ଘରୋଇ ଟିଭି ଚ୍ୟାନେଲ ନାଁରେ କ୍ୟାପିଟାଲ ଥାନାରେ ଏତଲା

ସରକାରକୁ ବଦନାମ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରୁଛନ୍ତି । ମିଛ ରିପୋର୍ଟ, ଭିଡିଓ ଦେଖାଇ ଭାଇରାଲ କରୁଛନ୍ତି  । ଏଭଳି ଅଭିଯୋଗ ଆଣି ଘରୋଇ ଟିଭି ଚ୍ୟାନେଲ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଭୁଲ, ବିଭ୍ରାନ୍ତିକର ତଥ୍ଯ ସହ ଫେକ୍ ଭିଡିଓ ଦେଖାଇ ମୋହନ ସରକାରଙ୍କୁ ବଦନାମ…

ଭାରତରେ ସୁନା ଦର ଚଳିତ ସପ୍ତାହରେ ବଡ଼ଧରଣର ହ୍ରାସ ଘଟିଛି

ଭାରତରେ ସୁନା ଦର ଚଳିତ ସପ୍ତାହରେ ବଡ଼ଧରଣର ହ୍ରାସ ଘଟିଛି। ଏହାଫଳରେ ଅନ୍ତର୍ଜାତୀୟ ସ୍ତରରେ ସୁନା କିଣିବା ପାଇଁ ଲୋକପ୍ରିୟ ସ୍ଥାନ ଭାବେ ପରିଚିତ ମଧ୍ୟାପ୍ରାଚ୍ୟ ଯଥା ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ), କତର, ଓମାନ ଏବଂ ସିଙ୍ଗାପୁର ତୁଳନାରେ ଭାରତରେ ସୁନା ଦର ଶସ୍ତା ରହିଛି। ନଭେମ୍ବର ୧୬ରେ…

ଟିମ୍ ଓଡ଼ିଶାର ଏହି ବିଜୟ ଯୁବ କ୍ରୀଡ଼ାବିତ୍‌ ମାନଙ୍କୁ ପ୍ରେରଣା ଯୋଗାଇବ – କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ

୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନସିପ୍‌ରେ ଓଡ଼ିଶା ହକି ଦଳ ଆଜି ସ୍ବର୍ଣ୍ଣ ପଦକ ହାସଲ କରିଛି। ଚେନ୍ନାଇର ମେୟର ରାଧାକ୍ରିଷ୍ଣନନ୍‌ ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ଆଜିର ମ୍ୟାଚ୍ ରେ ଟିମ୍ ହରିୟାଣାକୁ ପରାସ୍ତ କରି ଟିମ୍ ଓଡ଼ିଶା ଏହି ଐତିହାସିକ ବିଜୟ ହାସଲ…

ମୋ ପୁଅ ଠାକୁର ବୋଲି କେବେ କହିନାହିଁ

ମୁହଁ ଖୋଲିଲେ ରାଜଧାନୀ ଭୁବନେଶ୍ୱରର ଚର୍ଚ୍ଚିତ ନାବାଳକ ବାବାଙ୍କ ବାପା।ଭିଡିଓ ବାର୍ତ୍ତା ଜାରି କରି ପଣ୍ଡିତ କାଶୀନାଥ ମିଶ୍ର କହିଛନ୍ତି, ୧୦ ବର୍ଷ ତଳେ ମୋ ପୁଅକୁ ୪ରୁ ୫ ବର୍ଷ ହୋଇଥିଲା। ସେତେବେଳେ ଜଣେ ବନ୍ଧୁଙ୍କ ଘରେ ଜନ୍ମଦିନ ପାଳନ ହୋଇଥିଲା। ସେଥିରେ ମୁଁ, ମୋ ସ୍ତ୍ରୀ ଓ ସମ୍ପର୍କୀୟ…

ଭିକ୍ଟୋରିଆ କଜେର ହେଲେ ଚଳିତ ବର୍ଷର ମିସ ୟୁନିଭର୍ସ

ମିସ ୟୁନିଭର୍ସ ୨୦୨୪ ବିୟୁଟି କଣ୍ଟେଷ୍ଟର ୭୩ତମ ସଂସ୍କରଣ ମେକ୍ସିକୋର ଆରେନା ସିଡିଏମଏକ୍ସ, ମେକ୍ସିକୋ ସିଟିରେ ଅନୁଷ୍ଠିତ ହୋଇଥିଲା । ଏହି ବିୟୁଟି କଣ୍ଟେଷ୍ଟରେ ଚଳିତ ବର୍ଷ ୧୨୫ଟି ଦେଶରୁ ଅନେକ ପ୍ରତିଭା ସମ୍ପର୍ଣ୍ଣ  ପ୍ରତିଯୋଗୀମାନେ ଭାଗ ନେଇଥିଲେ।    ଏହି କ୍ରମରେ ମିସ ୟୁନିଭର୍ସ -୨୦୨୪…

ନାଇଜେରିଆରେ ମୋଦିଙ୍କୁ ଭବ୍ୟ ସ୍ବାଗତ

 ୬ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ୬ ଦିନିଆ ଗସ୍ତରେ ତିନୋଟି ଦେଶ ନାଇଜେରିଆ, ବ୍ରାଜିଲ ଓ ଗୁଏନା ଯିବେ । ପ୍ରଥମେ ନାଇଜେରିଆର ରାଜଧାନୀ ଆବୁଜାରେ ପହଞ୍ଚିଛନ୍ତି ମୋଦି । ସେଠାରେ ପହଞ୍ଚିବା ପରେ ନାଇଜେରିଆ ରାଷ୍ଟ୍ର ମୁଖ୍ୟ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ।…

କଞ୍ଚା କ୍ଷୀର ଶରୀର ପାଇଁ ହାନିକାରକ ହୋଇପାରେ

ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟରେ ଅନେକ ପ୍ରକାର ଭିଟାମିନ ଓ ମିନେରାଲ ରହିଛି, ଯାହା ଆମ ଶରୀର ପାଇଁ ଆବଶ୍ୟକ। ତେବେ ଆମେ ଏଗୁଡ଼ିକୁ କେମିତି ଖାଇବା କଥା, ତାହା ମଧ୍ୟ ଜାଣି ରଖିବା ଉଚିତ। କେତେକ ଲୋକ କହନ୍ତି ଯେ ସେମାନେ କଞ୍ଚା କ୍ଷୀର ପିଅନ୍ତି। ସେମାନେ ଯୁକ୍ତି କରନ୍ତି ଯେ କ୍ଷୀରକୁ କଞ୍ଚା…

ଆହୁରି ବଢିବ ଶୀତ

ଗତ ୨ଦିନ ହେବ ପାରଦ ତଳମୁହଁା ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇଛି। ଶନିବାର ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୧.୮ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ରାଜ୍ୟର ପ୍ରାୟ ୩୦ ସ୍ଥାନରେ ପାରଦ ୨୦ ଡିଗ୍ରୀ ସେଲସିୟସ୍‌ରୁ କମ୍‌ ରେକର୍ଡ କରାଯାଇଛି।…

ଶ୍ରୀଜଗନ୍ନାଥଙ୍କ ଜମି ଜବରଦଖଲକାରୀଙ୍କ କବଳରେ: ଏବେ ଦିଆଯିବ ଏତଲା

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଜମି ବିକ୍ରି ହେଉଛି  । କିଏ ପ୍ଲଟ କରି ବିକୁଛି । କିଏ ସେମିତି ବିକିଦେଉଛି । ଅନେକ ଘର କରି ରହିଲେଣି । କିଏ ଚାଷ କରୁଛି । ତେବେ  ବେଆଇନ୍ ଭାବରେ ଜବରଦଖଲକାରୀ ବିରୋଧରେ ଏତଲା ଦିଆଯିବ ବୋଲି ସରକାର କହିଛନ୍ତି । ପୁରୀ ମାଟିତୋଟା ମୌଜାରେ ଥିବା…

ହାତ ଯୋଡ଼ି ଭୁଲ ମାଗିଲେ ବୈକୁଣ୍ଠ ଆଶ୍ରମ ମୁଖ୍ୟ ଟ୍ରଷ୍ଟି

ଆଶ୍ରମରେ ତୁଳସୀ ପାଦରେ ନୁହେଁ ପ୍ରଭୁଙ୍କ ମୁଣ୍ଡରେ ଦିଆ ଯାଇଥାଏ । ଯିଏବି ତୁଳସୀ ପାଦରେ ଦେଇଛି ସେଥିପାଇଁ ଗଣମାଧ୍ୟମ ଆଗରେ ହାତ ଯୋଡି କ୍ଷମା ମାଗିଛନ୍ତି ଆଶ୍ରମ ଟ୍ରଷ୍ଟି ପାଣ୍ଡଵ ପରିଡା। ଖଣ୍ଡଗିରି କୁନି ସାରଥି ପାଦରେ ପବିତ୍ର ତୁଳସୀ ରଖିବା ଘଟଣା ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି…