ଗୁଜରାଟ ନିର୍ବାଚନ ପାଇଁ ବିଜେପିର ସଂକଳ୍ପ ପତ୍ର

ଆସନ୍ତା ୫ ବର୍ଷରେ ୨୦ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ। ୧ଲକ୍ଷ ମହିଳାଙ୍କୁ ବି ମିଳିବ ରୋଜଗାର। ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ସଂକଳ୍ପ ପତ୍ର ଜାରି କରି ଏଭଳି ପ୍ରତିଶ୍ରୁତି ଦେଇଛି ବିଜେପି । ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା କହିଛନ୍ତି, ଗୁଜରାଟରେ ଦୁଇଟି ସିଫୁଡ୍

ଇ-କୋର୍ଟ ସମ୍ବନ୍ଧୀୟ ବିଭିନ୍ନ ନୂଆ ପ୍ରକଳ୍ପ ଉଦଘାଟନ କଲେ ମୋଦି

ଆଜି ଭାରତୀୟ ସମ୍ବିଧାନ ଦିବସ। ସୁପ୍ରିମକୋର୍ଟରେ ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏ ଅବସରରେ ପ୍ରଧାନମନ୍ତ୍ରୀ ଇ-କୋର୍ଟ ସମ୍ବନ୍ଧୀୟ ବିଭିନ୍ନ ନୂଆ ପ୍ରକଳ୍ପ ଉଦଘାଟନ କରିଛନ୍ତି। ସମ୍ବିଧାନର ମୂଲ୍ୟବୋଧର ପ୍ରଚାର ପ୍ରସାର ନିମନ୍ତେ, ୨୦୧୫

ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଛି ଭାରତୀୟ ପୁରୁଷ ହକି ଟିମ୍‌

ଦମଦାର ଲଢ଼େଇ ସତ୍ତ୍ୱେ ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଛି ଭାରତୀୟ ପୁରୁଷ ହକି ଟିମ୍‌। ଶେଷ ମିନିଟ୍‌ରେ ଦଳ କରିଥିବା ତ୍ରୁଟି ଯୋଗୁ ଅଷ୍ଟ୍ରେଲିଆ ୫-୪ରେ ମ୍ୟାଚ୍‌ ଜିତି ୫ ଟିକିଆ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି।ଭାରତ ପକ୍ଷରୁ ଆକାଶଦୀପ ସିଂହ ହ୍ୟାଟ୍ରିକ

କଟକ ବଡ଼ ଡାକ୍ତରଖାନାର ବିକଳ ଚିତ୍ର

କେତେବେଳେ ରାସ୍ତା ନ ଥିବାରୁ ତ କେତେବେଳେ ଆମ୍ବୁଲାନ୍ସ ଅଭାବରୁ ରୋଗୀଙ୍କୁ ମାଇଲ ମାଇଲ ବାଟ ବୋହି ନେବା ଘଟଣା ରାଜ୍ୟରେ ନିତିଦିନିଆ ହୋଇଗଲାଣି। ହେଲେ ଉପାନ୍ତ ଅଞ୍ଚଳର ଏପରି କରୁଣ ଚିତ୍ର ଏବେ କଟକ ବଡ଼ ଡାକ୍ତରଖାନାରେ ଦେଖିବାକୁ ମିଳିଛି । ଷ୍ଟ୍ରେଚର ମିଳୁ ନଥିବାରୁ

ମହାକାଶକୁ ୯ଟି ସାଟେଲାଇଟ୍‌ ପ୍ରେରଣ କଲା ଭାରତ

ଶ୍ରୀହରିକୋଟା : ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍‌ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ୍‌ ପ୍ୟାଡ୍‌ରୁ ‘ପିଏସ୍‌ଏଲ୍‌ଭି’ ରକେଟ୍‌ ଯୋଗେ ‘ଇସ୍ରୋ’ ୮ଟି ଅତି କ୍ଷୁଦ୍ର ସାଟେଲାଇଟ୍‌ ମହାକାଶକୁ ପ୍ରେରଣ କରିଛି।

ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ ପରଲୋକରେ

ପୁଣେ: ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ। ପୁଣେର ଦୀନାନାଥ ମଙ୍ଗେଶକର ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା ବେଳେ ତାଙ୍କର ବିୟୋଗ ଘଟିଛି। ଏହି ବିଶିଷ୍ଟ ଅଭିନେତାଙ୍କ ବିୟୋଗରେ ଚାରିଆଡେ ଗଭୀର ଶୋକ ପ୍ରକାଶ ପାଇଛି ।

ଶୂନ୍ୟକାଳରେ ଉଠିଲା ଚାଷୀ ପ୍ରସଙ୍ଗ

ଭୁବନେଶ୍ୱର: ଚାଷୀ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ଶୂନ୍ୟକାଳରେ ହୋ ହାଲ୍ଲା ହୋଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଚାଷୀଙ୍କ ପାଇଁ ସମସ୍ତେ ଯଦି କାନ୍ଦୁଛନ୍ତି ତେବେ ଚାଷୀ ଦୁଃଖରେ କାହିଁକି ଅଛନ୍ତି । ସମସ୍ତ ଦଳ ଚାଷୀଙ୍କୁ ସମର୍ଥନ

ଓଡ଼ିଶାରୁ ଚାଲିବ ଜଗନ୍ନାଥ ଏକ୍ସପ୍ରେସ, ବନ୍ଦେ ଭାରତ ଏକ୍ସପ୍ରେସ: ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ୱର : ଓଡ଼ିଶା ପାଇଁ ବଡ଼ ଖବର । ରେଳର ବିକାଶ ପାଇଁ ରେଳମନ୍ତ୍ରୀ କହିଛନ୍ତି ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ନାମରେ ଜଗନ୍ନାଥ ଏକ୍ସପ୍ରେସ ଚାଲିବ ଯାହା ଅନ୍ୟାନ୍ୟ କ୍ଷେତ୍ରକୁ ସଂଯୋଗ କରିବ । ଆସନ୍ତା ରଥଯାତ୍ରା ସମୟରେ ଏନେଇ ବିସ୍ତୃତ ଘୋଷଣା କରିବେ ରେଳମନ୍ତ୍ରୀ । ରେଳ

ଆଫଗାନିସ୍ତାନରେ ହାହାକାର ସ୍ଥିତି

ଆଫଗାନିସ୍ତାନରେ ଜାରି ରହିଛି ହାହାକାର ସ୍ଥିତି। ପରିସ୍ଥିତି ବେଳକୁ ବେଳ ଆହୁରି ସଙ୍ଗିନ ହେବାରେ ଲାଗିଛି। ଲୋକମାନେ ବଞ୍ଚିବାକୁ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରୁଛନ୍ତି । ଚାରିଆଡ଼େ ଖାଦ୍ୟାଭାବ । ତାଲିବାନର କ୍ରୂରତାକୁ ଯେନତେନ ସହିଯାଉଛନ୍ତି । ହେଲେ ପେଟର ଭୋକଜ୍ୱାଳା ବରଦାସ୍ତ ହେଉନି ।

‘ଶିଶିର ସରସ’ ମେଳା ଏଥର ବରମୁଣ୍ଡା ପଡ଼ିଆରେ

ସବୁଥର ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୁଏ ଶିଶିର ସର ମେଳା । ଏଥର କିନ୍ତୁ ହକି ବିଶ୍ୱକପ୍‌ ଉପଲକ୍ଷେ ଡଟ୍‌ ଫେଷ୍ଟ୍‌ ପାଇଁ ସ୍ଥାନ ବଦଳିଛି । ପ୍ରଦର୍ଶନୀ ପଡ଼ିଆ ବଦଳରେ ବିଜୁ ପଟ୍ଟନାୟକ ଖେଳ ପଡ଼ିଆ, ବରମୁଣ୍ଡାରେ ହେବ ଜାତୀୟ ଗ୍ରାମୀଣ ହସ୍ତଶିଳ୍ପ ସାମଗ୍ରୀର ମେଳା