ହର ହର ଶମ୍ଭୁ ଫେମ୍‌ ଅଭିଲିପ୍ସା ପଣ୍ଡାଙ୍କୁ ରାଷ୍ଟ୍ରୀୟ ସଙ୍ଗୀତ ପୁରସ୍କାର

ଭୁବନେଶ୍ୱର:  ହର ହର ଶମ୍ଭୁ ଫେମ୍‌ ଅଭିଲିପ୍ସା ପଣ୍ଡାଙ୍କୁ ମିଳିଲା ରାଷ୍ଟ୍ରୀୟ ସଙ୍ଗୀତ ପୁରସ୍କାର । ମୁମ୍ବାଇରେ ଆୟୋଜିତ ସୁର ଜ୍ୟୋସ୍ନା ନ୍ୟାସନାଲ ମ୍ୟୁଜିକ ଆଓ୍ବାର୍ଡରେ ସମ୍ମାନିତ ହୋଇଛନ୍ତି ଅଭିଲିପ୍ସା ।  ଲୋକପ୍ରିୟ ସଙ୍ଗୀତ କାଟାଗୋରୀରେ ପୁରସ୍କୃତ ହୋଇଛନ୍ତି କେନ୍ଦୁଝର ବଡ଼ବିଲର…

ରାଜ୍ୟରେ ସମୁଦାୟ ୫୩ ହଜାର ଶିକ୍ଷକ ନିଯୁକ୍ତି ହେବେ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷକ ଅଭାବ ରହିବ ନାହିଁ । ଏନେଇ ଗୃହରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି- ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୭୫, ଦ୍ଵିତୀୟ ପର୍ଯ୍ୟାୟରେ ୩୪୬୧ ଓ ତୃତୀୟ ପର୍ଯ୍ୟାୟରେ ୨୩୩୬ ଉଚ୍ଚ ବିଦ୍ୟାଳୟ ରୂପାନ୍ତର ହୋଇଛି ।…

ଶିଶୁଭବନ ଛକରେ ଅଭାବନୀୟ ଘଟଣା:ହୋର୍ଡିଂ ଟାଓ୍ବାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଶିଶୁଭବନ ଛକରେ ଅଭାବନୀୟ ଘଟଣା । ହୋର୍ଡିଂ ଟାଓ୍ବାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଯୁବକ ଜଣକ ହେଲେ ସୋର ଆଙ୍ଗୁଲା ଗାଁର ଟୁଲୁ ପାତ୍ର । ବେକରେ ଜିଆଇ ତାର ଗୁଡାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ଅଧଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ସୁରକ୍ଷିତ ଉଦ୍ଧାର ହେଲେ ଯୁବକ।…

ଜାଗା ମିଶନରେ ଦୁର୍ନୀତି!

କଂଗ୍ରେସରେ ଯୋଗ ଦେବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜୟ ପଟ୍ଟନାୟକ ।ତାଙ୍କ କହିବା ଅନୁସାରେ ସରକାରଙ୍କ ତଥ୍ୟ ଅନୁସାରେ ୧୮ ଲକ୍ଷ ଲୋକ ବସ୍ତିରେ ବସବାସ କରୁଛନ୍ତି । ରାଜ୍ୟ ସରକାର ବସ୍ତି ଲୋକଙ୍କୁ ଜାଗା ମିଶନରେ ଜାଗା ଯୋଗାଇ ଦେଉଥିବା କହୁଥିବା ବେଳେ  ଏଥିରେ ଦଳୀୟ କର୍ମୀ…

ଅମୃତପାଲ୍‌ ସିଂହଙ୍କୁ ଖୋଜୁଛି ପୋଲିସ

୪ ଦିନ ହେଲା ପଂଜାବ ପୋଲିସ ଖୋଜୁଛି ଅମୃତପାଲ ସିଂହଙ୍କୁ ।  ତଲାସ ପରେ ବି  ପଳାତକ ଖଲିସ୍ତାନୀ ନେତା ଅମୃତପାଲ୍‌ ସିଂହଙ୍କୁ ଠାବ କରିବାରେ ବିଫଳ ହେବା ପରେ ପଞ୍ଜାବ ପୁଲିସ ତାଙ୍କର ୭ଟି ସମ୍ଭାବ୍ୟ ଚେହେରା ସେୟାର୍‌ କରିଛି। ଗିରଫଦାରି ଏଡ଼ାଇବା ଲାଗି ଅମୃତପାଲ୍‌ ଉପରୋକ୍ତ ଛଦ୍ମବେଶ ଧାରଣ…

୭ ଜିଲ୍ଲାରେ କୁଆପଥର ବର୍ଷା କମିଲା ତାପମାତ୍ରା

ଗଞ୍ଜାମ, ପୁରୀ, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଜଗତ୍‌ସିଂହପୁର ଆଦି ୭ଟି ଜିଲ୍ଲାରେ  କୁଆପଥର ବର୍ଷା ହୋଇଛି। ମାତ୍ର ଦେଢ଼ ଘଣ୍ଟା ଭିତରେ ପୂରା ଓଲଟପାଲଟ ହୋଇଗଲା ରାଜଧାନୀର ପାଣିପାଗ। ତାପମାତ୍ରା ଏକାବେଳକେ ୩୩.୬ ଡିଗ୍ରିରୁ ୨୦.୮ ଡିଗ୍ରିକୁ ଖସିଗଲା।  ବର୍ଷା ଯୋଗୁଁ …

ଦିଲ୍ଳୀ ବଜେଟ୍‌ କୁ ମିଳିଲା କେନ୍ଦ୍ର ସରକାରଙ୍କ ଅନୁମୋଦନ

ଦିଲ୍ଲୀର ବଜେଟ୍ ୨୦୨୩-୨୪କୁ ଅନୁମୋଦନ ମିଳିଛି। ଗୃହ ମନ୍ତ୍ରଣାଳୟ ଆମ୍‌ ଆଦମୀ ପାର୍ଟି(ଆପ୍‌) ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିବାର ଗୋଟିଏ ଦିନ ପରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟକୁ ଏକ ଚିଠି ଲେଖିଥିଲେ। ଭିତ୍ତିଭୂମି ଉପରେ ବିଜ୍ଞାପନ ପାଇଁ ବ୍ୟୟ କାହିଁକି ଅଧିକ ବୋଲି…

କନ୍ନଡ ଅଭିନେତା ଚେତନ କୁମାର ଗିରଫ

କନ୍ନଡ ଅଭିନେତା ଚେତନ କୁମାର ହିନ୍ଦୁତ୍ୱ ବା ହିନ୍ଦୁଧର୍ମକୁ ନେଇ ଏକ ବିବାଦୀୟ ଟ୍ୱିଟ କରିଥିଲେ । ଏହାକୁ ନେଇ ବଜରଙ୍ଗଦଳ ତରଫରୁ ଚେତନଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ଆଧାରରେ ଚେତନଙ୍କୁ ବେଙ୍ଗାଲୁର ପୋଲିସ ଗିରଫ କରିଛି ।ଗତକାଲି ଚେତନ କୁମାର ଏକ ଟ୍ୱିଟ୍ କରିଥିଲେ…

ଡିଜେ ଆଜେକ୍ସଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ

ଭୁବନେଶ୍ୱର: ଆସିଲା ଡିଜେ ଆଜେକ୍ସଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ବେକରେ ରହିଛି ଦାଗ, ଅନ୍ୟ ସ୍ଥାନରେ ନାହିଁ ଚିହ୍ନ । ଲିଗାଚର ମାର୍କରୁ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ସେପଟେ ୧୭ ତାରିଖ ରାତିରେ…

ତିନିଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ୨୨ ତାରିଖ ଅପରାହ୍‌ ୪ଟାରେ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ପରେ ସେ ବଙ୍ଗାଳି ପର୍ଯ୍ୟଟକମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ଅତିଥି ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।…