ଆଜି ପୁଣି ଥାନାରେ ହାଜର ହୋଇପାରନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର

ଥମୁନି ସିଙ୍ଗର ଦମ୍ପତିଙ୍କ ଘର କଳି । ଆଜି ପୁଣି ଥାନାରେ ହାଜର ହୋଇପାରନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ପତି- ପତ୍ନୀଙ୍କ ବିବାଦର ଆପୋଷ ବୁଝାମଣାର ମହଲତ ସମୟ ଶେଷ ହେବା ପରେ ଆଜି ଥାନାରେ ହାଜର ହୋଇପାରନ୍ତି ହ୍ୟୁମାନ । ଆପୋଷ ସମାଧାନ ପାଇଁ ୨ଦିନ ସମୟ ନେଇଥିଲେ ଉଭୟ ପକ୍ଷ । ଗତକାଲି ମଧ୍ୟ…

ଡଟ ଫେଷ୍ଟ ଅଷ୍ଟମ ଦିନରେ ଅଲକା ଓ ଉଦିତଙ୍କ ଗୀତରେ ଝୁମିଲା ଭୁବନେଶ୍ୱର

ରାଜଧାନୀରେ ମୁମ୍ବାଇର ମାହୋଲ । ଅଲକା ଓ ଉଦିତଙ୍କ ଗୀତରେ ଝୁମିଲା ଭୁବନେଶ୍ୱର । ଡଟ ଫେଷ୍ଟର ଅଷ୍ଟମ ଦିନରେ ଧୁମ ମଚାଇଲେ ସୁନାମଧନ୍ୟ କଣ୍ଠଶିଳ୍ପୀ ଉଦିତ୍ ନାରାୟଣ ଏବଂ ଅଲକା ୟାଗ୍ନୀକ । ୯୦ ଦଶକ ଏହି ଦୁଇ କଣ୍ଠଶିଳ୍ପୀଙ୍କ ଗୀତ ପରିବେଷଣ ସମୟରେ ଲୋକେ କିଛି ସମୟ ପାଇଁ ସେହି ପୁରୁଣା କାଳକୁ…

ବିପ୍ଲବୀ ସୁରେନ୍ଦ୍ର ସାଏଙ୍କ ସାହାସକୁ ସଲାମ

ଆଜି ମହାନ ବିପ୍ଲବୀ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ । ସିପାହୀ ବିଦ୍ରୋହ ପୂର୍ବରୁ ଇଂରେଜମାନଙ୍କୁ ପାଣି ପିଆଇ ଦେଇଥିଲେ ବୀର ସୁରେନ୍ଦ୍ର ସାଏ ।  ୨୩ ଜାନୁଆରୀ ୧୮୦୯ ମସିହାରେ ଜନ୍ମ ହୋଇଥିଲେ ବୀର ସୁରେନ୍ଦ୍ର ସାଏ । ସେ ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ…

ଜିତୁ ଜିତୁ ହାରିଲା ଭାରତ

ଭାରତୀୟ ଦଳର ବିଶ୍ବକପ୍‌ ଅଭିଯାନ ଶେଷ ହୋଇଛି । ସବୁ ଆଶା ଆଶା ର ରହିଯାଇଛି । ମ୍ୟାଚ୍ ବହୁ ରୋମାଞ୍ଚ ହେବା ସହ ଦୁଃଖ ର ସହ  ଶେଷ ହୋଇଗଲା। ବିଶ୍ବକପ୍ ପଦକଟିଏ ପାଇଁ ଥିବା ୪୮ ବର୍ଷର ସ୍ବପ୍ନ ପୁଣି ଥରେ ଚୂରମାର ହେବାରୁ ପ୍ରଶଂସକମାନେ ଦୁଃଖରେ ଭାଙ୍ଗିପଡିଥିଲା ଦେଖିବାକୁ ମିଳିଥିଲା । …

ନେତାଜୀ ସୁଭାଷ ଚନ୍ଦ୍ର ବୋଷ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ଜନ୍ମଦିନ । ୨୩ ଜାନୁଆରୀ ୧୮୯୭ରେ ଜନ୍ମ ହୋଇଥିଲେ ଏହି ମହାନ ସ୍ବାଧୀନତା ସଂଗ୍ରାମୀ । ନେତାଜୀ ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା ।…

ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

୨୦୨୪ ନିର୍ବାଚନ ପାଇଁ ରାଜ୍ୟ ବିଜେପିର ପ୍ରସ୍ତୁତି । ଆଜି ବସିବ ଦଳର କାର୍ଯ୍ୟକାରିଣୀ ବୈଠକ । ବୈଠକରେ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ । ବୈଠକ ପାଇଁ ଗତକାଲି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ କୋର କମିଟି ବୈଠକ ବସିଥିଲା । କିପରି…

ଓଡିଆରେ ହେବ କର୍ମଚାରୀ ଚୟନ ଆୟୋଗ (ଏସ୍‌ଏସ୍‌ସି) ପରୀକ୍ଷା

କର୍ମଚାରୀ ଚୟନ ଆୟୋଗ (ଏସ୍‌ଏସ୍‌ସି) ଇଂରାଜୀ ଓ ହିନ୍ଦୀ ବ୍ୟତୀତ ପ୍ରଥମଥର ପାଇଁ ଓଡ଼ିଆ ଭାଷା ସମେତ ୧୩ଟି ଆଞ୍ଚଳିକ ଭାଷା ରେ ‘ମଲ୍ଟି-ଟାସ୍କିଂ (ନନ୍‌ଟେକନିକାଲ) ଷ୍ଟାଫ୍‌ ଏକ୍‌ଜାମିନେସନ୍‌-୨୦୨୨’ କରିବ। ଓଡ଼ିଆ ଭାଷା ସମେତ ଅନ୍ୟ ଆଞ୍ଚଳିକ ଭାଷାଗୁଡ଼ିକ ହେଲା- ଉର୍ଦ୍ଦୁ, ତାମିଲ, ମାଲୟାଲମ,…

ଆଜି ସନ୍ଧ୍ୟାରୁ ୯୦ ଦଶକର ସୁପରହିଟ୍ ସଙ୍ଗରେ ମତୁଆଲା ହେବେ ଭୁବନେଶ୍ବରବାସୀ

ଭୁବନେଶ୍ବର: ଆଜି ସନ୍ଧ୍ୟାରୁ ଝୁମିବ ରାଜଧାନୀ । ୯୦ ଦଶକର ସୁପରହିଟ୍ ସଙ୍ଗରେ ମତୁଆଲା ହେବେ ଭୁବନେଶ୍ବରବାସୀ । କାରଣ ଡପ୍ ଫେଷ୍ଟକୁ ଆସୁଛନ୍ତି ୯୦ ଦଶକର ଲଭ୍ ବାର୍ଡ କୁହାଯାଉଥିବା ବଲିଉଡ଼ ସିଙ୍ଗର ଉଦିତ ନାରାୟଣ ଏବଂ ଅଲକା ୟାଗ୍ନୀ । ରବିବାର ସନ୍ଧ୍ୟାରେ ୩ ଘଣ୍ଟା ବାନ୍ଧି ରଖିବ ହୃଦୟ…

ଆଜିଠୁ ଆରମ୍ଭ ହେଉଛି କ୍ରସ୍ ଓଭର ମ୍ୟାଚ୍

ଭୁବନେଶ୍ବର: ହକି ବିଶ୍ବକପ୍ ଆଗକୁ ବଢ଼ିବା ସହ ବଢ଼ିବାରେ ଲାଗିଛି ଉତ୍କଣ୍ଠା । ଆଜିଠୁ ଆରମ୍ଭ ହେଉଛି କ୍ରସ୍ ଓଭର ମ୍ୟାଚ୍ । ଆଜି ଦୁଇଟି ମ୍ୟାଚ ହେବାକୁ ଥିବା ବେଳେ ସମସ୍ତଙ୍କ ନଜର କଳିଙ୍ଗ ଷ୍ଟାଡିୟମର ସନ୍ଧ୍ୟା ୭ଟା ମ୍ୟାଚ୍ ଉପରେ ନଜର ରହିଛି । କାରଣ ଏହି ମ୍ୟାଚରେ ନ୍ୟୁଜଲାଣ୍ଡକୁ ଟକ୍କର…

୧୨ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର

ଭୁବନେଶ୍ବର : ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଏବଂ ପୂର୍ବତନ କନିଷ୍ଠ ମହାବିଦ୍ୟାଳୟର ଯୋଗ୍ୟ କର୍ମଚାରୀଙ୍କୁ ଓଡ଼ିଶା ସଂଶୋଧିତ ବେତନ ହାର ନିୟମ, ୨୦୧୭ (୭ମ ବେତନ ହାର) ଅନୁସାରେ ଜାନୁଆରି ୨୦୨୨ରୁ ଅନୁଦାନ ପ୍ରଦାନ କରାଯିବ। ଏହାଦ୍ବାରା ୧୫,୭୭୧ଜଣ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ…