ଜମ୍ମୁ-କଶ୍ମୀରରେ ଶେଷ ପର୍ଯ୍ୟାୟ ମତଦାନ

ଜମ୍ମୁ-କଶ୍ମୀରର ୪୦ ଟି ନିର୍ବାଚନମଣ୍ଡଳୀରେ ମତଦାତାମାନେ କଡ଼ା ସୁରକ୍ଷା ମଧ୍ୟରେ ଆଜି ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ କରୁଛନ୍ତି।୪୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୨୪ଟି ଜମ୍ମୁ ବିଭାଗରେ ଏବଂ ୧୬ଟି କଶ୍ମୀର ବିଭାଗରେ ରହିିଛି। ମତଦାନ ସକାଳ ୭ ଟାରୁ…

୧୪ରୁ ଶ୍ରୀମନ୍ଦିରରେ ରାଧାଦାମୋଦର ବେଶ

କାର୍ତ୍ତିକ ମାସ ବାଳଧୂପ ନୀତି ସହ ମହାପ୍ରଭୁଙ୍କ ରାଧା ଦାମୋଦର (ରାଈଦାମୋଦର) ବେଶ ଆରମ୍ଭ ହେବ। ପ୍ରତିବର୍ଷ ଭଳି ଚଳିତବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ମାସେ ବ୍ୟାପୀ ପ୍ରତିଦିନ ଶ୍ରୀବିଗ୍ରହ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ…

ଆଜିର ରାଶିଫଳ

ମେଷ : ଆଜିର ଚନ୍ଦ୍ର ରାଶିର ସନ୍ତାନ ଭାବରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ବିଭିନ୍ନ ସମସ୍ୟା ସାଙ୍ଗକୁ ଆମତ୍ୀୟଙ୍କ ହତାଦର ମାନସିକ ସ୍ଥିତିକୁ କଳୁଷିତ କରିଦେବ। ଶତ୍ରୁତା କରୁଥିବା ବ୍ୟକ୍ତି ଅସୁବିଧାରେ ପକାଇବାକୁ ଚେଷ୍ଟାକରି ବିଫଳ ହେବେ। ରଚନାମତ୍କ କାମ,…

ଇସ୍ରାଏଲ ପକ୍ଷରୁ ଅପରେସନ୍‌ ଆରମ୍ଭ

ଇସ୍ରାଏଲ ସ୍ଥଳ ‌ସେନା ଲେବାନନ୍‌ରେ ପଶି ଏଥିପାଇଁ ସତନ୍ତ୍ର ଅପରେସନ୍‌ ଆରମ୍ଭ କରିଛି। ସୋମବାର ସକାଳେ ଇସ୍ରାଏଲ-ଲେବାନନ୍‌ ସୀମା ନିକଟସ୍ଥ ଲେବାନନ୍‌ ପରିସରରେ ଇସ୍ରାଏଲ ସେନା ପକ୍ଷରୁ ସ୍ବତନ୍ତ୍ର ଅପରେସନ୍‌ ଆରମ୍ଭ ହୋଇଛି ବୋଲି ଆମେରିକୀୟ ଅଧିକାରୀ ସ୍ପଷ୍ଟ କରିଛନ୍ତି। ହେଜବୁଲ୍ଲାର…

ଟି୨୦ର ଜଲୱା ଦେଖାଇଲେ ରୋହିତ

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ କାନପୁରର ଗ୍ରୀନ୍ ପାର୍କରେ ଖେଳାଯାଉଛି। ଏହି ମ୍ୟାଚର ଚତୁର୍ଥ ଦିନରେ ଟିମ୍ ଇଣ୍ଡିଆର ଓପନର୍ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୈସୱାଲ ଟେଷ୍ଟ କ୍ରିକେଟରେ ୫୦ ରନ୍ ସ୍କୋର କରି ଭାରତ ପାଇଁ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଏହାପୂର୍ବରୁ ଏହି…

ରେଳବାଇରେ ଚାକିରି ସୁଯୋଗ

ଆରଆରବି ଏକ ବିଜ୍ଞପ୍ତି ଜାରି କରିଛି ଯେ, ଟେକ୍ନିସିଆନ ପଦବୀ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ୨ ଅକ୍ଟୋବର ୨୦୨୪ ରେ ପୁନଃ ଆରମ୍ଭ ହେବ ।ସରକାରୀ ବିଜ୍ଞପ୍ତି ଅନୁଯାୟୀ ପଞ୍ଜୀକରଣ ପ୍ରକ୍ରିୟା ଚଳିତ ବର୍ଷ ଅକ୍ଟୋବର ୧୬ ରେ ବନ୍ଦ ହେବ । ଆରଆରବି ନିକଟରେ ଘୋଷଣା କରିଥିଲା ଯେ, ଟେକ୍ନିସିଆନ…

ହସ୍ପିଟାଲରେ ଭର୍ତ୍ତି ହେଲେ ରଜନୀକାନ୍ତ

ସୋମବାର ବିଳମ୍ବିତ ରାତିରେ ଦେଶର ସୁପରଷ୍ଟାର ଅଭିନେତା ରଜନୀକାନ୍ତ (୭୩) ଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା । ଏହା ପରେ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚେନ୍ନାଇ ପୋଲିସର କହିବାନୁସାରେ, ପେଟରେ ଯନ୍ତ୍ରଣା ଭୋଗିବା ପରେ ତାଙ୍କୁ ଡାକ୍ତରଖାନା…

୪ରୁ ରାଜ୍ୟରେ ବର୍ଷା ଆରମ୍ଭ

୪ ତାରିଖରୁ ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବ। ହେଲେ ରାଜ୍ୟର କେଉଁ ଜିଲ୍ଲାରେ ଏହାର କେତେ ପ୍ରଭାବ ପଡ଼ିବ ସେ ନେଇ ଆକଳନ ହୋଇନଥିବା ପାଣିପାଗ କେନ୍ଦ୍ର କହିଛି। ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ବିଶେଷ ବର୍ଷାର ସମ୍ଭାବନା…

ମହାରାଷ୍ଟ୍ରରେ ଗାଈକୁ “ରାଜ୍ୟମାତା” ସମ୍ମାନ

ମହାରାଷ୍ଟ୍ର ସରକାର ଏକ ନିର୍ଦ୍ଦେଶ ଜାରି କରି ଗାଈକୁ ରାଜ୍ୟମାତା ଭାବେ ଘୋଷଣା କରିଛନ୍ତି। ନିର୍ଦ୍ଦେଶରେ ଲେଖାଯାଇଛି ଯେ, ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ଯେ, ଗାଈର ଭାରତୀୟ ସଂସ୍କୃତି, ବୈଦିକ ସମୟ ସହ ମହତ୍ତ୍ୱ ରହିଛି। ଦେଶୀ ଗାଈର କ୍ଷୀର ଖାଦ୍ୟ ପାଇଁ ଉପଯୁକ୍ତ। ଆୟୁର୍ବେଦ ଚିକିତ୍ସା…

ହବିଷ୍ୟାଳୀ ଯୋଜନା

ଚଳିତ ବର୍ଷ ହବିଷ୍ୟାଳୀ ଯୋଜନାରେ ୨ ହଜାର ୫୦୦ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ହବିଷ୍ୟାଳୀ ଯୋଜନାକୁ ଅନୁମତି ମିଳିଛି । ଆସନ୍ତା ମାସ ୧୮ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବାକୁ ଥିବାବେଳେ ଆସନ୍ତା ସପ୍ତାହରୁ ହବିଷ୍ୟାଳୀ…