ଆଜି ନେପାଳ ପାଳନ କରୁଛି ରାଷ୍ଟ୍ରୀୟ ଶୋକ

ନେପାଳ ପୋଖରା ବିମାନ ଦୁର୍ଘଟଣା । ୭୨ ଜଣଙ୍କ ମଧ୍ୟରୁ ଉଦ୍ଧାର ହୋଇଛି ୬୮ଜଣଙ୍କର ମୃତଦେହ । ଏବେ ବି ରେସ୍କ୍ୟୁ ଅପରେସନ୍ ଜାରି ରହିଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ଦୁର୍ଘଟଣାର ଶିକାର ହୋଇଥିବା ୟେଟି ବିମାନଟି ବହୁ ପୁରୁଣା । ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍…

ସୁରକ୍ଷିତ ଅଛନ୍ତି ପାରାଦୀପ ସମୁଦ୍ରରେ ନିଖୋଜ ଥିବା ସମସ୍ତ ମତ୍ସ୍ୟଜୀବୀ

ସୁରକ୍ଷିତ ଅଛନ୍ତି ପାରାଦୀପ ସମୁଦ୍ରରେ ନିଖୋଜ ଥିବା ସମସ୍ତ ମତ୍ସ୍ୟଜୀବୀ । ଏନେଇ ସୂଚନା ଦେଇଛନ୍ତି ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡା । ୮ ତାରିଖରେ ଓଏନଜିସିର ସର୍ଭେ କାମରେ ୧୩ ଜଣ ମତ୍ସ୍ୟଜୀବୀ ନିୟୋଜିତ ଥିଲେ । ୧୦ ତାରିଖରୁ ଏମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ…

ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଦିଲ୍ଲୀରେ ଦେଖିବାକୁ ମିଳିବ ପ୍ରଧାନମନ୍ତ୍ରୀଙ୍କ ମେଗା ଶୋ । ଆଜି ରାଜଧାନୀ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶାଳ ରାଲିର ଆୟୋଜନ କରିଛି ଭାରତୀୟ ଜନତା ପାର୍ଟି । ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପାରାଦୀପରେ ୧୩ ମତ୍ସ୍ୟଜୀବୀ ନିଖୋଜ ଟ୍ରଲର୍‌ ସହ ୪ଦିନ ହେଲା ପତ୍ତା ମିଳୁନି

ଜଗତସିଂହପୁର : ପାରାଦୀପ ନିକଟ ସମୁଦ୍ରରେ  ଦୁଇଟି ମାଛଧରା ଟ୍ରଲର୍‌ ସହ ଯାଇଥିବା ୧୩ ମତ୍ସ୍ୟଜୀବୀଙ୍କର ଗତ ୪ଦିନ ହେଲା କୌଣସି ପତ୍ତା ମିଳୁନାହିଁ। ପାରାଦୀପଠାରୁ ୮୮ ନଟିକାଲ୍‌ ମାଇଲ୍‌ ଦୂରକୁ ମାଛ ଧରିବା ପାଇଁ ଯାଇଥିବା ଦୁଇଟି ଟ୍ରଲର୍‌ (ଆଇଏନ୍‌ଡି ଓଆର୍‌–୦୪ ଏମ୍‌ଏମ୍‌ ୨୬ ଓ ଆଇ୍‌ଏନ୍‌ଡି…

ହକି ବିଶ୍ବକପ୍‌: ଭାରତ-ଇଂଲଣ୍ଡ ମଧ୍ୟରେ କଡ଼ା ଟକ୍କର

ଗତ ୧୩ ତାରିଖରେ ଭାରତ ୨-୦ ଗୋଲ୍‌ରେ ସ୍ପେନକୁ ହରାଇଥିଲା ବେଳେ ଆଜି ଦ୍ବିତୀୟ ମ୍ୟାଚରେ ଇଂଲଣ୍ଡ ସହ ମ୍ୟାଚ ଡ୍ର ରଖିଛି। ନିର୍ଦ୍ଧାରିତ ସମୟ ଭିତରେ କେହି କାହାରିକୁ ଗୋଲ୍‌ ଦେଇପାରି ନାହାନ୍ତି। ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି।ଆଜି ଦୁଇ ଦଳ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ…

ଭାରତର ଶ୍ରୀଲଙ୍କା ବିପକ୍ଷରେ ରେକର୍ଡ ବିଜୟ

ତିରୁଅନ୍ତପୁରମ: ତୃତୀ୍ୟ ଦିନିକିଆରେ  ଭାରତ ଶ୍ରୀଲଙ୍କା ବିପକ୍ଷରେ ରେକର୍ଡ ବିଜୟ ହାସଲ କରିଛି ।  କେରଳର ତିରୁଭନନ୍ତପୁରମସ୍ଥିତ ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମେ ଟସ ଜିତି ବ୍ୟାଟିଂ କରିଥିବା  ଭାରତ ୩୧୭ ରନ୍‌ରେ ମ୍ୟାଚ୍‌ ଜିତିଛି।…

ଆଜି ଭାରତୀୟ ସେନାର ୭୫ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ: ଆଜି ଭାରତୀୟ ସେନାର ୭୫ତମ ପ୍ରତିଷ୍ଠା ଦିବସ । ପ୍ଲାଣ୍ଟିନମ ଜୁବଲି ପାଳୁଛି ଇଣ୍ଡିଆନ୍ ଆର୍ମୀ । ଦେଶର ସୁରକ୍ଷା ଲାଗି ସଂଗ୍ରାମ କରିଥିବା ଯବାନଙ୍କ ତ୍ୟାଗ ଓ ଅବଦାନକୁ ସ୍ମରଣ କରି ପ୍ରତିବର୍ଷ ପାଳନ ହେଉଛି ଭାରତୀୟ ସେନା ଦିବସ ।୧୮୯୫ ମସିହା ଏପ୍ରିଲ ୧ ତାରିଖରେ…

ସକାଳୁ ସକାଳୁ ପଥୋତ୍ସବର ମଜା ନେଉଛନ୍ତି ରାଜଧାନୀ ବାସିନ୍ଦା

ଭୁବନେଶ୍ବର: ରବିବାର ଶୀତୁଆ ସକାଳ । ରାଜଧାନୀରେ ମନୋରଞ୍ଜନର ମାହୋଲ । ରାସ୍ତାରେ ଜମିଛି ପଥୋତ୍ସବର । ଛୁଟି ଦିନରେ ଝୁମୁଛନ୍ତି ରାଜଧାନୀବାସୀ । ସ୍ମାର୍ଟସିଟି ରାସ୍ତାରେ ଚାଲିଛି ଧୁମ ମସ୍ତି । ଏଥରର ପଥୋତ୍ସବ ଏକାମ୍ର ନିର୍ବାଚନ ମଣ୍ଡଳୀର ରଥ ରୋଡ୍‌ରେ ହେଉଛି ।ସକାଳୁ ସକାଳୁ ପଥୋତ୍ସବର…

ମହଙ୍ଗା ପଡିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଦ ଛୁଇଁବା ଉଦ୍ୟମ

ମହଙ୍ଗା ପଡିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଦ ଛୁଇଁବା ଉଦ୍ୟମ । ମହିଳା ଇଂଜିନିୟରଙ୍କୁ ସସ୍ପେଣ୍ଡ କରିଛନ୍ତି ରାଜସ୍ଥାନ ସରକାର । ସ୍କାଉଟ୍ ଗାଇଡ୍ ଜମ୍ବୁରୀ ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ଜାନୁଆରୀ ୪ ତାରିଖରେ ରାଜସ୍ଥାନ ଗସ୍ତରେ ଯାଇଥିଲେ ରାଷ୍ଟ୍ରପତି । ଏହି ଅବସରରେ…

ଚୀନରେ କରୋନା ଭାଇରସ ଆତଙ୍କ ଖେଳାଇଛି

ଚୀନରେ କରୋନା ଭାଇରସ ଆତଙ୍କ ଖେଳାଇଛି । ପ୍ରତିଦିନ ଲକ୍ଷାଧିକ ଲୋକେ ସଂକ୍ରମିତ ହେଉଥିବା ନେଇ ସୂଚନା ମିଳିଛି । ତେବେ କରୋନାରେ ଦେଶରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି, ତା’ର ତଥ୍ୟ ପ୍ରଥମଥର ପ୍ରକାଶ କରିଛି ଚୀନ୍ । ଗତବର୍ଷ ଡିସେମ୍ବରରୁ ଏପର୍ଯ୍ୟନ୍ତ ୫୯ହଜାର ୯୩୮ ଲୋକଙ୍କର କୋଭିଡଜନିତ ମୃତ୍ୟୁ…