ଦିଲ୍ଲୀରେ ଶେଷ ହୋଇଛି ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ

ଦିଲ୍ଲୀରେ ଶେଷ ହୋଇଛି ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ । ବୈଠକରେ ଦଳ ଆଗାମୀ ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରିଛି । ସାଙ୍ଗଠନିକ ସ୍ତରରେ ଦଳକୁ ଅଧିକରୁ ଅଧିକ ମଜବୁତ କରିବା ଦିଗରେ ଦଳ କାମ କରିବାକୁ ଲକ୍ଷ୍ୟ ରଖିଛି । ନିର୍ବାଚନକୁ ଆଖି ଆଗରେ ରଖି ପ୍ରତ୍ୟେକ ଜନତାଙ୍କ…

ତାମିଲନାଡୁରୁ ନିର୍ବାଚନ ଲଢିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ତାମିଲନାଡୁରୁ ଲଢିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାମିଲନାଡୁର ରାଜ୍ୟ ବିଜେପି ସଭାପତି କେ ଆନ୍ନାମଲାଇଙ୍କ ବୟାନ ପରେ ବଢୁଛି ଚର୍ଚ୍ଚା । ୨୦୨୪ରେ ମୋଦୀ ତାମିଲନାଡୁର ଯକୌଣସି ଆସନରୁ ନିର୍ବାଚନ ଲଢିପାରନ୍ତି ବୋଲି କହିଛନ୍ତି କେ ଆନ୍ନାମଲାଇ ।…

ମୋଦୀ ସରକାର ମୋଗଲ ଗାର୍ଡେନର ନାମକୁ ହଟାଇ ଅମୃତ ଉଦ୍ୟାନ ରଖିଛନ୍ତି

ରାଷ୍ଟ୍ରପତି ଭବନ ପରିସରରେ ଥିବା ପ୍ରସିଦ୍ଧ ମୋଗଲ ଗାର୍ଡେନର ନାମ ପରିବର୍ତନ କରାଯାଇଛି । ମୋଦୀ ସରକାର ମୋଗଲ ଗାର୍ଡେନର ନାମକୁ ହଟାଇ ଅମୃତ ଉଦ୍ୟାନ ରଖିଛନ୍ତି । ଏଣିକି ରାଷ୍ଟ୍ରପତି ଭବନ ପରିସରରେ ଥିବା ଏହି ଉଦ୍ୟାନକୁ ଲୋକେ ଅମୃତ ଉଦ୍ୟାନ ନାଁରେ ଜାଣିବେ । ଶନିବାର ରାଷ୍ଟ୍ରପତିଙ୍କ…

କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ବେଲଜିୟମ୍ ଓ ଜର୍ମାନୀ

ଭୁବନେଶ୍ବର: ଆଜି ହକି ବିଶ୍ବକପ ମହାସମର । ସୁପର ସନଡେରେ ସୁପର ମୁକାବିଲା । କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବକପ୍ ମୁକୁଟ ହାତେଇବାକୁ ମୁହାଁମୁହିଁ ହେବେ ବେଲଜିୟମ୍ ଓ ଜର୍ମାନୀ । କିଏ ଜିତିବ ହକି ବିଶ୍ବକପ୍ ମୁକୁଟ ତାକୁ ନେଇ ହକି ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ।ଗତ ବିଶ୍ବକପ ଚାମ୍ପିଅନ…

ଖଣ୍ଡଗିରି ମେଳା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୦ ତାରିଖରୁ ଯାତ୍ରା ଆରମ୍ଭ ହେବ

ଭୁବନେଶ୍ୱର: ବିଗତ ଦୁଇ ବର୍ଷ ହେବ ମହାମାରୀ କରୋନା ପାଇଁ ସମସ୍ତ ପର୍ବ ପର୍ବାଣି ଏବଂ ମେଳା ଯାତ୍ରା ଉପରେ ସରକାର କଟକଣା ଲାଗୁ କରିଥିଲେ । ଫଳରେ ଏହି ଗୁଇବର୍ଷ ହେବ କୌଣସି ପ୍ରକାର ଯାନି ଯାତ୍ରା ହେଉ ନଥିଲା । ତେବେ ଚଳିତ ଥର ମହାମାରୀ କରୋନାର ପ୍ରକୋପ କମ୍ ଥିବାରୁପ ସରକାର ସମସ୍ତ ମେଳା ଓ…

ବିଆରଏସକୁ ନେଇ ରାଜନୀତି ଜୋର ଧରିଲା

ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ବିଆରଏସ କୁ ନେଇ ଚର୍ଚା ଜୋର ଧରିଛି । ଓଡ଼ିଶାରେ ବିଜେଡି ସରକାର ସମୟରେ ଅସନ୍ତୁଷ୍ଟ ବିଜେପି, ବିଜେଡି, କଂଗ୍ରେସ ନେତାଙ୍କୁ ନେଇ  ବିଆରଏସ ଓଡ଼ିଶା ରାଜନୀତିରେ ପ୍ରବେଶ କରିବାକୁ ରଣନୀତି କରିସାରିଛି ।…

ମୋଗଲ ଗାର୍ଡେନର ନାମ ହେଲା ଅମୃତ ଉଦ୍ୟାନ

ନୂଆଦିଲ୍ଲୀ: ବହୁ ଦିନ ପରେ  ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ସ୍ବାଧୀନତାର 75 ବର୍ଷ ପରେ ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଉଦ୍ୟାନର ନାମକୁ 'ଅମୃତ ଉଦ୍ୟାନ ନାମକରଣ କରାଯାଇଛି ।  କେନ୍ଦ୍ର ସରକାର ଏହି ନାମ ପରିବର୍ତ୍ତନ କରିବା ନେଇ ନିର୍ଦେଶନାମା ଘୋଷଣା…

ଉତ୍ତପ୍ତ ହେଉଛି ଓଡ଼ିଶା, ତାତି ଅସହ୍ୟ

ଭୁବନେଶ୍ୱର: ଶୀତ ଦିନ ସରିନି କିନ୍ତୁ ତାତି ସହି ହେଉନି । ମୁଣ୍ଡ ଉପରକୁ  ସୂର୍ଯ୍ୟ ଆସିଲେ ଏବେ ପ୍ରବଳ ଖରା । ବଢ଼ିଯାଇଛି ସୂର୍ଯ୍ୟଙ୍କ ତେଜ। ଟିକିଏ ଏପାଖ ସେପାଖ ହେଲେ ଦେହ ଆଉ ମୁଣ୍ଡରୁ ବୋହି ଯାଉଛି ଝାଳ। ସ୍ୱାଭାବିକ ଠାରୁ ପାରଦ ୬ ଡିଗ୍ରୀ ଉପରେ ରହୁଛି। ଏପରିକି ୧୭ ସହରର ତାପମାତ୍ରା ୩୨…

ଛୁଟିଦିନରେ ଖୋଲା ରହିବ ଓଟି

ଭୁବନେଶ୍ବର : ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଅନେକ ସମସ୍ୟା କୁ ନେଇ ଏବେ ସରକାର ସଚେତନ ହୋଇଛନ୍ତି ରବିବାର ଓ ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ରେ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରେ ଅସ୍ତ୍ରୋପଚାର ବନ୍ଦ ରହିବାକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା । ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ…

ବିଜେଡି ସଂସଦୀୟ ଦଳ ବୈଠକ ଆଜି

ଭୁବନେଶ୍ବର: ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ । ନବୀନ ନିବାସରେ ଦିନ ୧୨ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅକ୍ଷଧ୍ୟତାରେ ବସିବ ବୈଠକ। ସଂସଦ ଅଧିବେଶନ ପାଇଁ ପ୍ରସ୍ତୁତ ହେବ ରଣନୀତି। ଗୃହରେ କେଉଁ ପ୍ରସଙ୍ଗ ଉଠାଇବ ଦଳ, ସାଂସଦଙ୍କ ସହ ଆଲୋଚନା କରିବେ ବିଜେଡି ସୁପ୍ରିମୋ ।…