ଟ୍ରମ୍ପ ମୋ ବାପା – ପାକିସ୍ତାନ ଯୁବତୀ

ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଏବେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ସେଥିରେ ଜଣେ ଯୁବତୀ ନିଜକୁ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଝିଅ ବୋଲି କହୁଥିବାର ଶୁଣିବାକୁ ମିଳୁଛି। ଯୁବତୀ ଜଣକ କହୁଥିବାର ଶୁଣିବାକୁ ମିଳୁଛି, ‘‘ଡୋନାଲ୍ଡ ଟ୍ରମ୍ପ…

16 ରୁ ଶୀତ ବଢିବ

ନଭେମ୍ବର ୧୬ରୁ ଓଡିଶାରେ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହିତ ଥଣ୍ଡା ସାଙ୍ଗକୁ କୋହଲା ପାଗ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା…

 ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଲେ

ଆଜିର ଶିଶୁ ହେଉଛନ୍ତି ଆସନ୍ତା କାଲିର ନାଗରିକ। ଦେଶର ଭବିଷତ ହେଉଛନ୍ତି ଆଜିର ଛୋଟ ଶିଶୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଶୁ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଏହା କହିଛନ୍ତି । ସେ କହିଛନ୍ତି, ଆଜିର ଶିଶୁ କାଲିର ଭବିଷ୍ୟତ । ମୁଖ୍ୟମନ୍ତ୍ରୀ…

ଥମୁନାହିଁ ବିମାନକୁ ବୋମା ଧମକ, ମୁମ୍ବାଇ ବିମାନବନ୍ଦରକରୁ ବୋମା ଧମକ

ଥମୁନାହିଁ ବିମାନକୁ ବୋମା ଧମକ। କିଛି ଦିନ ଅନ୍ତରରେ ପୁଣି ଥରେ ଏକ ଅଜଣା ବ୍ୟକ୍ତି ବିମାନବନ୍ଦରକୁ ବୋମା ଧମକ ଦେଇଥିବାର ଏକ ମାମଲା ସାମ୍ନାକୁ ଆସିଛି। ଗତ କିଛି ଦିନ ମଧ୍ୟରେ ଅନେକ ବିମାନକୁ ବୋମା ଧମକ ମିିଳି ସାରିଥିବା ବେଳେ ବୁଧବାର ଅପରାହ୍ନରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ…

 ଓଡ଼ିଶାର ମହାନଗର ନିଗମଗୁଡ଼ିକ ଆର୍ଥିକ ଅନୁଷ୍ଠାନରୁ ଅଧିକ ଋଣ କରୁଛନ୍ତି

ଓଡ଼ିଶାର ମହାନଗର ନିଗମଗୁଡ଼ିକ ଆର୍ଥିକ ଅନୁଷ୍ଠାନରୁ ଅଧିକ ଋଣ କରୁଛନ୍ତି। ସେମାନଙ୍କ ପାଇଁ ସହରବାସୀଙ୍କ ମୁଣ୍ଡରେ ୨୦୨୨-୨୩ରେ ୧୨୫୮ ଟଙ୍କା ଥିଲା ଯାହା ଦେଶରେ ସର୍ବାଧିକ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏହି ତାଲିକାରେ ଓଡ଼ିଶା ପଛକୁ ରହିଛି…

ଅଧିକ ଲୁଣ ପେଟ କ୍ୟାନସର ର କାରଣ

ଲୁଣ ବିନା ଖାଦ୍ୟର ସ୍ୱାଦ ଅଧୁରା। ବିନା ଲୁଣରେ ଫିକା ଲାଗେ ଖାଦ୍ୟ। ତେବେ ଲୁଣ ଅଧିକ ହେଲେ ବି ବିଗିଡିଯାଏ ସ୍ୱାଦ। ଅଧିକାଂଶ ଲୋକେ ଖାଦ୍ୟରେ ଅଧିକ ଲୁଣ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏହା ହୋଇପାରେ ହାନିକାରକ। ଅଧିକ ଲୁଣ ଖାଇଲେ ରକ୍ତଚାପ ବଢ଼ିବା ସହ ପୋଟ କ୍ୟାନସର ଭଳି ସାଙ୍ଘାତିକ ରୋଗ…

ଆପଣଙ୍କ ଭାଗ୍ୟ ବଦଳିଯିବ ସକାଳୁ ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ

ଅଦ୍ୟ ନଭେମ୍ବର ମାସ ୧୪ ତାରିଖ ୨୦୨୪ ମସିହା(ଗୁରୁବାର) ଶକାବ୍ଦ -୧୯୪୬ ସମ୍ବତ -୨୦୮୧ ଦିଲ୍ଲୀସ୍ୱରାଦ୍ଧ-୧୪୩୨ ସମ୍ବତ୍ସର-କାଳ କାର୍ତ୍ତିକମାସ- ଶୁକ୍ଳପକ୍ଷ ତିଥି- ତ୍ରୟୋଦଶୀ ଦିବା ଘ ୦୯/୪୩ ଗତେ ଚତୁର୍ଦ୍ଦଶୀ ନକ୍ଷତ୍ର- ଅଶ୍ଵିନୀ ରାତ୍ରି ଘ ୧୨/୫୬ ଗତେ ଦ୍ଵିଜା ଚନ୍ଦ୍ର -ମେଷ ଯୋଗ-…

ଆଜି ଏହି ରାଶି ହେବେ ମାଲାମାଲ!

ଆଜି ପାଞ୍ଚଟି ରାଶି ହେବେ ମାଲେମାଲ । ଯେଉଁ ରାଶିର ବ୍ୟକ୍ତି ସୂର୍ଯ୍ୟଦେବତାଙ୍କୁ ପୂଜା କରି ଦିନ କାର୍ଯ୍ୟ ଆରମ୍ଭ କରିବେ ସେମାନେ ମାଲାମାଲ ହେବେ ।  ସୂର୍ଯ୍ୟଦେବତାଙ୍କୁ ଗ୍ରହଙ୍କ ରାଜା ବୋଲି କୁହାଯାଏ । ସାରା ବ୍ରହ୍ମାଣ୍ଡରେ ତାଙ୍କୁ ଶକ୍ତିର କେନ୍ଦ୍ର ବୋଲି କୁହାଯାଏ । ସୂର୍ଯ୍ୟ ରାଶି…

ସରିଲା ପବିତ୍ର ବଡ଼ଓଷା, ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ଗଜଭୋଗ

ସରିଲା ପବିତ୍ର ବଡ଼ଓଷା, ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ଗଜଭୋଗ। ରାତି ତମାମ ଉଜାଗର ହୋଇ ବାବାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ଶୃଙ୍ଖଳିତ ଦର୍ଶନ ଲାଗି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଆଠଗଡ଼ର ଆରାଧ୍ୟ ବାବା ଧବଳେଶ୍ୱରଙ୍କ ପାଖରେ…

ତିଳକ ବର୍ମାଙ୍କ ପ୍ରଥମ ଆନ୍ତର୍ଜାତିକ ଶତକ: ଭାରତ ବିଜୟୀ

ସେଞ୍ଚୁରିଅନ୍‌: ତିଳକ ବର୍ମାଙ୍କ ପ୍ରଥମ ଆନ୍ତର୍ଜାତିକ ଶତକ ସହାୟତାରେ ଭାରତ ଏଠାରେ ଖେଳିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦କୁ ୧୧ ରନ୍‌ରେ ଜିତିନେଇଛି। ଭାରତ ପକ୍ଷରୁ ଧାର୍ଯ୍ୟ ୨୨୦ ରନ୍‌ର ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୨୦୮/୭ କରିଥିଲା। ଫଳରେ ୪ ମ୍ୟାଚ୍‌…