ଆଧୁନିକ ହେବ ରୌପ୍ୟ ନଗରୀ କଟକ ଓ ସମ୍ବଲପୁର , ଖର୍ଚ୍ଚ ହେବ 200 କୋଟି

ଆଧୁନିକ ହେବ ରୌପ୍ୟ ନଗରୀ କଟକ। ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କରି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହାନଦୀରେ ହେବ ଦୁଇଟି ରିଭର ଫ୍ରଣ୍ଟ  । କଟକ ଓ ସମ୍ବଲପୁରରେ ରିଭର ଫ୍ରଣ୍ଟ ହେବ । ଏହା ସାବରମତୀ ରିଭର ଫ୍ରଣ୍ଟ ଭଳି ହେବ । ଏଥିପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ…

ହଟିଲା କଟକଣା ,ଖୋଲିଲା ଶ୍ରୀମନ୍ଦିରର ଚାରିଦ୍ବାର

ହଟିଲା କାର୍ତ୍ତିକ କଟକଣା । ଆଜିଠୁ ଶ୍ରୀମନ୍ଦିରରେ ଚାରିଦ୍ବାର ଦେଇ ଦର୍ଶନ କରିବେ ଭକ୍ତ । ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା । ଚାରିଦ୍ବାରରେ ପ୍ରବେଶ ଅନୁମତି ଥିବା ବେଳେ ତିନି ଦ୍ବାରା ଦେଇ ଭକ୍ତ ବାହାରକୁ ବାହାରିପାରିବେ ।  ଗତକାଲି କାର୍ତ୍ତିକ ପୂର୍ଣ୍ଣିମା ଯୋଗୁ…

ନବୀନ ପଟ୍ଟନାୟକ ସେତେବେଳେ କେବଳ ଆଇନ ତା’ବାଟରେ ଯିବ ବୋଲି କହି ଚୁପ୍ ବସୁଥିଲେ

ବରିଷ୍ଠ ନେତା ତଥା ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉପରେ ମାନ୍ୟବର ସୁପ୍ରିମକୋର୍ଟ କ’ଣ ରାୟ ଦେଇଛନ୍ତି, ଆଗକୁ ଏନେଇ ଆଇନ ଅନୁଯାୟୀ କ’ଣ କରାଯିବ, ସେନେଇ ରାଜ୍ୟ ସରକାର ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବେ । ସେପର୍ଯ୍ୟନ୍ତ ବିଧାୟକ ପ୍ରତାପ ଦେବ ଧୈର୍ଯ୍ୟ ରଖନ୍ତୁ । ଆଇନ୍ ତା’ବାଟରେ ଯିବ । ଏଥିରେ…

ଭାରତର ରେକର୍ଡ ରନ ବର୍ଷା

ଭାରତର ରେକର୍ଡ ରନ ବର୍ଷା  । ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ଭାରତ ।  ୪ର୍ଥ ଟି-୨୦ରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ସାମସନ ୫୬ ବଲରେ ଅପରାଜିତ ୧୦୯ ଓ ତିଲକ ବର୍ମା ୪୭ ବଲରେ ଅପରାଜିତ ୧୨୦ ରନର ଇନିଂସ ଖେଳିଛନ୍ତି। ଏହି ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତ…

ପିଓକେ ଯିବନି ଚାମ୍ପିଅନ୍ସ ଟ୍ରଫି

ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ। ଏହା ପୂର୍ବରୁ ପ୍ରଚାର,ପ୍ରସାର ବା ସହର ପରିକ୍ରମା କରିବା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପାକିସ୍ତାନକୁ ଟୁର୍ନାମେଣ୍ଟ ଟ୍ରଫି ପଠାଇଛି। ଏହି ଟ୍ରଫି ଗୁରୁବାର (୧୪ ନଭେମ୍ବର) ଇସଲାମାବାଦରେ ପହଞ୍ଚିଛି। କିନ୍ତୁ…

ଐତିହାସିକ ବାଲିଯାତ୍ରା ଉଦଘାଟିତ

କଟକରେ ଐତିହାସିକ ବାଲିଯାତ୍ରା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୌକା ବିହାର କରିବା ପରେ ବାଲିଯାତ୍ରାକୁ ବିଧିବଦ୍ଧ ଭାବରେ ଉଦଘାଟନ କରିଛନ୍ତି । ଆକାଶ ମାର୍ଗରୁ ବାଲିଯାତ୍ରା ପଡ଼ିଆରେ ଆଲୋକମାଳା ବିଛାଇ ହୋଇ ରହିଥିବା ମନେ ହେଉଛି । ଏହାସହିତ  ସମସ୍ତ ଷ୍ଟଲ ବି ଆରମ୍ଭ…

ଅଡ଼ୁଆରେ ପଞ୍ଜାବୀ ଗାୟକ ଦିଲଜିତ ଦୋସଞ୍ଜ

ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସଞ୍ଜ ତାଙ୍କ ସଙ୍ଗୀତ କନସର୍ଟ ଦିଲ ଲୁମିନିଟି ଟୁର କାରଣରୁ ଏବେ ଖବରରେ ଅଛନ୍ତି। ନିକଟରେ ସେ ଦିଲ୍ଲୀ ଏବଂ ଜୟପୁରରେ ଶୋ କରିଥିଲେ। ତାଙ୍କ ସଙ୍ଗୀତ କନସର୍ଟକୁ ହଜାର ହଜାର ଲୋକ ଆସିଥିଲେ। ତାଙ୍କର ପରବର୍ତ୍ତୀ କନ୍ସର୍ଟ ଆଜି (୧୫ ନଭେମ୍ବର)…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଭାୟାକମ୍‌୧୮ ଓ ଡିଜ୍‌ନିର ମିଶ୍ରଣରୁ ୭୦,୩୫୨ କୋଟି ଟଙ୍କାର ଯୌଥ ଉଦ୍ୟୋଗ ସୃଷ୍ଟି

ଦେଶର ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ସର୍ବବୃହତ ମିଶ୍ରଣ ସମ୍ପୂର୍ଣ୍ଣ ହୋଇଛି। ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଭାୟାକମ୍‌୧୮ ଓ ଡିଜ୍‌ନିର ମିଶ୍ରଣରୁ ୭୦,୩୫୨ କୋଟି ଟଙ୍କାର ଏକ ବିଶାଳ ଯୌଥ ଉଦ୍ୟୋଗ ସୃଷ୍ଟି ହୋଇଛି। ସେଥିରେ ରିଲାଏନ୍ସର ୧୬.୩୪ ପ୍ରତିଶତ, ଭାୟାକମ୍‌୧୮ର…

ଆଜି ଜନ ଜାତୀୟ ଗୌରବ ଦିବସ,ଆଦିବାସୀଙ୍କ ବିକାଶ ପାଇଁ ୬ ହଜାର କୋଟି ପ୍ରକଳ୍ପର ଘୋଷଣା

ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବିହାର ଜମୁଇରେ ଜନ ଜାତୀୟ ଗୌରବ ଦିବସ ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ଏହି ସମୟରେ ଆଦିବାସୀଙ୍କ ପାରମ୍ପରିକ ବାଦ୍ୟରେ ନାଚିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ବିର୍ସା ମୁଣ୍ଡାଙ୍କ ନାମର ଡାକ ଟିକଟ ଓ ପୋଷ୍ଟାଲ ଷ୍ଟାମ୍ପ ଉନ୍ମୋଚନ…

ରାଗିଗଲେ ସାଂସଦ ଚିରିଦେଲେ ବିଲ୍

ନ୍ୟୁଜିଲ୍ୟାଣ୍ଡ ସଂସଦରେ ଅଜଗ ଘଟଣା ଦେଖିବାକୁ ମିଳିଛି । ସର୍ବକନିଷ୍ଠ ସାଂସଦ ହାନା ରାବିତି କ୍ଲର୍କଙ୍କ କାରାନାମା ଏବେ ସବୁଠି ଚର୍ଚ୍ଚା ସାଉଁଟିଛି । ଏକ ବିଲକୁ ସେ ଏଭଳି ଏକ ଢ଼ଙ୍ଗରେ ବିରୋଧ କରିଛନ୍ତି ଯାହା ଏବେ ଟ୍ରେଣ୍ଡିଂ ଖବରରେ ରହିଛି । ବିଲକୁ ପ୍ରଥମେ ବିରୋଧ କଲେ ମାରୋଇ ସାଂସଦ, ପରେ…