ଆତଙ୍କବାଦକୁ ସମର୍ଥନ କରିବାକୁ ପ୍ରଶୟ ଦିଆଯିବନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୋ ମନି ଫର୍‌ ଟେରର୍‌ ମିନିଷ୍ଟରିୟାଲ୍‌ କନ୍‌ଫରେନ୍‌ସ୍‌’ରେ ପ୍ରଧାନମନ୍ତ୍ରୀ ଆତଙ୍କବାଦ ଉପରେ କଡା ପ୍ରହାର କରିବାକୁ କହିଛନ୍ତି । ଆତଙ୍କବାଦୀଙ୍କୁ ଅର୍ଥ ସହ ଅନ୍ୟ କୈାଣସି ସହାୟକ ଯୋଗାଉଥିବା ଦେଶ ଉପରେ କଠାେର କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ମୋଦି କହିଛନ୍ତି । କେତେକ

ଭିସା ପାଇଁ ଭାରତୀୟଙ୍କୁ ଆବଶ୍ୟକ ପଡ଼ିବନି ପିସିସି

ଭାରତୀୟ ପାଇଁ ବଡ଼ ଘୋଷଣା କରିଛି ସାଉଦି ଆରବ। ଏଣିକି ଭାରତୀୟ ନାଗରିକଙ୍କୁ ଆରବ ଭିସା ହାସଲ କରିବା ପାଇଁ ପୁଲିସ କ୍ଲିୟରାନ୍ସ ସାର୍ଟିଫିକେଟ (ପିସିସି) ଦେବାକୁ ପଡିବ ନାହିଁ । ଦିଲ୍ଲୀସ୍ଥିତ ସାଉଦି ଦୂତାବାସ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି । ଏବେ ଭିସା ପାଇଁ ପୁଲିସ

ଭାରତ- ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ବାତିଲ

ୱେଲିଂଟନ: ବିଶ୍ୱକପ୍‌ ଅଭିଯାନ ପରେ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ ବାତିଲ ହୋଇଯାଇଛି । ବର୍ଷା ପାଇଁ ପ୍ରଥମ ମ୍ୟାଚ ବାତିଲ ହୋଇଛି । ଅଷ୍ଟ୍ରେଲିଆରେ ଟପ୍‌ ଅର୍ଡରରେ ଖେଳିଥିବା ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ

ଧର୍ମ ପରିବର୍ତ୍ତନ ପାଇଁ ନମାନିବାରୁ ପ୍ରେମିକାକୁ ୪ ମହଲା ଛାତରୁ ଠେଲିଦେଲା ମହମ୍ମଦ ସୁଫିଆନ

ଲକ୍ଷ୍ନୌ : ଦିଲ୍ଲୀରେ ପ୍ରେମିକାକୁ ହତ୍ୟାକରି ମୃତଦେହକୁ ୩୫ ଖଣ୍ଡ କରିଥିଲା ଅଭିଯୁକ୍ତ ପ୍ରେମିକ ଆଫତାବ ଅମିନ୍‌ ଏବେ ଜେଲରେ । ଯାହାକି ସାରା ଦେଶର ଜନସାଧାରଣଙ୍କୁ ସ୍ତବ୍ଧ କରିଦେଇଛି । ଏହାକୁ ନେଇ ମହିଳା ସଂଗଠନମାନେ ନିନ୍ଦା କରିଥିବା ବେଳେ ବୁଦ୍ଧିଜୀବୀମାନେ ଦୋଷୀଙ୍କୁ ଫାଶୀ

ନାମାଙ୍କନ ପତ୍ର ଦାଖଲ କଲେ ତିନି ଦଳର ପ୍ରାର୍ଥୀ

ପଦ୍ମପୁର, : ପଦ୍ମପୁର ଉପନିର୍ବାଚନ ପାଇଁ ତିନି ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମେ ବିଜେଡି ପ୍ରାର୍ଥୀନୀ ବର୍ଷା ବରିହା ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେ ଏକ ଶୋଭାଯାତ୍ରାରେ ଯାଇ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ

ରାଜଧାନୀର ପ୍ରତ୍ୟେକ ସ୍କୁଲରେ ପଢ଼ାଯିବ ସାଇବର ପାଠ

ରାଜ୍ୟରେ ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ଏକ ନୂଆ ପ୍ରୟାସ ଆରମ୍ଭ କରିଛି । ଏଣିକି ପୋଲିସ ସ୍କୁଲମାନଙ୍କୁ ଯାଇ ସେଠାରେ ପିଲାମାନଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରାଇବ । ଏନେଇ କମିସନରେଟ ପୋଲିସ ତରଫରୁ ଏକ ମାଷ୍ଟର ପ୍ଲାନ

ରାହୁଲ ଗାନ୍ଧିଙ୍କୁ ଚେତାବନୀ ଦେଲେ ସିନ୍ଧେ

ସ୍ୱାଧୀନତା ସଂଗ୍ରାମୀ ଭିଡି ସାବରକରଙ୍କ ପ୍ରତି ଅପମାନ ସୂଚକ ଟିପ୍ପଣୀ ବରଦାସ୍ତ କରାଯିବ ନାହିଁ। ସବରକରଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ଏହା କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ

ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ

ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଳମ୍ବିତ ରାତିରେ ସେ ତାଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା।ବୁଧବାର ବିଳମ୍ବିତ ରାତିରେ ଅବସର ବେଉରିଆ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ

ଓଡ଼ିଶାରେ ଫସଲ ବୀମା ଦୁର୍ନୀତିର ତଦନ୍ତ ଦାବି କଲେ ଧର୍ମେନ୍ଦ୍ର

୨୦୨୧ ଖରିଫ ଋତୁରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା କ୍ଷତିପୂରଣ ପ୍ରଦାନରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ ଆଣି ଏହାର ତୁରନ୍ତ ତଦନ୍ତ କରାଇବା ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାବି କରିଛନ୍ତି । ଶ୍ରୀ ପ୍ରଧାନ ଆଜି ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ

ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ସବୁ ପ୍ରାର୍ଥୀ ଦାଖଲ କରିବେ ପ୍ରାର୍ଥୀପତ୍ର

ଆଜି ପଦ୍ମପୁର ଉପନିର୍ବାଚନର ନାମାଙ୍କନ ଦାଖଲର ଅନ୍ତିମ ଦିବସ ହୋଇଥିବାରୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ପ୍ରକାଶ ଥାଉକି, ବରଗଡ଼ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ଉପନିର୍ବାଚନ