ବ୍ରହ୍ମପୁରରୁ ପଦ୍ମପୁର ଗଲା ୪୦୦ ବ୍ରେଲି ବାଲଟ୍

ରାଜ୍ୟର ଏକମାତ୍ର ବ୍ରେଲି ପ୍ରେସ୍‌ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଠାରେ ରହିଛି । ନିର୍ବାଚନ ସମୟରେ ରାଜ୍ୟର ସମସ୍ତ ମତଦାନ କେନ୍ଦ୍ରକୁ ଏହିଠାରୁ ବ୍ରେଲି ବାଲଟ୍‌ ପଠାଯାଉଛି । ଗତ ମାସରେ ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ବ୍ରେଲି ବାଲଟ୍‌ ପଠାଯାଇଥିବା ବେଳେ ବୁଧବାର ବରଗଡ଼

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆକ୍ସନମୁଡ୍ ରେ ବିଜେପି

ପାଖେଇ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ଦଳ ଭିତରେ ତତ୍ପରତା ପ୍ରକାଶ ପାଇଛି। ତେବେ ଏହାରି ଭିତରେ ନିର୍ବାଚନ ପୂର୍ବରୁ ଆକ୍ସନମୁଡ୍ ଆସିଛି ବିଜେପି। ଦଳରୁ ୧୨ ବିଦ୍ରୋହୀ ନେତାଙ୍କୁ ବିଦା କରିଛି।ଦଳ ବିରୋଧୀ କାର୍ଯ୍ୟ ପାଇଁ ଏମାନଙ୍କୁ ବିଜେପି ବହିଷ୍କାର କରିଛି। ବିଧାନସଭା

ବିଶ୍ବରେ ନିଜର ପରିଚୟ ଜାହିର କରିବାକୁ ଯାଉଛି କଟକ ସହର

ଐତିହାସିକ ବାଲିଯାତ୍ରାକୁ ନେଇ ଚଳିତବର୍ଷ କଟକ ସାରାବିଶ୍ବର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏବେ ପୁଣି ବିଶ୍ବରେ ନିଜର ପରିଚୟ ଜାହିର କରିବାକୁ ଯାଉଛି କଟକ ସହର। ୨୦୨୩ ବିଶ୍ବ କପ୍ ହକିର ଉଦ୍‌ଘାଟନୀ କାର୍ଯ୍ୟକ୍ରମ କଟକରେ ଆୟୋଜନ ହେବାକୁ ଯାଉଛି। ଜାନୁଆରି ୧୧ ତାରିଖରେ ଏହି କାର୍ଯ୍ୟକ୍ରମ

କେନ୍ଦ୍ର ସରକାରରେ ପ୍ରତି ମାସରେ ପାଖାପାଖି ୧୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ଦିନ କହିଛନ୍ତି ଯେ କେନ୍ଦ୍ର ସରକାରରେ ପ୍ରତି ମାସରେ ପାଖାପାଖି ୧୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି। ଅଜମେରରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଦ୍ୱାରା ଆୟୋଜିତ ‘ନିଯୁକ୍ତି ମେଳା’ କାର୍ଯ୍ୟକ୍ରମକୁ ବୈଷ୍ଣବ ସମ୍ବୋଧିତ କରିବା ଅବସରରେ ଏପରି

ଇଡି ଅଫିସରେ ଶ୍ରଦ୍ଧାଞ୍ଜଳି ବେହେରା

ଅର୍ଚ୍ଚନା ନାଗ ମାମଲାରେ ଇଡି ଅଫିସରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଇଡି ଅଫିସରେ ଗୁଡ଼େଇ ତୁଡ଼େଇ ଶ୍ରଦ୍ଧାଞ୍ଜଳିଙ୍କୁ ପ୍ରଶ୍ନ କରୁଛନ୍ତି ଅଧିକାରୀ । ସପ୍ତାହେ ହେଲା ଇଡିକୁ ଧରା ଛୁଆଁ ନଦେଇ ଚକମା ଦେଉଥିଲେ ଶ୍ରଦ୍ଧାଞ୍ଜଳି । ୨୫ଟି ଲୋକେସନ୍ ବଦଳାଇବା ପରେ ହୋଟେଲରେ ଯାଇ ସମନ

ମାଟ୍ରିକ ସମେଟିଭ ଆସେସମେଣ୍ଟ-ୱାନ ପରୀକ୍ଷା

ଆଜିଠୁ ମାଟ୍ରିକ ସମେଟିଭ ଆସେସମେଣ୍ଟ-ୱାନ ପରୀକ୍ଷା । ରାଜ୍ୟରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଉଭୟ ସବଜେକ୍ଟିଭ ଓ ଅବଜେକ୍ଟିଭ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରଥମ ଦିନରେ ଇଂରାଜୀ ପରୀକ୍ଷା ଥିବା ବେଳେ ପରୀକ୍ଷାର୍ଥୀମାନେ ସକାଳ ୯ଟାରୁ ହଲରେ

୨୫ କୋଟି ଟଙ୍କାର ୬ଟି ପ୍ରକଳ୍ପ ମାଲକାନଗିରିରେ ଉଦ୍ଘାଟନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ଜିଲ୍ଲା ପାଇଁ ୬ଟି ଗୁରୁତ୍ବପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହିସବୁ ପ୍ରକଳ୍ପଗୁଡିକ ଜିଲ୍ଲାର ସାମାଜିକ ଓ ଆର୍ଥିକ ବିକାଶକୁ

ମାଟ୍ରିକ୍‌ ସମ୍ମେଟିଭ୍‌-୧ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ରାତିପାହିଲେ ଆରମ୍ଭ ହେବ ମାଟ୍ରିକ୍‌ ସମ୍ମେଟିଭ୍‌-୧ ପରୀକ୍ଷା। ସେଥିପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଭିନ୍ନ ନୋଡାଲ୍‌ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଇ ଦିଆଯାଇଛି। ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି। ପରୀକ୍ଷା

 ଭାରତ ଭିତରୁ ଫିଫା ଫୁଟବଲ ବିଶ୍ୱକପ ବିରୋଧରେ ସ୍ୱର ଉଠିଛି

କତାରରେ ଚାଲିଥିବା ପୁରୁଷ ଫିଫା ଫୁଟବଲ ବିଶ୍ୱକପକୁ ନେଇ ବିବାଦ ଥମିବାର ନାଁ ଧରୁନି। ପୂର୍ବରୁ ବିୟର ବିକ୍ରି, ସମଲିଙ୍ଗୀ ସମ୍ପର୍କ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାରକୁ ନେଇ ଉଭୟ ଫିଫା ଓ କତାର ବିବାଦ ମଧ୍ୟକୁ ଆସିଥିଲେ। ଏବେ ଭାରତ ଭିତରୁ ଫିଫା ଫୁଟବଲ ବିଶ୍ୱକପ ବିରୋଧରେ ସ୍ୱର ଉଠିଛି।ଆୟୋଜକ

ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି

ଚାକିରି ପାଇଁ ଆଶା ରଖିଥିବା ଲୋକଙ୍କୁ ବଡ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ନିଯୁକ୍ତି ମେଳା ମାଧ୍ୟମରେ ସେ ୭୧ ହଜାର ଆଶାୟୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟୁଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ