ଆଜି ବିଶ୍ୱ ଏଡସ ଦିବସ

ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡସ୍ ଦିବସ ରୂପେ ପାଳନ କରାଯାଇଥାଏ । ଏହି ଦିବସ ପାଳନର ପ୍ରଥମ ଲକ୍ଷ୍ୟ ହେଉଛି ଏଡ଼ସକୁ ନେଇ ଲୋକ ମାନଙ୍କୁ ଜାଗରଣ କରିବା । ଏଡ଼ସର କାରଣ ହେଉଛି ଏଚଆଇଭି ( ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ) । ଏହା ଶରୀରର ଇମ୍ୟୁନ ସିଷ୍ଟମକୁ ଆକ୍ରମଣ କରିଥାଏ । ଏବଂ

ବିଶ୍ବକପ୍ ହକି ପୂର୍ବରୁ ଭୁବନେଶ୍ବର ବଦଳିଛି ସୈାନ୍ଦର୍ଯ୍ୟ

ଭୁବନେଶ୍ବର: ଆଉ ଦୁଇ ସପ୍ତାହ ରହିଲା ହକି ବିଶ୍ୱକପ୍ । ହକି ମହାକୂମ୍ଭ ପୂର୍ବରୁ ରାଜଧାନୀ ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣ ପାଇଁ ଗଠିତ ହୋଇଛି ସ୍ବତନ୍ତ୍ର ଟିମ୍ । ଟିମରେ ସାମିଲ ଅଛନ୍ତି ବିଡିଏ, ବିଏମସି, ସ୍ମାର୍ଟସିଟି ଓ କମିଶନରେଟ ପୋଲିସ । ସୈାନ୍ଦର୍ଯ୍ୟକରଣ ଚାଲିଥିବା ସହ ସେପଟେ

ଆରମ୍ଭ ହେବାକୁ ଯାଉଛି ଜନତା ମଇଦାନରେ ପୁଞ୍ଜି ନିବେଶର ମହାକୁମ୍ଭ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ରାଜଧାନୀରେ ଦେଶ ବିଦେଶର ପ୍ରମୁଖ ଶିଳ୍ପପତିଙ୍କ ଭିଡ଼ । ଜନତା ମୈଦାନରେ ପୁଞ୍ଜି ନିବେଶର ମହାକୁମ୍ଭ ମେକ-ଇନ୍-ଓଡ଼ିଶା କନକ୍ଲେଭ ତୃତୀୟ ସଂସ୍କରଣ ସନ୍ଧ୍ୟାରେ ଆରମ୍ଭ ହେବାକୁ ଯାଉଥିବା ବେଳେ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ।

ମେଟ୍ରୋ ହାଉସ ଗ୍ରାଉଣ୍ଡ ଫ୍ଲୋର୍ ରେ ଥିବା ଏକ ମୋବାଇଲ ଦୋକାନରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ମୋବାଇଲ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି। ବାଣୀବିହାର ଛକରେ ଥିବା ମେଟ୍ରୋ ହାଉସର ଗ୍ରାଉଣ୍ଡ ଫ୍ଲୋରରେ ଥିବା ମିଲୁ ମୋବାଇଲ ଓ ଇଲୋଟ୍ରନିକ୍ସ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତ୍ତି କ୍ଷୟକ୍ଷତି ହୋଇଛି। ସର୍ଟସର୍କିଟରୁ

ଗ୍ୟାଙ୍ଗଷ୍ଟର ଲିଙ୍କରେ ଏନଆଇଏ ଘନଘନ ରେଡ୍, ନିଜ ଏରିଆ ଛାଡି ଚାଲିଯାଉଛନ୍ତି ଗୁଣ୍ଡା

ଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲିଙ୍କରେ ଏନଆଇଏ ତାବଡ ତୋଡ ରେଡ୍ କରୁଛି । ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ ଓ ପଞ୍ଜାବରେ ଘନଘନ ଗୁଣ୍ଡାଙ୍କ ଘରେ ଚଢ଼ାଉ କରିଛି NIA ଟିମ୍ । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ବାଲା ମର୍ଡର କେସ୍, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବାର ସହ

ବିଶ୍ବର ପ୍ରଥମ ନାଜାଲ ଭାକ୍ସିନ ଇନକୋଭାକ

ବିଶ୍ବର ପ୍ରଥମ ନାଜାଲ ଭାକ୍ସିନ ଭାବେ ଇନକୋଭାକକୁ ମଞ୍ଜୁରୀ ଦେଇଛି ଆମେରିକା । ପୂର୍ବରୁ ଭାରତର ପ୍ରଥମ କୋଭିଡ ନାଜାଲ ଭାକ୍ସିନ ଭାବେ ଆସିଥିଲା ଇନକୋଭାକ । ଏହି ଭ୍ୟାକ୍ସିନକୁ ମଞ୍ଜୁରୀ ଦେଇଥିଲେ ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ । କୋଭିଡ ସଂକ୍ରମିତ ଲୋକଙ୍କ କ୍ଷେତ୍ରରେ ଇନକୋଭାକର

ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ

ବିଧାନସଭା ଶୀତ ଅଧିବେଶନର ପଞ୍ଚମ ଦିନ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ଯୋଗୁ ଚାଲିପାରିଲାନି ପ୍ରଶ୍ନକାଳ । ଶିକ୍ଷକ ପ୍ରସଙ୍ଗରେ ବାଚସ୍ପତିଙ୍କ ପୋଡିୟମ ଆଗରେ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଥିଲେ । ବାଚସ୍ପତି ବାରମ୍ବାର ବୁଝାଇବା ସତ୍ତ୍ବେ ସ୍ଥିତି ସ୍ବାଭାବିକ୍

ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୩ କାଲିଠୁ ଆରମ୍ଭ

ଆସନ୍ତାକାଲିଠୁ ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୩ । ନିବେଶରେ ନୂଆ ଇତିହାସ ଲକ୍ଷ୍ୟ । ଓଡ଼ିଶାର ଶିଳ୍ପ ସମ୍ଭାବନା ଦେଖିବ ବିଶ୍ବ । ନେତୃତ୍ବ ନେବେ ନବୀନ । ଆସିବ ପୁଞ୍ଜି, ମିଳିବ ରୋଜଗାର । ୨୦୧୬ ଓ ୨୦୧୮ ପରେ ଆୟୋଜିତ ହେଉଥିବା ଏହି ତୃତୀୟ ସଂସ୍କରଣ ଜନତା ମଇଦାନରେ ଅନୁଷ୍ଠିତ ହେବ

ପଦ୍ମପୁରରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପଦ୍ମପୁର : ତିନି ଦଳର ପ୍ରଚାର ଏବେ ଜୋରସୋରରେ ଚାଲିଛି । ପ୍ରାର୍ଥୀ ଆଉ ନେତାମାନେ ଘରକୁ ଘର ଯାଇ ଭୋଟ୍ ଭିକ୍ଷା କରୁଥିବାବେଳେ, ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୪ ଦିନ ସେ ପଦ୍ମପୁରରେ ରୋଡ ସୋ’ କରିବା ସହିତ ପ୍ରଦୀପ ପୁରୋହିତଙ୍କ