ଆଇଭିଏଫ୍‌ ପାଇଁ ନିୟମ କୋହଳ, ୧୨ ସଂସ୍ଥାକୁ ଅନୁମୋଦନ

ଭୁବନେଶ୍ବର : ଦିନକୁ ଦିନ ସହଜ ହେଉଛି ସରୋଗାସି ମାଧ୍ୟମରେ ସନ୍ତାନ ଲାଭ କରିବା ।  ନିଃସନ୍ତାନମାନଙ୍କୁ ସରୋଗାସି ପାଇଁ ଓଡ଼ିଶାର ଲୋକଙ୍କୁ ଆଉ ହଇରାଣ ହେବାକୁ ପଡିବ ନାହିଁ ।  କୋଲକାତା କିମ୍ବା ଛତିଶଗଡ଼ ଭଳି ସହର ଉପରେ ନିର୍ଭର କରିବାକୁ ପଡିବ ନାହିଁ ।  ରାଜ୍ୟରେ ଖୁବ୍ ଶୀଘ୍ର…

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡାଇ ଗିରଫ ହେଲେ

ପୁରୀ: ଡ୍ରୋନ ଉଡାଇବା ଅଭିଯୋଗରେ ଗିରଫ ।  ଶ୍ରୀମନ୍ଦିର ନୋଫ୍ଲାଇଂ ଜୋନରେ ଡ୍ରୋନ ଉଡାଇ ବଡ ଦେଉଳର ଟିକିନିଖ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପଶ୍ଚିମବଙ୍ଗରୁ ଅଭିଯୁକ୍ତକୁ ଗିରଫ କରିଛି ପୁରୀ ପୁଲିସ । ଅଭିଯୁକ୍ତ ଅନିମେଶ…

ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଲା

କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି ।  ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁକୁ ନେଇ ବିଜେପି , କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଛି । ରାଜ୍ୟରେ ମହିଳାମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବୃଦ୍ଧି ପାଇଥିବା ବେଳେ ପୋଲିସ ଏବଂ…

ପୁଣି ଥରେ ହେବ ଟିକାକରଣ

ଭୁବନେଶ୍ବର: କିଛି ଦିନ ଧରି କରୋନା ଟିକାକରଣ ବନ୍ଦ ରହିଥିବା ବେଳେ ପୁଣି ଆଜିଠୁ ଟିକାକରଣ ହେବ ବୋଲି ଜଣାପଡିଛି ।  ବିଦେଶରେ କରୋନା ସ୍ଥିତିକୁ ଦେଖି ରାଜ୍ୟରେ ମଧ୍ୟ ଲୋକେ ସତର୍କ ହୋଇଛନ୍ତି ।  କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ଆରମ୍ଭ କରିବା ସହ ଟିକାକରଣ…

ଓଡ଼ିଶାର ରାଜନୀତିରେ କେସିଆରଙ୍କ ପାର୍ଟି ଲଢ଼ିବ ନିର୍ବାଚନ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ମଂଚରେ ଯୋଗଦେଉଛନ୍ତି ଅନେକ ନେତା ।  ଆଗାମୀ ଦିନରେ ଓଡ଼ିଶା ଉପରେ ଆଖି ପକାଇଛି ଏହି ଦଳ ।  ଓଡ଼ିଶାରେ ଚନ୍ଦ୍ରଶେଖର ରାଓ  ଲଢ଼େଇ କରିବାକୁ ଘୋଷଣା କରିଛନ୍ତି । ବିଶେଷ କରି ବିଜେଡି, ବିଜେପି, କଂଗ୍ରେସ ଭୋଟକୁ ବିଭାଜନ କରି ନିଜର ଶକ୍ତି…

ପଟିଆ ନାବାଳିକା ଦୁଷ୍କର୍ମ: ଗୃହମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼ କଲା କଂଗ୍ରେସ

ରାଜଧାନୀ ଭୁବନେଶ୍ୱରରେ ଅପରାଧୀଙ୍କ ଅପରାଧ ବଢ଼ିବାରେ ଲାଗିଛି । ହତ୍ୟା, ଦୁଷ୍କର୍ମ , ଲୁଟ ବଢ଼ିଚାଲିଥିବା ବେଳେ ସାଧାରଣ ଜନତା କଷ୍ଟ ପାଉଛନ୍ତି । ପ୍ରତି ଦିନ ରାଜଧାନୀରେ ଅପରାଧିକ ରାହାଜାନି ଚାଲିଛି ।  ବିଶ୍ୱକପ୍ ହକି ମ୍ୟାଚ୍ ପାଇଁ ସୁରକ୍ଷା କଡ଼ାକଡ଼ି ଥିବାବେଳେ ପଟିଆ ଅଂଚଳରେ ଦୁଇଜଣ…

ଗିଲଙ୍କ ଦ୍ବିଶତକ, ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୧୨ ରନରେ ହରାଇଲା ଭାରତ

 ୧୨ ରନରେ ନ୍ୟୁଜିଲାଣ୍ଡକୁ ହରାଇ ଜିତିଲା  ଭାରତ  । ରୋମାଂଚକର ମ୍ୟାଚରେ  ନ୍ୟୁଜିଲାଣ୍ଡକୁ ଶେଷ ଓଭରରେ  ପରାସ୍ତ କରିଛି ଭାରତ । ଭାରତ ପକ୍ଷରୁ ୩୫୦ ରନର ଟାର୍ଗେଟ ଥିଲା ନ୍ୟୁଜିଲାଣ୍ଡ ଆଗରେ ।  ୭ମ ସ୍ଥାନରେ ଆସିଥିବା ମାଇକେଲ ବ୍ରେସଓ୍ବେଲଙ୍କ ଲଢୁଆ ଇନିଂସ ମ୍ୟାଚକୁ ରୋମାଞ୍ଚକର ସ୍ଥିତିକୁ…

ୟୁପିରେ ଏକେ-୨୦୩ ରାଇଫଲ ଉତ୍ପାଦନ ହେବ

ଲକ୍ଷ୍ନୌ: ଭାରତର ପ୍ରତିରକ୍ଷା କ୍ଷେତ୍ରରେ  ଏକେ ୪୭ ବଦଳରେ  ଏକେ-୨୦୩ ରାଇଫଲ ପ୍ରସ୍ତୁତ କରି ଏହି  ରାଇଫଲକୁ ବ୍ୟବହାର କରିବାକୁ ଯାଉଛି । ଦୀର୍ଘ ଦିନ ଧରି ଏନେଇ ଆଲୋଚନା ପର୍ଯ୍ୟାଲୋଚନା କରିବା ପରେ ପ୍ରତିରକ୍ଷାବାହିନୀ ଏଥିପାଇଁ ସମ୍ମତି ପ୍ରଦାନ କରିଛି । ଏହି ରାଇଫଲ ୩୦୦ ମିଟର ଦୂରରେ…

ତିନିଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ୩ଟି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ପାଇଁ ନିର୍ବାଚନୀ ତାରିଖ ଘୋଷଣା ହୋଇଛି । ଏହି ୩ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ତ୍ରିପୁରାରେ ଫେବ୍ରୁଆରି ୧୬ ରେ ଏବଂ ନାଗାଲାଣ୍ଡ,ମେଘାଳୟରେ ଫେବ୍ରୁଆରି ୨୭ରେ…

କେନ୍ଦ୍ର କ୍ୟାବିନେଟ୍ ବୈଠକ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ। ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱୂପର୍ଣ୍ଣ ବୋଲି କୁହାଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ନିଷ୍ପତ୍ତି ନେଇପାରନ୍ତି। ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଜେପି ନାଡ୍ଡାଙ୍କ…