ରାଉରକେଲାରେ ରାମ ଦୋଳି ଛିଡ଼ି ପଡ଼ିଲା

ଶାରଦୀୟ ଦୁର୍ଗାପୂଜା ପାଇଁ ଇସ୍ପାତନଗରୀ ‘ରାଉରକେଲା’ ଉତ୍ସବମୁଖର ହୋଇ ଉଠିଥିବାବେଳେ ଏକ ଅଘଟଣ ଘଟିଛି । ପରିବାରର ସ୍ବାମୀ, ସ୍ତ୍ରୀ ଏବଂ ୧୨ ବର୍ଷର ଝିଅ ଦୁର୍ଗାପୂଜା ମେଳା ଦେଖି ବାହାରିଥିଲେ। ସନ୍ଧ୍ୟାରେ ଟେଲିଫୋନ୍‌ ଭବନରେ ମିଆଁମାର ବୁଦ୍ଧ ମନ୍ଦିର ତୋରଣ ଦେଖିଥିଲେ। ତାପରେ ମାଆଙ୍କ…

ଏୟାର ଇଣ୍ଡିଆ ବିମାନ ଦୁଇ ଘଣ୍ଟା ଚକର କାଟିବା ପରେ ସୁରକ୍ଷିତ ଲ୍ୟାଣ୍ଡି କଲା ବିମାନ

ମଝି ଆକାଶରେ ବାଜି ଲାଗିଥିଲା ଜୀବନ। ତ୍ରିଚି ବିମାନ ବନ୍ଦରରୁ ଶାରଜାହ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ତ୍ରୁଟି ଦେଖାଦେବାରୁ ମଝି ଆକଶରେ ଦୁଇ ଘଣ୍ଟା ଚକର କାଟିଥିଲା ବିମାନ। ସୂଚନା ଅନୁଯାୟୀ, ବିମାନରେ ଥିବା ହାଇଡ୍ରୋଲିକ ବ୍ୟବସ୍ଥା କାର୍ଯ୍ୟ କରୁନଥିଲା । ପାଇଲଟ ବିମାନବନ୍ଦର…

ନିହୋନ ହିଡ଼ାନକିୟୋଙ୍କୁ ନୋବେଲ ଶାନ୍ତି ପୁରସ୍କାର

ଜାପାନର ସଂଗଠନ ନିହୋନ ହିଡ଼ାନକିୟୋ 2024 ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଜିତିଛି । ଏହି ସଂଗଠନ ହିରୋସିମା ଏବଂ ନାଗାସାକି ଉପରେ ପରମାଣୁ ବୋମା ଆକ୍ରମଣରେ ବଞ୍ଚିଥିବା ଲୋକଙ୍କ ଦେଖାଶୁଣା ସୁନିଶ୍ଚିତ କରୋ ପରମାଣୁ ଅସ୍ତ୍ର ଆଉ ଯେମିତି ବ୍ୟବହାର ନହୁଏ ସେ ଦିଗରେ ଏହି ଜାପାନୀ…

ତୋପ ଗୋଳା ବିସ୍ଫୋରଣ ହେବାରୁ ଦୁଇ ଜଣ ଅଗ୍ନିବୀରଙ୍କ ମୃତ୍ୟୁ

ନାଶିକ ମିଲିଟାରୀ ସେଣ୍ଟରରେ ନିୟମିତ ତାଲିମ ସମୟରେ ବିସ୍ଫୋରଣ ଯୋଗୁ ଦୁଇଜଣ ଅଗ୍ନିବୀରଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ଜଣାପଡିଛି। ଲାଇଭ ଫାୟାର ଆର୍ଟିଲରିଅଭ୍ୟାସ ସମୟରେଏହି ଦୁର୍ଘଟଣା ଘଟିଛି।ଏହି ବିସ୍ଫୋରଣ ଘଟିଥିଲା ଯେତେବେଳେ ସୈନିକମାନେ ଆର୍ଟିଲିରିରୁ ଗୁଳି ଚଳାଇବା ଅଭ୍ୟାସ କରୁଥିଲେ,…

ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କଲେ ମୁଖ୍ୟମନ୍ତ୍ରୀ

ସାରା ରାଜ୍ୟ ଦୁର୍ଗା ପୂଜା ଲାଗି ଉତ୍ସବମୁଖର। ଏହି ସମୟରେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କରିଛନ୍ତି। ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ସବୁ ପୂଜା ପେଣ୍ଡାଲର ଭଡ଼ା ଛାଡ଼ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି…

ପାଟଣା ସାହି ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରାଜଧାନୀର ପାଟଣା ସାହି ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ସେଠାରେ ପହଞ୍ଚି ମାଆଙ୍କର ଆଳତି କରିଛନ୍ତି। ସେଠାରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି। ପାଟଣା ସାହି ପୂଜାମଣ୍ଡପରେ ସେଠାକାର ବିଶେଷାଙ୍କ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି…

ହିନ୍ଦୁମାନଙ୍କୁ ଏକଜୁଟ ହେବାକୁ ଆହ୍ଵାନ ଦେଲେ ଗିରିରାଜ ସିଂ

ବିଜେପିର ଫାୟାରବ୍ରାଣ୍ଡ ନେତା ତଥା ବେଗୁସରାଇ ସାଂସଦ ଗିରିରାଜ ସିଂ ୧୮ ଅକ୍ଟୋବର ୨୦୨୪ରୁ ବିହାରରେ ହିନ୍ଦୁ ସ୍ୱାଭିମାନ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯାତ୍ରାର ପ୍ରଥମ ପର୍ଯ୍ୟାୟ ୧୮ ଅକ୍ଟୋବରରେ ଭାଗଲପୁରରୁ ଆରମ୍ଭ ହୋଇ ୨୨ ଅକ୍ଟୋବରରେ କିଶାନଗଞ୍ଜରେ ଶେଷ ହେବ | କେନ୍ଦ୍ର…

ଶସ୍ତା ହେଲା OnePlus

ଫେଷ୍ଟିଭ ଅଫର ସମୟରେ ଗ୍ରାହକମାନେ ଅତି ସୁଲଭ ଦାମରେ ପ୍ରଡକ୍ଟ କିଣିଥାନ୍ତି ଏବଂ ଆଟ୍ରାକ୍ଟିଭ୍‌ ଡ଼ିସକାଉଣ୍ଟ ଅଫର ଏବଂ ଡିଲ୍‌ ମଧ୍ୟ ପାଆନ୍ତି । ଦିଓ୍ୱାଲି ସେଲ୍‌ରେ OnePlus ସ୍ମାର୍ଟଫୋନ୍‌, ଟାବଲେଟ୍‌ ଏବଂ ଇୟରବଡ୍ସ ମଧ୍ୟ ଶସ୍ତା ମୂଲ୍ୟରେ ବିକ୍ରି କରୁଛି । ଏହି ସମୟରେ ଆପଣ OnePlus 12,…

ବିଗ୍ ବସ୍-୧୮ ଚର୍ଚ୍ଚାରେ ମହେଶଙ୍କ ଶାଳୀ

ବିଗ୍ ବସ୍-୧୮ ଆରମ୍ଭ ହୋଇଯାଇଛି | ଏହି ସୋ’ ଅକ୍ଟୋବର ୬ରୁ ଆରମ୍ଭ ହୋଇଥିବା ବେଳେ ସୋ’ରେ ପ୍ରତିଯୋଗୀ ଭାବେ ଯୋଗ ଦେଇଛନ୍ତି ଅଭିନେତ୍ରୀ ଶିଳ୍ପା ଶିରୋଦକର । ଶିଳ୍ପା ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ହୋଇଥିଲେ ବି ଗତ କିଛି ବର୍ଷ ହେବ ସେ କୌଣସି ଫିଲ୍ମରେ ବା ଧାରାବାହିକରେ ନଜର…

କିଏ ହେବେ ଟାଟାଙ୍କ ଉତ୍ତରାଧିକାରୀ ? ଶାନ୍ତୁନଙ୍କୁ ନେଇ ଚର୍ଚ୍ଚା!

ରତନ ଟାଟାଙ୍କ ପରଲୋକ ପରେ ଟାଟା ଟ୍ରଷ୍ଟ୍‌ର କିଏ ହେବେ ଅଧ୍ୟକ୍ଷ ? ଏହାକୁ ନେଇ ସାରା ବିଶ୍ବରେ ଚର୍ଚା ହେଉଛି ।  ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି ତାଙ୍କ ସାବତ ଭାଇ ନୋଏଲ ଏନ୍‌ ଟାଟା। କିନ୍ତୁ ସୋସିଆଲ ମିଡିଆରେ ଯାହାଙ୍କ ନାମଙ୍କୁ ନେଇ ବେଶୀ ଚର୍ଚା ହେଉଛି ସେ ହେଉଛନ୍ତି ଶାନ୍ତନୁ ନାଇଡୁ ।…