ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ସମ୍ଭାବନା

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ପଶ୍ଚିମା ଝଡ଼ ପ୍ରଭାବ। ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ସମ୍ଭାବନା ରହିଛି । ଏଥିପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଢେଙ୍କାନାଳ,…

ରାଜ୍ୟରେ କମିଛି ମହିଳା ହିଂସା ଓ ଶିଶୁ ନିର୍ଯାତନା ହ୍ରାସ: ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । କମିଛି ମାଓବାଦୀ କାର୍ଯ୍ୟକଳାପ । ମହିଳା ହିଂସା ଓ ଶିଶୁ ନିର୍ଯାତନା ହ୍ରାସ ପାଇଛି । ରାଜ୍ୟ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ପ୍ରକାଶିତ ଶ୍ବେତପତ୍ରରେ ସରକାର ଏହି ତଥ୍ୟ ରଖିଛନ୍ତି । ଆଜି ବିଧାନସଭାରେ ସ୍ବରାଷ୍ଟ୍ର…

ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ନେଇ ପୁଲିସ- ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି

ନବ ଦାସ ହତ୍ୟା ମାମଲାରେ ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୁକ୍ତ ଦାବି କରିବାକୁ ନେଇ ବିକ୍ଷୋଭ କରିଛନ୍ତି ଛାତ୍ର କଂଗ୍ରେସର ସଦସ୍ୟ।ବିଧାନସଭା ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ ବେଳେ ପୁଲିସ- ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ବିଧାନସଭା ଘେରାଉ ପାଇଁ ଯିବା…

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ସରକାରଙ୍କୁ ପ୍ରଶ୍ନ କଲେ ବିରୋଧୀ

ପ୍ରଶ୍ନକାଳରେ ଉଠିଲା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ । ମାଟ୍ରିକ ପରୀକ୍ଷା ସରିଥିଲେ ମଧ୍ୟ ଏଥର ଯେଭଁଭଳି ପ୍ରଶ୍ନ ପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି ତାକୁ ନେଇ ଗାଁ ଠୁ ସହର ଚର୍ଚା ଚାଲିଛି । ଏହାକୁ ନେଇ  ବିଧାନସଭାରେ ମଧ୍ୟ ଉଠିଲା ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ । ଗୃହ…

ଓବିସିଙ୍କୁ ନ୍ୟାୟ ପ୍ରଦାନ ଦାବିନେଇ ପ୍ରଶ୍ନକଲା ବିଜେପି ଓବିସି ମୋର୍ଚ୍ଚା

ଭୁବନେଶ୍ବର : ଓବିସିଙ୍କୁ ନ୍ୟାୟ ମିଳୁନାହିଁ ।  ଓବିସିଙ୍କୁ ନ୍ୟାଯ୍ୟ ଅଧିକାର ପ୍ରଦାନ ଦାବିରେ ବିଜେପି ଓବିସି ମୋର୍ଚ୍ଚା ତରଫରୁ ସର୍ବଦା ଲଢ଼େଇ ଜାରି ରହିଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି।  ଏପ୍ରିଲ ୬ରେ ବିଜେପି ପ୍ରତିଷ୍ଠା ଦିବସରୁ ଏପ୍ରିଲ ୧୪ରେ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ୯…

ଓଡ଼ିଆମାନଙ୍କ ପଖାଳ ଦିବସକୁ ନେଇ ଚାରିଆଡେ ଖୁସି

ଭୁବନେଶ୍ବର : ପଖାଳ କହିଲେ ଓଡ଼ିଆଙ୍କ ଖାଦ୍ୟ କଥା ମନେପଡ଼େ ।  ପଖାଳକୁ ଖାଇବା ପାଇଁ କିଏ ବା ମନାକରେ । ଆଜି ପଖାଳ ଦିବସରେ ଅନେକ ସ୍ଥାନରେ ପଖାଳ ଦିବସ ପାଳିତ ହୋଇଯାଇଛି । ଗତ ଦଶ ବର୍ଷ ହେଲା ପଖାଳ ବିଶ୍ବ ମାନସପଟରେ ପହଞ୍ଚାଇବା ପାଇଁ ଓଡ଼ିଆମାନେ ପଖାଳ ଦିବସ ପାଳନ କରୁଛନ୍ତି। ତେବେ ଏହି ପଖାଳ…

ଶ୍ରୀବିଗ୍ରହଙ୍କ ଖସାପଡ଼ା ଲାଗି ନୀତି

ପୁରୀ : ଆଜି ସୋମବାର ଚୈତ୍ର କୃଷ୍ଣ ଚତୁର୍ଦ୍ଦଶୀ ତିଥି । ଶ୍ରୀବିଗ୍ରହଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହୋଇଛି । ତେଣୁ ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଅପରାହ୍‌ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଖସାପଡ଼ା ନୀତି ଏକ ଗୁପ୍ତ ସେବା ହୋଇଥିବାରୁ ଏହି…

‘କ୍ରୀତଦାସ ପ୍ରଥା’କୁ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଦୋହରାଇବାକୁ ଚାହୁଁଛନ୍ତି କି:ବିଜେପି

ଭୁବନେଶ୍ବର : ବ୍ରିଟିସ ଶାସନ ସମୟର ଘୃଣ୍ୟପ୍ରଥା ଥିବା ‘କ୍ରୀତଦାସ ପ୍ରଥା’କୁ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦୋହରାଇ ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି କି ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ…

ଭାରତ ୧୦ ୱିକେଟ୍‌ରେ ପରାସ୍ତ

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ ଭାରତ ୨୬ ଓଭରରେ ୧୧୭ ରନ୍‌ କରି ସମସ୍ତ ୱିକେଟ୍ ହରାଇଦେବା ପରେ ଅଷ୍ଟ୍ରେଲିଆ ମାତ୍ର ୧୧ ଓଭରରେ କୌଣସି ୱିକେଟ୍‌ ନ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଷ୍ଟାର୍କ ଏକା ୫ ୱିକେଟ୍ ନେଇ ଭାରତର ମେରୁଦଣ୍ଡକୁ ଭାଙ୍ଗିଦେବା ପରେ ମାର୍ସ ୩୬ ବଲ୍‌ରୁ ୬୬…

ଭାରତର ଗଣତନ୍ତ୍ର ଏବଂ ତା’ର ସଙ୍ଗଠନଗୁଡ଼ିକର ସଫଳତା କିଛି ଲୋକଙ୍କୁ କଷ୍ଟ ଦେଉଛି

ନୂଆଦିଲ୍ଲୀ: ଭାରତର ଗଣତନ୍ତ୍ର ଏବଂ ତା’ର ସଙ୍ଗଠନଗୁଡ଼ିକର ସଫଳତା କିଛି ଲୋକଙ୍କୁ କଷ୍ଟ ଦେଉଥିବାରୁ ସେମାନେ ଏହାକୁ ସମାଲୋଚନା କରୁଛନ୍ତି ବୋଲି ଶନିବାର ଦିନ ‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦେଶ…