ସୀମା ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାର

ସୀମା ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାର। ମହାରାଷ୍ଟ୍ରର ଏକ ଇଞ୍ଚ ଜମି ବି କାହାକୁ ନେବାବୁ ଦିଆଯିବନି ବୋଲି ଖୁଲମଖୁଲା ଚେତାବନୀ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଅପରପକ୍ଷେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ

ପଦ୍ମପୁର ଉପନିର୍ବାଚନରେ ଟ୍ରାକିଂ ଅଭିଯୋଗ

ପଦ୍ମପୁର ଉପ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ନେତାଙ୍କ ପ୍ରଚାର ଜୋର ଧରିଛି। ହେଲେ ଏହା ମଧ୍ୟରେ ପୁଲିସ୍‌ ଯାଞ୍ଚ କଡ଼ାକଡ଼ି କରାଯାଇଛି। ପୁଲିସ୍‌ ପକ୍ଷରୁ ବିଭିନ୍ନ ଦଳର ନେତାଙ୍କ ସମେତ ଷ୍ଟାର ପ୍ରଚାରକଙ୍କ ଗାଡ଼ି ଯାଞ୍ଚ ହେଉଥିବା ବେଳେ ଡ୍ରାଇଭରଙ୍କ ନମ୍ବର ବି ରଖାଯାଉଛି।

ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା

ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ପୁଣି ଆଜି ଦ୍ବିତୀୟ ଦିନ ଲାଗି ଇଡି ଜେରା କରିବ । ଇଡିରେ ହାଜର ହେବା ସମୟରେ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ମଧ୍ୟ କିଛି କହିନଥିଲେ ଶ୍ରଦ୍ଧାଞ୍ଜଳି । ୨୩ ତାରିଖ ଦିନ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ତାଙ୍କୁ ୧୪ ଘଣ୍ଟା ଧରି ଜେରା

ବିଧାନସଭାରେ ପୁଣି ହଟ୍ଟଗୋଳ

ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନ ୨୪ ତାରିଖରୁ ଆରମ୍ଭ ହୋଇଥିଲା ବେଳେ ହଟ୍ଟଗୋଳ ଜାରି ରହିଛି । ହଟ୍ଟଗୋଳ ପାଇଁ ବିଧାନସଭା ଅପରାହ୍ନ 4ଟା ପର୍ଯ୍ୟନ୍ତ ମୂଲତବି ରହିଛି । ପ୍ରଥମ ଦିନରେ ୬ ଜଣ ପୂର୍ବତନ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶୋକ ପ୍ରସ୍ତାବ ଆଗତ ପରେ ହଟ୍ଟଗୋଳ ଆରମ୍ଭ

ନ୍ୟୁଜିଲାଣ୍ଡକୁ ୩୦୭ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

ଅକ୍‌ଲାଣ୍ଡ: ପ୍ରଥମ ଦିନିକିଆରେ ଭାରତ 306 ରନ୍ କରିଛି । ଭାରତୀୟ ଟିମ୍‌ ପକ୍ଷରୁ ଶ୍ରେୟସ ଆୟର ୮୦ ରନ୍ ଓ ଶିଖର ଧଓ୍ବନ୍‌ ୭୨ ରନ୍‌ର ଇନିଂସ ଖେଳିଛନ୍ତି। ଭାରତ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ୩୦୭ ରନ୍‌ର ଟାର୍ଗେଟ ଦେଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ୭ ଓ୍ବିକେଟରେ ୩୦୬ ରନ୍‌

ମହେନ୍ଦ୍ର କୁମାର ବଢ଼େଇ ବିଜେଡି ମୁଖପାତ୍ର ନିଯୁକ୍ତ

ମହେନ୍ଦ୍ର କୁମାର ବଢ଼େଇ ବିଜେଡି ମୁଖପାତ୍ର ନିଯୁକ୍ତ । ମହେନ୍ଦ୍ରଙ୍କୁ ଦଳ ପକ୍ଷରୁ ନୂତନ ଦାୟିତ୍ୱ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ରଂଜନ ମଙ୍ଗରାଜ । କିଛିଦିନ ତଳେ ମହେନ୍ଦ୍ର ବଢେଇ OAS ପଦବୀରୁ ଭିଆରଏସ୍ ନେଇ ବିଜେଡିରେ ଯୋଗ ଦେଇଥିଲେ । ଦଳ ପାଇଁ

ହକି ବିଶ୍ୱକପ ପାଇଁ ଆଜିଠୁ ଅନଲାଇନ୍ ଟିକେଟ୍

ହକି ବିଶ୍ୱକପ ପାଇଁ ଆଜିଠୁ ଅନଲାଇନ୍ ଟିକେଟ୍ ମିଳିବ । ଦିନ ଗୋଟାଏ ପରେ ‘ପେଟିଏମ ଇନସାଇଡ’ www.insider.inର ସାଇଟକୁ ଯାଇ ଟିକେଟ୍ ବୁକିଂ କରିପାରିବେ । ଜଣେ ବ୍ୟକ୍ତି ସର୍ବାଧିକ ଦୁଇଟି ଟିକେଟ୍ କିଣିପାରିବେ । ୧୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ଟିକେଟର ମୂଲ୍ୟ ରହିଛି । ଅନଲାଇନ

ଧାରଣାସ୍ଥଳରେ ମାଣବସା ଗୁରୁବାର ପାଳନ କଲେ ଅଙ୍ଗନବାଡ଼ି ଦିଦି

ଧାରଣାସ୍ଥଳରେ ମାଣବସା ଗୁରୁବାର ପାଳନ କଲେ ଅଙ୍ଗନବାଡ଼ି ଦିଦି। ଧାରଣ ରହି ନିଜର ହକ୍ ପାଇଁ ସରକାରଙ୍କୁ ପ୍ରତିବାଦ କରିଛନ୍ତି ଅଙ୍ଗନବାଡ଼ି କର୍ମୀ । ଆଜିକୁ ୩ ଦିନ ହେବ ଭାରତୀୟ ମଜଦୁର ସଙ୍ଘ ସଂଲଗ୍ନ ଅଲ ଓଡିଶା ଲେଡିସ ଅଙ୍ଗନବାଡ଼ି ୱର୍କର ପକ୍ଷରୁ ଧାରଣା ଜାରି ରହିଛି। ୮ ଦଫା ଦାବି ପୂରଣ

କେନ୍ଦ୍ର ଅନୁସୂଚିତ ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଦୁଇ ଦିନିଆ ଭଦ୍ରକ ଓ ବାଲେଶ୍ୱର ଗସ୍ତ

କେନ୍ଦ୍ର ଅନୁସୂଚିତ ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଦୁଇ ଦିନିଆ ଭଦ୍ରକ ଓ ବାଲେଶ୍ୱର ଗସ୍ତରେ ଆସିଛନ୍ତି। ବୁଧବାର ରାତିରେ ଅର୍ଜୁନ ମୁଣ୍ଡା ଭଦ୍ରକରେ ପହଞ୍ଚି ସର୍କିଟ ହାଉସରେ ରାତ୍ରି ଯାପନ କରିଥିଲେ। ଆଜି ସକାଳେ ସହରର ଦକ୍ଷିଣକାଳୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ।

ଇଡି ଜାଲରେ ପଡିଛନ୍ତି କାର ସୋ’ରୁମ୍ ମାଲିକ ଗଙ୍ଗାଧର ସାମଲ

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ତଦନ୍ତ ଯେତେ ଆଗକୁ ଯାଉଛି, ସେତେ ନୂଆ ତଥ୍ୟ ପଦାକୁ ଆସୁଛି । ଏହି କ୍ରମରେ ଇଡି ଜାଲରେ ପଡିଛନ୍ତି କାର ସୋ’ରୁମ୍ ମାଲିକ ଗଙ୍ଗାଧର ସାମଲ। କାର୍ ସୋରୁମ ମାଲିକଙ୍କୁ ଇଡି ପକ୍ଷରୁ ଜାରି ନୋଟିସ ହୋଇଥିଲା। ନୋଟିସ୍