ୍ବନାଥନଙ୍କ ଖଣ୍ଡପୀଠ ତିରୁପତି ଲଡ଼ୁ ବିବାଦର ଶୁଣାଣି ସମୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଜଟିଳ ପ୍ରଶ୍ନ କରିଛନ୍ତି।  ସେପ୍ଟେମ୍ବର ୨୫ରେ  ତିରୁପତି ଲଡ଼ୁ ମାମଲାରେ ଏତଲା ରୁଜୁ ହେଲା ଏବଂ ସେପ୍ଟେମ୍ବର ୨୬ରେ ଏହି ଘଟଣାର ତଦନ୍ତ…