ବିଶ୍ୱକପ ସେମିଫାଇନାଲରେ ଜର୍ମାନୀ ଓ ନେଦରଲାଣ୍ଡ୍ସ

ଓଡ଼ିଶାରେ ଚାଲିଥିବା ଚଳିତ ଏଫଆଇଏଚ ହକି ବିଶ୍ୱକପରେ ସେମିଫାଇନାଲକୁ ଯାଇଛନ୍ତି ଜର୍ମାନୀ ଓ ନେଦରଲାଣ୍ଡ୍ସ । କ୍ୱାଟର ଫାଇନାଲରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଇଂଲଣ୍ଡ-ଜର୍ମାନୀ ୨-୨ ଗୋଲ ଦେଇଥିଲେ । ଶେଷରେ ସୁଟଆଉଟ ୪-୩ରେ ଜିତିଥିଲା ଜର୍ମାନୀ । ଏହା ପୂର୍ବରୁ ମଧ୍ୟ ଇଂଲଣ୍ଡ ବିଶ୍ୱକପରେ…

ଜେଏନୟୁ ପରେ ଏବେ ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ସ୍କ୍ରିନିଂକୁ ନେଇ ଦେଖାଦେଇଛି ଉତ୍ତେଜନା

କ୍ୟାମ୍ପସରୁ କ୍ୟାମ୍ପସ ଡେଉଁଛି ବିବିସି ଡକ୍ୟୁମେଣ୍ଟାରୀ ବିବାଦ । ଜେଏନୟୁ ପରେ ଏବେ ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ସ୍କ୍ରିନିଂକୁ ନେଇ ଦେଖାଦେଇଛି ଉତ୍ତେଜନା । ସଂଧ୍ୟା ୬ଟା ସମୟରେ ସ୍କ୍ରିନିଂ ପାଇଁ ସମୟ ଧାର୍ଯ୍ୟ ହୋଇଥିଲେ ବି ଏହା ପୂର୍ବରୁ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରବଳ…

ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଆୟୋଜିତ

ସାରା ଦେଶ ଆଜି ପାଳନ କରୁଛି ୭୪ତମ ସାଧାରଣତନ୍ତ୍ର ଦିବସ। ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ…

ଆଜି ମା’ ବାଗଦେବୀଙ୍କ ପୂଜା

ଭୁବନେଶ୍ବର : ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅତି ଭକ୍ତିର ସହ ପୂଜା ପାଳନ କରିଥାନ୍ତି ।…

ରାଷ୍ଟ୍ର ଉଦ୍ଦେଶ୍ୟରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ

ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ କହିଛନ୍ତି ଯେ, ଭାରତକୁ ଲୋକତନ୍ତ୍ରର ଜନନୀ ବୋଲି କୁହାଯାଏ। ବିବିଧତା ଭରା ଜନସମୁଦାୟ ଲୋକତନ୍ତ୍ରରେ ଯୋଡ଼ି…

ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନର ଶୁଭାରମ୍ଭ

ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନର ଶୁଭାରମ୍ଭ ହୋଇଛି । ଦିଲ୍ଲୀରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ରେନର ଶୁଭାରମ୍ଭ କରିଛନ୍ତି । ୮ଦିନର ଯାତ୍ରାରେ ୪ ରାଜ୍ୟର ପ୍ରସିଦ୍ଧ ତୀର୍ଥ ସ୍ଥାନ ଦେଇ ଏହି ଟ୍ରେନ୍‌ ଯାତ୍ରା କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ବୟକଟକୁ ନେଇ ଚିନ୍ତାରେ ଶାହରୁଖ

ଚିନ୍ତାରେ ପଠାନ ଫିଲ୍ମର ହିରୋ ଶାହରୁଖ ଖାନ । ତେବେ ତାଙ୍କ ଫିଲ୍ମ ଭଲ ଚାଲିବ କିଛି ଲୋକ କହୁଥିବା ବେଳେ କିଛି ଲୋକ କହୁଛନ୍ତି ଚାଲିବନି । ଗୋଟିଏ ପଟେ କରୋନା ଯୋଗୁ ଫିଲ୍ମ ରିଲିଜ ହୋଇପାରୁନଥିଲା ।  ତାଙ୍କ ନୂଆ ଫିଲ୍ମ ରିଲିଜ ହେବାକୁ ଯାଉଥିବା ବେଳେ ଚାରିଆଡେ ବୟକଟ କରାଯାଉଥିବାରୁ…

ବିଜୟ ସହ ବିଶ୍ୱ ଦିନିକିଆ କ୍ରିକେଟରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ଭାରତ

ତୃତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୯୦ ରନରେ ହରାଇ ଦେଇଛି ଟିମ୍ ଇଣ୍ଡିଆ । ଏହା ୩-୦ରେ କ୍ଲିନ୍ ସୁଇପ୍ କରି ସିରିଜ ବିଜୟ ହାସଲ କରିଛି ଘରୋଇ ଦଳ । ବିଜୟ ସହ ବିଶ୍ୱ ଦିନିକିଆ କ୍ରିକେଟରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ଭାରତ । ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳା ଯାଉଥିବା ତୃତୀୟ…

ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେପି

ବଢ଼ି ବଢ଼ି ଚାଲିଛି ଆବାସ କଳି । ଗୋଟିଏ ପଟେ ଆବାସ ଯୋଜନାରେ ୯ଲକ୍ଷରୁ ଅଧିକ ଲୋକଙ୍କ ତାଲିକା ପ୍ରକାଶ ପାଇଛି । ଅନ୍ୟପଟେ ଘର ପାଇବାକୁ ଯୋଗ୍ୟ ହୋଇଥିଲେ ବି ତାଲିକାରେ ନାଁ ନଥିବା ଅଭିଯୋଗକାରୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଯାହାକୁ ନେଇ ଗାଁ ଗାଁରେ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି…

ପ୍ରଥମଥର ବାଲିରେ ଆୟୋଜନ ହେବ ‘ଫେରନ୍ତା ବାଲିଯାତ୍ରା’

କଟକ: ଉତ୍କଳୀୟ ନୌବାଣିଜ୍ୟ ଐତିହ୍ୟ ସ୍ମୃତିରେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ କଟକରେ ଐତିହାସିକ ବାଲିଯାତ୍ରା ହେଉଥିବା ବେଳେ ପ୍ରଥମଥର ପାଇଁ ଇଣ୍ଡୋନେସିଆର ବାଲିରେ ଫେରନ୍ତା ବାଲିଯାତ୍ରା ଆୟୋଜନ ହେବାକୁ ଯାଉଛି। କଳିଙ୍ଗ ଇଣ୍ଟରନାସନାଲ୍‌ ୟୁଥ୍‌ ଫାଉଣ୍ଡେସନ୍‌ ସଂଯୋଜନାରେ…