ଆମ୍ ଆଦମୀ ପାର୍ଟିକୁ ଝଟକା,ଏଥର ବିଜେପି, କଂଗ୍ରେସ, ଆପ ମଧ୍ୟରେ ହେବ ଲଢ଼େଇ

ଗାନ୍ଧୀନଗର: ଆମ୍ ଆଦମୀ ପାର୍ଟିକୁ ନିର୍ବାଚନ ପୂର୍ବରୁ ଲାଗିଛି ଜୋରଦାର ଝଟକା। ଦଳରୁ ଇସ୍ତଫା ଦେଇଛନ୍ତି ଆଶାୟୀ ବିଧାୟକ ପ୍ରାର୍ଥୀ। ଗୁଜରାଟ କଚ୍ଛ ଜିଲ୍ଲା ଅବଡାସା ଆସନରୁ ଆପ୍ ଟିକେଟରେ ଲଢିଥାନ୍ତେ ବସନ୍ତ ବଲଜୀଭାଇ ଖେତାନୀ। ଟିକେଟ୍ ବି ଦେଇଥିଲା ଦଳ। ହେଲେ ହଠାତ୍ ଖେତାନୀ ଦଳରୁ ଇସ୍ତଫା

ପଦ୍ମପୁରରେ ‌ବିଜେଡି କର୍ମୀଙ୍କ ଘରେ କେନ୍ଦ୍ରୀୟ ଟିମ୍‌ର ରେଡ୍‌

ପଦ୍ମପୁର: ଉପ ନିର୍ବାଚନକୁ ମାତ୍ର ଆଉ କିଛିଦିନ ଥିବା ବେଳେ ପାଇଁ ପ୍ରସ୍ତୁତ ହେଉଥିବା ପଦ୍ମପୁରରେ ‌ବିଜେଡି କର୍ମୀଙ୍କ ଘରେ କେନ୍ଦ୍ରୀୟ ଟିମ୍‌ର ରେଡ୍‌ ହୋଇଛି। ୩ ପ୍ରତିଷ୍ଠିତ ବ୍ୟବସାୟୀ ତଥା ବିଜେଡିର ୩ କର୍ମୀଙ୍କ ଘରେ ଆୟକର ବିଭାଗ ଛାନଭିନ ଆରମ୍ଭ କରିବାକୁ ନେଇ ରାଜନୀତି ଜୋର ଧରିଛି

ମଦ୍ରାସାରେ କେବଳ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ମିଳିବ

ନୂଆଦିଲ୍ଲୀ: ମଦ୍ରାସାକୁ ଆଉ ମିଳିବନି ସ୍କଲାରସିପ୍ । ଏନେଇ କେନ୍ଦ୍ର ସରକାର ନେଇଛନ୍ତି ବଡନିଷ୍ପତ୍ତି । ଦେଶରେ ଥିବା ମଦ୍ରାସା ଗୁଡିକର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ସ୍କଲାରସିପ ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ପୂର୍ବପରି ୯ମ ଓ

ରାଜ୍ୟରେ ମହିଳା ବିରୋଧୀ ହିଂସା ବଢ଼ିବାରେ ଲାଗିଛି

ରାଜ୍ୟରେ ମହିଳା ବିରୋଧୀ ହିଂସା ବଢ଼ିବାରେ ଲାଗିଛି । ଦେଶରେ ୨୯.୩% ମହିଳା ସ୍ୱାମୀଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ବେଳେ ଓଡ଼ିଶାରେ ଏହି ହାର ୩୦.୬% । ଅର୍ଥାତ୍‌ ଜାତୀୟ ତୁଳନାରେ ରାଜ୍ୟରେ ୧.୩% ଅଧିକ । ଏହି କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଦେଶରେ ନବମ । କର୍ଣ୍ଣାଟକରେ ସର୍ବାଧିକ ୪୪.୪%

ରାଜଧାନୀରେ ସରକାର ଶିକ୍ଷକ ଲଢ଼େଇ

ଭୁବନେଶ୍ବର: ସରକାର ଶିକ୍ଷକ ଲଢ଼େଇ ଏବେ ରାଜଧାନୀରେ । ଆନ୍ଦୋଳନକୁ ଓହ୍ଲାଇଛନ୍ତି ହଜାର ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ । ନୂତନ ପେନସନ ଯୋଜନାରେ ସରକାରଙ୍କ ନୀତିବିହୀନ ନିଷ୍ପତ୍ତିକୁ ବିରୋଧ କରି ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଲୋକସେବା ଭବନ ସମ୍ମୁଖରେ

ଚୀନ୍‌ର ‘ଇଣ୍ଡିଆନ୍‌ ଓସେନ୍‌ ରିଜନ୍‌ ମିଟ୍‌’ରେ ଭାରତ ଅନୁପସ୍ଥିତ

ଚଳିତ ସପ୍ତାହରେ ଚୀନ୍‌ ଆୟୋଜନ କରିଥିବା ଭାରତ ମହାସାଗର ଅଞ୍ଚଳର ୧୯ଟି ରାଷ୍ଟ୍ରର ବୈଠକରେ ଭାରତର ଅନୁପସ୍ଥିତ ସ୍ପଷ୍ଟ ବାରି ହୋଇପଡ଼ିଛି।ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ସହିତ ସମ୍ପୃକ୍ତ ଥିବା ‘ଦି ଚାଇନା ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଡେଭ୍‌ଲପ୍‌ମେଣ୍ଟ୍‌ କ‌ୋଅପରେସନ୍‌ ଏଜେନ୍‌ସି’ (ସିଆଇଡିସିଏ)

‘ଜି୨୦’ର ଅଧ୍ୟକ୍ଷତା ଏକ ସୁଯୋଗ ଓ ଗୌରବର କଥା ବୋଲି ‘ମନ୍‌ କୀ ବାତ୍‌’ରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ…

‘ଜି୨୦’ର ଅଧ୍ୟକ୍ଷତା ଆମ ପାଇଁ ଏକ ସୁଯୋଗ ଓ ଗୌରବର କଥା ବୋଲି ଆଜି ‘ମନ୍‌ କୀ ବାତ୍‌’ର ୯୫ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ କହିଛନ୍ତି। ସୁଦୂର ତେଲେଙ୍ଗାନାରୁ ଆସିଥିବା ଗୋଟାଏ ବିଶେଷ ଉପହାର ପ୍ରସଙ୍ଗ ଦର୍ଶାଇ ଆଜି ପ୍ରଧାନମନ୍ତ୍ରୀ ‘ମନ୍‌ କୀ ବାତ୍‌’

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୪୦ ଏକର ଜମି ବିକିଛି ପ୍ରଶାସନ

କରୋନା କାଳ ଅର୍ଥାତ୍ ଗତ ୨ବର୍ଷ ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଓଡ଼ିଶା ଭିତରେ ଥିବା ୪୦ ଏକର ୭୯୯ ଡିସିମିଲ ଜମି ବିକ୍ରି ହୋଇଛି । ମହାପ୍ରଭୁଙ୍କର ମୋଟ ୬୦୪୨୬ ଏକର ୯୪୩ ଡିସିମିଲ ଭୂ-ସମ୍ପତ୍ତି ଥିବାବେଳେ ସେଥିରୁ ମାତ୍ର ୩୮ହଜାର ୦୬୨ଏକର ଜମିର ସଂଶୋଧିତ ସ୍ୱତ୍ତ୍ୱଲିପି ଶ୍ରୀମନ୍ଦିର

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ

ଶନିବାର ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷି ଥିବା ବେଳେ ରବିବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବରଗଡ଼ରୁ ନୂଆପଡ଼ାକୁ ନୂଆ ରେଳ

ପିଛା ଛାଡୁନି ଆମ୍ ଆଦମୀ ପାର୍ଟି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଅଡୁଆ

ପିଛା ଛାଡୁନି ଆମ୍ ଆଦମୀ ପାର୍ଟି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଅଡୁଆ । ଜେଲ୍ ଭିତରେ ସେ ନେଉଛନ୍ତି ଭିଭିଆଇପି ମଜା। ତିହାର ଜେଲ୍ ଭିତରୁ ଆମ୍ ମନ୍ତ୍ରୀଙ୍କ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି। ପ୍ରଥମେ ଜେଲ୍ ଭିତରେ ବଡି ମସାଜ, ତା’ପରେ ରେଷ୍ଟୁରାଣ୍ଟର ଖାଦ୍ୟ ଆଉ ଏବେ ଜନତା