ନବରାତ୍ରୀର ନବମୀରେ କ’ଣ କରିବା ଉଚିତ୍, କ’ଣ ନୁହେଁ?
ନବରାତ୍ରୀର ପାର୍ବଣ ଋତୁ ଚାଲିଛି । ୯ ଦିନ ପର୍ୟ୍ୟନ୍ତ ମା’ ଦୁର୍ଗାଙ୍କୁ ସହୃଦୟରେ ଡାକିବା ଦ୍ୱାରା ମନରୁ ଭୟ, ରୋଗ, ଦୋଷ ଆଦି ଦୂର ହୋଇଥାଏ । ନବରାତ୍ରୀରେ ପ୍ରତ୍ୟେକ ଦିନର କିଛି ନା କିଛି ମହତ୍ତ୍ୱ ରହିଛି, କିନ୍ତୁ ଅଷ୍ଟମୀ ଓ ନବମୀ ତିଥି ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ମାନ୍ୟତା ରହିଛି ।…