ଚନ୍ଦ୍ରପୃଷ୍ଠ ନିକଟତର ହୋଇ ନାସାର ସ୍ପେସକ୍ରାଫ୍ଟ ‘ଓରିଅନ୍’ ପୁଣି ପୃଥିବିକୁ ଫେରି ଆସିବ

ଓ୍ବାସିଂଟନ: ନାସାର ‘ଓରିଅନ’ ସ୍ପେସକ୍ରାଫ୍ଟ ଏବେ ଚନ୍ଦ୍ର ନିକଟ ଦେଇ ଗତି କରୁଛି । ‘ଓରିଅନ’ ଚନ୍ଦ୍ର ପୃଷ୍ଠର ୧୦୦ କିଲୋମିଟର ପରିସର ଭିତରେ ଏବେ ଗତି କରୁଛି । ଚନ୍ଦ୍ର ଅକ୍ଷ ଭିତରକୁ ପ୍ରବେଶ କରି ବାହାରିଛି ଓରିଅନ ।

ବର୍ଷା ପାଇଁ ମ୍ୟାଚ ରହିଲା ଟାଇ

ନେପିୟର : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତିମ ଟ୍ବେଣ୍ଟି ଟ୍ବେଣ୍ଟି ରେ ଘରୋଇ ଦଳ ୧୯.୪ ଓଭରରେ ସମସ୍ତ ଓ୍ବିକେଟ ହରାଇ ସଂଗ୍ରହ କରିଛି ୧୬୦ ରନ କରିଥିଲା। ଟିମ୍‌ ଇଣ୍ଡିଆ 9 ଓଭରରେ 4 ଉଇକେଟ ହରାଇ 75 ରନ କରିବା ପରେ ବର୍ଷା ହେବାରୁ ମ୍ୟାଚ ସ୍ଥଗିତ ରହିଥିଲା । ଡିଏଲଏସ ମେଥଡରେ ଏହି

ସ୍ୱଚ୍ଛତାର ସହ ହୋଇଛି ASO ପରୀକ୍ଷା

କଟକ: ସ୍ୱଚ୍ଛତାର ସହ ହୋଇଛି ASO ପରୀକ୍ଷା । ଛାତ୍ରଛାତ୍ରୀମାନେ ଯେଉଁସବୁ ଅନିୟମିତତା ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହୀନ । ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଏନେଇ ସ୍ପଷ୍ଟୀକରଣ ରଖି କହିଛନ୍ତି ସ୍ବଚ୍ଛତାର ସହ ହୋଇଛି ପରୀକ୍ଷା । ମୋଟ୍ ୭୯୬ ପୋଷ୍ଟ ପାଇଁ ଦୁଇସ୍ତରୀୟ ପରୀକ୍ଷା

ହାଜର ହେଲେ ପ୍ରଯୋଜକ ଅକ୍ଷୟ ପରିଜା

ଆଜି ଇଡିରେ ହାଜର ହୋଇଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ଗତ ଶନିବାର ହାଜର ହେବା ପାଇଁ ଇଡି ନୋଟିସ୍ ପଠାଇଥିଲା । ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ହାଜର ହୋଇନଥିଲେ ଅକ୍ଷୟ । ନିଜ ଓକିଲଙ୍କ ମାଧ୍ୟମରେ ଅଧିକ ସମୟ ମାଗିଥିବା ବେଳେ ଇଡି ମାତ୍ର ୨ ଦିନର ମହଲତ ଦେଇଥିଲା । ଆଉ ଆଜି ଇଡି ଅଫିସରେ

ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ଅରୁଣ ଗୋଏଲ

ନୂଆଦିଲ୍ଲୀ: ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ ପଞ୍ଜାବ କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି  । ୧୯୮୫ ବ୍ୟାଚ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲ ମୁଖ୍ୟ ନିର୍ବାଚନ

ଇଣ୍ଡୋନେସିଆରେ ଭୂମିକମ୍ପ: ୪୪ ମୃତ, ଶତାଧିକ ଆହତ

ଜାକାର୍ତ୍ତା : ଇଣ୍ଡୋନେସିଆର ପଶ୍ଚିମ ଜାଭାରେ ଭୟଙ୍କର ଭୂମିକମ୍ପରେ ବହୁ ଲୋକଙ୍କ ଧନଜୀବନ ନଷ୍ଟ ହୋଇଥିବା ଜଣାପଡିଛି । ୫.୭ ତୀବ୍ରତାର ଏକ ଭୂମିକମ୍ପ ଆସିଥିବାରୁ ଭୂମିକମ୍ପ ପ୍ରଭାବରେ ୪୪ ଜଣଙ୍କ ପ୍ରାଣହାନୀ ଘଟିଛି । ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୪୪ ଲୋକ ମୃତ୍ୟୁବରଣ

କୋରେଇ ମାଲବାହୀ ଟ୍ରେନ ଦୁର୍ଘଟଣା : ମୃତ ବ୍ୟକ୍ତିଙ୍କ ଲାଗି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା

ଭୁବନେଶ୍ବର : କୁହାଯାଏ ମୃତ୍ୟୁ କାହାକୁ କେଉଁଠାରେ ଅପେକ୍ଷା କରିଛି କେହି ଜାଣନ୍ତି ନାହିଁ । ଆଜି ସେହିଭଳି ଘଟଣା ଘଟିଛି ଯାଜପୁର କୋରେଇ ରେଳଷ୍ଟେସନରେ । ସୁରକ୍ଷିତ ଯାତ୍ରା ପାଇଁ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ପ୍ଲାଟଫର୍ମ ଉପରେ ମାଲବାହୀ ଟ୍ରେନ ଓଲଟି ପଡି ଜୀବନ ଯାଇଛି । ଏହାକୁ ନେଇ

ମାଙ୍ଗାଲୁରୁ ବିସ୍ଫୋରଣ ମାମଲାରେ ରହିଛି ଆଇଏସ୍ଆଇଏସ୍‌ର ଷଡଯନ୍ତ୍ର

ମାଙ୍ଗାଲୁରୁ : କର୍ଣ୍ଣାଟକର ମାଙ୍ଗାଲୁରୁରେ ଶନିବାର ଏକ ଚଳନ୍ତା ଅଟୋ ରିକ୍ସାରେ ହୋଇଥିବା ବିସ୍ଫୋରଣ ମାମଲାରୁ ଏକ ବଡ଼ ସୁରାକ ମିଳିଛି । ଏଭଳି ବିସ୍ଫୋରଣ ପାଇଁ ପାକିସ୍ତାନର ହାତ ଥିବା ପୋଲିସ ପର୍ଦାଫାଶ କରିଛି। ଏହି ବିସ୍ଫୋରଣରେ ଅଟୋ ରିକ୍ସା ଚାଳକ ଓ ଜଣେ ବ୍ୟକ୍ତି ଆହତ ହେବା ପରେ ତଦନ୍ତ

ଦ୍ୱିତୀୟ ଟି-୨୦ରେ ନ୍ୟୁଜ୍‌ଲାଣ୍ଡକୁ ୬୫ ରନ୍‌ରେ ହରାଇଲା ଭାରତ

ଦ୍ୱିତୀୟ ଟି-୨୦ରେ ନ୍ୟୁଜ୍‌ଲାଣ୍ଡକୁ ୬୫ ରନ୍‌ରେ ହରାଇଲା ଭାରତ। ବିଶାଳ ଟାର୍ଗେଟକୁ ପିଛା କରି ୧୮.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୬ ରନ୍‌ ହିଁ କରି ପାରିଥିଲା ନ୍ୟୁଜଲାଣ୍ଡ ଦଳ। ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ ହରାଇ ୧୯୧ ରନ୍‌ କରିଥିଲା। ବ୍ୟାଟିଂ ପରେ ବୋଲିଂରେ କମାଲ ଦେଖାଇଥିଲା

ସୂର୍ଯ୍ୟକୁମାରଙ୍କ ଦମଦାର ଶତକ, ନ୍ୟୁଜିଲାଣ୍ଡ ଆଗରେ ୧୯୨ ରନର ବିଜୟ ଲକ୍ଷ୍ୟ

ବେ ଓଭାଲ: ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଶତକ ଅର୍ଜନ କରିଛନ୍ତି । ଗୋଟିଏ କ୍ୟାଲେଣ୍ଟର ବର୍ଷରେ ତାଙ୍କର ଏହା ଦ୍ବିତୀୟ ଶତକ । ୫୧ ବଲରେ ୧୧୧ ରନ୍ କରିଛନ୍ତି ସ୍କାଏ । ଏଥିରେ ରହିଛି ୧୧ଟି ଚୌକା ଓ ୭ଟି ଛକା । ନିର୍ଦ୍ଧାରିତ ଓଭରରେ ୬