ଲେନ୍‌କୁ ମାଡ଼ି ବସି ହୋଇଥିବା ବେଆଇନ୍‌ ଜବରଦଖଲ ନିର୍ମାଣ ହଟିବ

ଭୁବନେଶ୍ୱର : ରାଜଧାନୀର ନବକଳେବର ହେଉଛି । ବଡ଼ ବଡ଼ କ୍ରୀଡା ମହାକୂମ୍ଭ ଆୟୋଜନ ହେଉଛି । ଦେଶ ବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି । ଏହା ଫଳରେ ବିଏମସି ସହରକୁ ସୁନ୍ଦର କରିବାକୁ ଯୋଜନା କରୁଛି । ସରକାରୀ କ୍ବାଟରକୁ ଲାଗି ରହିଥିବା ଜବରଦଖଲକୁ ହଟାଇବ ବିଏମସି । ଏହା ସହ ରାସ୍ତା ଉପରେ ଜବରଦଖଲକୁ

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଗୋଲ୍ଡୀ ବ୍ରାର ଅଟକ

ସିଙ୍ଗରରୁ ରାଜନେତା ବନିଥିବା ସିଦ୍ଧୁ ମୁସେୱାଲାଙ୍କ ନିର୍ମମ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଗୋଲ୍ଡୀ ବ୍ରାର ଅଟକ। ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ କାର୍ଲିଫର୍ଣ୍ଣିଆ ପୁଲିସ୍‌ ଅଟକ ରଖିଥିବା ରିପୋର୍ଟ ପ୍ରକାଶ ପାଇଛି। ମୁସେୱାଲାଙ୍କ ହତ୍ୟା ଘଟଣା ପାଇଁ ବ୍ରାର ନିଜକୁ ଦାୟୀ କରିଥିଲା।ତେବେ ସେ

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’

ଦୀର୍ଘ ୨୭ ବର୍ଷ ହେଲା ଗୁଜରାଟରେ ବିଜେପି କ୍ଷମତାରେ ରହିଛି। କିନ୍ତୁ ଚଳିତ ବିଧାନସଭା ନିର୍ବାଚନ ଦଳ ପାଇଁ ସମ୍ମାନର ଲଢ଼େଇ ଭାବେ ଉଭା ହୋଇଛି। ଏଥିପାଇଁ ବିଜେପି ପୂରା ଦମରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରି ରଖିଛି।ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ବିଜେପିର

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ପ୍ରଥମ ଦିନରେ ରାଜ୍ୟକୁ ହୋଇଛି ନିବେଶ ବର୍ଷା

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ପ୍ରଥମ ଦିନରେ ରାଜ୍ୟକୁ ହୋଇଛି ନିବେଶ ବର୍ଷା । ବିଭିନ୍ନ ଶିଳ୍ପସଂସ୍ଥାଗୁଡ଼ିକରୁ ୭ ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ପାଇଛନ୍ତି ରାଜ୍ୟ ସରକାର । ଆଦାନି ଗ୍ରୁପ୍‌ ଆସନ୍ତା ୧୦ ବର୍ଷରେ ରାଜ୍ୟରେ ୬୦,୦୦୦ କୋଟି ଟଙ୍କା ନିବେଶ କରିବ । ଜେଏସ୍‌ଡବ୍ଲ୍ୟୁ ୧

ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ ହୋଇଛି । ୮୨ ବର୍ଷ ବୟସରେ କଟକ ସ୍ଥିତ ବାସଭବନରେ ଦେହତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଇ-ରୁପି ସେବା

ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଇ-ରୁପି ସେବା । ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ଟି ସହରରେ ଇ-ରୁପି ସେବା ଉପଲବ୍ଧ ହେବ । ଭୁବନେଶ୍ବର ସମେତ ମୁମ୍ବାଇ, ନୂଆଦିଲ୍ଲୀ ଓ ବେଙ୍ଗାଲୁରୁରେ ଇ-ରୁପି ମିଳିବ । ପ୍ରଥମ ପର୍ଯ୍ୟାୟ ପରେ ଆଉ ୯ଟି ସହର

ଆଜି ଗୁଜୁରାଟରେ ପ୍ରଥମ ପର୍ଯ୍ୟାୟ ମତଦାନ

ଆଜି ଗୁଜୁରାଟରେ ପ୍ରଥମ ପର୍ଯ୍ୟାୟ ମତଦାନ । ୮୯ ସିଟରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୭୮୮ ଜଣ ପ୍ରାର୍ଥୀ। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ୧୪ ହଜାର ୩୮୨ଟି ମତଦାନ କେନ୍ଦ୍ରରେ ନିଜର ମତ ସାବ୍ୟସ୍ତ କରିବେ ଜନତା । ପ୍ରଥମ ପର୍ଯ୍ୟାୟ ମତଦାନରେ ୨ କୋଟି

ଦେଶରେ ହ୍ରାସ ପାଇବ ତୈଳ ଦର

ଦେଶରେ ହ୍ରାସ ପାଇବ ତୈଳ ଦର । ଅଶୋଧିତ ତୈଳ ଦରରେ ହ୍ରାସ ହେତୁ ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୧୪ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ଆନ୍ତର୍ଜାତୀୟ ବଜାରରେ ଜାନୁଆରୀରୁ ଅଶୋଧିତ ତୈଳ ଦର କମ୍ ରହିଛି । ବର୍ତ୍ତମାନ ଅଶୋଧିତ ତୈଳ ଦର ୮୧ ଡଲାରକୁ ଖସି ଆସିଛି । ସେହିପରି ଆମେରିକାରେ

ଏନଡିଟିଭିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରବିଶ କୁମାର

ଏନଡିଟିଭିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରବିଶ କୁମାର। ଗତକାଲି ଏନଡିଟିଭିର ବୋର୍ଡରୁ ଦୁଇ ପ୍ରତିଷ୍ଠାତା ପ୍ରଣୟ ରୟ ଏବଂ ରାଧିକା ରୟ ଇସ୍ତଫା ଦେବା ପରେ ଆଜି ପ୍ରତିଷ୍ଠିତ ସାମ୍ବାଦିକ ରବିଶ କୁମାର ମଧ୍ୟ ଇସ୍ତଫା ଦେଇଛନ୍ତି । ଗତକାଲି ଏନଡିଟିଭିରୁ ପ୍ରଣୟ ରୟ ଏବଂ ତାଙ୍କ ପତ୍ନୀ

କ୍ୟାପିଟାଲ ହସ୍ପିଟାଲର ଓପିଡି ଚିକିତ୍ସା ସମୟରେ ପରିବର୍ତ୍ତନ

କ୍ୟାପିଟାଲ ହସ୍ପିଟାଲର ଓପିଡି ଚିକିତ୍ସା ସମୟରେ ପରିବର୍ତ୍ତନ ହୋଇଛି । ସକାଳ ୯ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ ଓପିଡି । ଅପରାହ୍ନରେ ୧ଟା ଠାରୁ ୨ଟା ପର୍ଯ୍ୟନ୍ତ କେବଳ ଘଣ୍ଟାଏ ଭୋଜନ ବିରତି ପାଇଁ ବନ୍ଦ ରହିବ ଓପିଡି । ତେବେ ନିର୍ଦ୍ଧାରିତ ସମୟର ୩୦ମିନିଟ ପୂର୍ବରୁ ଅର୍ଥାତ୍