Browsing Category

Uncategorized

ମା ହୋଇଛନ୍ତି ବଲିଉଡ ତଥା ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ କରିସ୍ମା ତନ୍ନା ,ଗୁରୁ ପୂର୍ଣ୍ଣିମାରେ ପୁତ୍ର ସନ୍ତାନକୁ…

ବଲିଉଡ ତଥା ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ କରିସ୍ମା ତନ୍ନା ମା ହୋଇଛନ୍ତି । ଗୁରୁ ପୂର୍ଣ୍ଣିମାରେ କରିସ୍ମା ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ମା ହେବା ନେଇ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ଖୁସି ସେୟାର କରିଛନ୍ତି । ସେ ନୋଟ୍ ସେୟାର କରି ଲେଖିଛନ୍ତି, ଗୁରୁ…

୪ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ । ୪ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୁଧବାର ସକାଳ ସମୟରେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଗସ୍ତ କରିଲେ ମୁଖ୍ୟମନ୍ତ୍ରୀ । ଖବର ଅନୁଯାୟୀ, ବୁଧବାର ଦିନ ସକାଳ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତ…

ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ

ଶ୍ରୀକ୍ଷେତ୍ରରେ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ ଶେଷ ହେବା ପରେ ଆଜି ପବିତ୍ର ଦ୍ୱାଦଶୀ ତିଥିରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ଆଜି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇଥିଲା।…

ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ତିନି ଠାକୁର,ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରରେ ବାହାରିବ ପ୍ରଥମ ଆଡ଼ପ ଅବଢ଼ା

ଶୁକ୍ରବାର ଶରଧାବାଲିରେ ତିନି ରଥ ପହଞ୍ଚିବା ପରେ ଆଜି ଆଡ଼ପ ମଣ୍ଡପେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂରତି। ଶନିବାର ସମସ୍ତ ନୀତିକାନ୍ତି ପରେ ୭ଟା ପରେ ଶ୍ରୀଜିଉଙ୍କ ଆଡ଼ପ ବିଜେ ନୀତି ଆରମ୍ଭ ହୋଇଥିଲା। ଏହି ସମୟରେ ହୁଳହୁଳି, ଘଣ୍ଟ ବାଦ୍ୟ ଓ ଜୟ ଜଗନ୍ନାଥ ଧ୍ଵନିରେ ପ୍ରକମ୍ପିତ ହୋଇ ଉଠିଥିଲା…

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କରିଛନ୍ତି ପ୍ରାୟ ୪୫,୦୦୦ ଯାତ୍ରୀ

ଯେତେବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ଜୁନ୍‍ ୬ ତାରିଖ ରେ ଐତିହାସିକ ୨୭୨ କିଲୋମିଟର ଦୀର୍ଘ ଉଧମପୁର-ଶ୍ରୀନଗର-ବାରାମୁଲା ରେଳ ସଂଯୋଗକୁ ଉଦଘାଟନ କରିଥିଲେ, ସେତେବେଳେ ଏହା ଏକ ମୁହୂର୍ତ୍ତ ଥିଲା ଯାହା ମହତ୍ତ୍ୱାକାଂକ୍ଷାକୁ ବାସ୍ତବତାରେ ପରିଣତ କରିଥିଲା। ୨୦୨୬ ଏପ୍ରିଲ୍‍ ୩୦…

ପୁରୀ ଅସ୍ତରଙ୍ଗ ପୀର ଯାହାନିଆ ସମୁଦ୍ରରେ ବିଚିତ୍ର ଦୃଶ୍ୟ,ଦେଖାଦେଲା ହାତୀ ଶୁଣ୍ଢ

ସମୁଦ୍ରରେ ଦେଖାଦେଲା ହାତୀ ଶୁଣ୍ଢ । ପୁରୀ ଅସ୍ତରଙ୍ଗ ପୀର ଯାହାନିଆ ସମୁଦ୍ରରେ ବିଚିତ୍ର ଦୃଶ୍ୟ ଦେଖାଯାଇଛି । ପର୍ଯଟକ ମାନେ ସ୍ନାନ କରୁଥିବା ସମୟରେ ସମୁଦ୍ର ଭିତରେ ଦେଖିବାକୁ ମିଳିଥିଲା ଏକ ବିଚିତ୍ର ଦୃଶ୍ୟ । ପାଗ ଠିକଠାକ ରହିଥିବା ବେଳେ ହଠାତ ସମୁଦ୍ର ଉପରେ ଘୋଟି ଆସିଥିଲା କଳାହାଣ୍ଡିଆ…

ସ୍ବାଗତ ନୂଆବର୍ଷ ୨୦୨୬

ଭୁବନେଶ୍ୱର: ୨୦୨୫ର ସ୍ମୃତିକୁ ବିଦାୟ ଦେଇ ଆଜି ଏକ ନୂଆ ଆଶା ଓ ଉଦ୍ଦୀପନା ସହ ଓଡ଼ିଶାବାସୀ ସ୍ୱାଗତ କରିଛନ୍ତି ୨୦୨୬କୁ। ଆଜି ନୂଆ ବର୍ଷର ପ୍ରଥମ ଦିନ ହୋଇଥିବା ବେଳେ ବାରଟି ମଧ୍ୟ ଅତ୍ୟନ୍ତ ଶୁଭ— ପବିତ୍ର ଗୁରୁବାର। ରାଜଧାନୀ ଭୁବନେଶ୍ୱରରେ ଆଜି ସକାଳୁ କୁହୁଡ଼ିଆ ପାଗ ସହ ଏକ ରୋମାଞ୍ଚକର…

ଅଷ୍ଟ୍ରେଲିଆର ବଣ୍ଡି ବିଚ୍ ଆତଙ୍କବାଦୀ ଆକ୍ରମଣ ,ଆତଙ୍କବାଦୀଙ୍କୁ ରାଇଫଲ ସହ ଜାବୁଡ଼ି ଧରିଲେ ଅହମଦ

ସିଡ୍‌ନୀ, ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର ପ୍ରସିଦ୍ଧ ବଣ୍ଡି ବିଚ୍‌ରେ ରବିବାର ସନ୍ଧ୍ୟାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ସମୟରେ ଜଣେ ସାଧାରଣ ନାଗରିକଙ୍କ ଅଦମ୍ୟ ସାହସିକତା ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇ ଦେଇଛି। ଏଠାରେ ଚାଲିଥିବା ଇହୁଦୀମାନଙ୍କ ହନୁକ୍କା ଉତ୍ସବରେ ଦୁଇ ଆତଙ୍କବାଦୀ…

ଭାରତ ବନାମ ଦକ୍ଷିଣ ଆଫ୍ରିକା, ଦ୍ୱିତୀୟ T20I ଆଜି

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ T20I ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଆଜି (ଡିସେମ୍ବର ୧୧) ଚଣ୍ଡିଗଡ଼ର ମୁଲ୍ଲାନପୁରସ୍ଥିତ ମହାରାଜା ଯାଦବିନ୍ଦ୍ର ସିଂ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ…

ସ୍ୱାମୀଙ୍କ ସହ ଗୃହ ପ୍ରବେଶ କଲେ ଆଲିଆ

ବଲିଉଡ୍‌ର ମୋଷ୍ଟ ଆଡରେବଲ କପଲ ଆଲିଆ ଭଟ୍ଟ ଏବଂ ରଣବୀର କପୁର । ଗତ ମାସରେ ମୁମ୍ବାଇର ପାଲି ହିଲ୍ରେ ଥିବା ସେମାନଙ୍କର ବିଳାସପୂର୍ଣ୍ଣ ୬ ମହଲା ବିଶିଷ୍ଟ ଘରର କିଛି କାମ ବାକି ଥିଲା । ଏବେ ତାହା ସମ୍ପୂର୍ଣ୍ଣ ହୋଇଛି ଏବଂ ସେମାନେ ତାଙ୍କର ସୁନ୍ଦର ଘରକୁ ଶିଫ୍ଟ ହେବା ସହ ଏକ ନୂତନ ଅଧ୍ୟାୟ…