ଆଜିଠୁ ଫିଫା ବିଶ୍ବକପ୍ , କିଏ ଜିତିବ?
କତାର: କତାରରେ ଫୁଟବଲ ମହାକୁମ୍ଭ ଆରମ୍ଭ ହେଉଛି ଫିଫା ବିଶ୍ବକପ ୨୦୨୨ । ଏହି ବିଶ୍ବକପରେ ମୋଟ ୩୨ଟି ଦେଶର ନାମି ଦାମି ଖେଳାଳି ଅଂଶଗ୍ରହଣ କରୁଛନ୍ତି । ଏଥର ବିଶ୍ବକପ୍ କିଏ ଜିତିବ ତାକୁ ନେଇ ଆଲୋଚନା ଜାରି ରହିଛି । ବ୍ରାଜିଲ, ଆର୍ଜେଣ୍ଟିନା, ଇଟାଲି ପ୍ରମୁଖ ଦାବିଦାର ଅଛନ୍ତି ।
ଟିମ!-->!-->!-->…