ରାହୁଲ୍‌ ଗାନ୍ଧୀଙ୍କ ଘରେ ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଶ୍ରୀନଗରରେ ‘ଭାରତ ଯୋଡ଼ୋ ଯାତ୍ରା’ ଭାଷଣରେ ଯୌନ ଉତ୍ପୀଡ଼ନର ସରବ୍ୟ ହୋଇଥିବା ପୀଡ଼ିତାମାନଙ୍କ ସମ୍ବନ୍ଧରେ ଦେଇଥିବା ମନ୍ତବ୍ୟ ଉପରେ ସୂଚନା ସଂଗ୍ରହ କରିବା ଲାଗି ଆଜି ସ୍ପେସାଲ୍‌ ପୁଲିସ କମିସନର୍‌ (ଆଇନଶୃଙ୍ଖଳା) ସାଗରପ୍ରୀତ୍‌ ହୂଦାଙ୍କ ନେତୃତ୍ବରେ ଦିଲ୍ଲୀ ପୁଲିସ କଂଗ୍ରେସ…

ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା : ତ୍ରିକୋଣୀୟ ପ୍ରେମ ସନ୍ଦେହକୁ ନେଇ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚା । ପ୍ରେମ ସଂପର୍କ ପାଇଁ ଆତ୍ମହତ୍ୟା କୁହାଯାଉଛି । ଏଥିରେ ତ୍ରିକୋଣୀୟ ପ୍ରେମ ହିଁ ଏଭଳି ଘଟଣା ପାଇଁ ଦାୟୀ କୁହାଯାଉଛି ।  ଘଟଣା ସଂପର୍କରେ କୁହାଯାଉଛି ତାଙ୍କ…

ପ୍ରସିଦ୍ଧ ଝୁମର ଗୀତିକାର ସୌରୀନ୍ଦ୍ର ମହାନ୍ତଙ୍କର ପରଲୋକ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଝୁମର ଗୀତିକାର ସୌରୀନ୍ଦ୍ର ମହାନ୍ତଙ୍କର ପରଲୋକ ହୋଇଯାଇଛି। ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକ ବାରିପଦାର ଏକ ଘ‌ରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହେବାରୁ ତାଙ୍କୁ…

ଅଷ୍ଟ୍ରେଲିଆ ବିପକ୍ଷ ଆଜି ଦ୍ବିତୀୟ ଦିନିକିଆ : କମବ୍ୟାକ କରିବେ ରୋହିତ ଶର୍ମା

ବିଶାଖାପଟନମରେ ହେବାକୁ ଥିବା  ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଦଳକୁ କମବ୍ୟାକ କରିବେ ଭାରତର ଅଧିନାୟକ ରୋହିତ ଶର୍ମା ।  ରୋହିତ ପୁଣିଥରେ ଦଳକୁ ଫେରୁଥିବା ବେଳେ ସୂର୍ଯ୍ୟକୁମାର ଯାଦବ କିମ୍ବା ଇଶାନ କିସାନଙ୍କୁ ଦଳରୁ ବାଦ ଦିଆଯାଇପାରେ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ…

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆର୍ଥ ଆୱର ଇଣ୍ଡିଆ-୨୦୨୩ ପାଇଁ ଗୁଡ୍‌ୱିଲ୍‌ ଆମ୍ବାସଡର୍‌

ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆର୍ଥ ଆୱର ଇଣ୍ଡିଆ-୨୦୨୩ ପାଇଁ ‘ଗୁଡ୍‌ୱିଲ୍‌ ଆମ୍ବାସଡର୍‌’ ମନୋନୀତ ହୋଇଛନ୍ତି। ଡବ୍ଲୁଡବ୍ଲୁଏଫ୍‌ ଇଣ୍ଡିଆ ପକ୍ଷରୁ ଶନିବାର ଦିନ ଏହି ଘୋଷଣା କରାଯାଇଛି। ଶ୍ରୀ ପଟ୍ଟନାୟକଙ୍କ ସହ ଜଣାଶୁଣା ସେଫ୍‌ ରଣବୀର ବ୍ରାର ଓ…

ବାଂଲାଦେଶ ମୈତ୍ରୀ ପାଇପ ଲାଇନକୁ ମିଳିତ ଭାବେ ଉଦ୍‌ଘାଟନ କଲେ ମୋଦୀ ଓ ଶେଖ ହସିନା

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମିଳିତ ଭାବେ ଭାରତ -ବାଂଲାଦେଶ ମୈତ୍ରୀ ପାଇପ ଲାଇନ (ଆଇବିଏଫପି)କୁ ଆଜି (୧୮.୩.୨୦୨୩) ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ଉଭୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସେପ୍ଟେମ୍ବର ୨୦୧୮ରେ ଏହି…

ଅନ୍ତର୍ଜାତୀୟ ମିଲେଟ୍ସ (ଶ୍ରୀ ଅନ୍ନ) ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପୁସା ସ୍ଥିତ ଆଇଏଆରଆଇ କ୍ୟାମ୍ପସର ଏନଏଏସସି କମ୍ପ୍ଲେକ୍ସ ସୁବ୍ରମଣ୍ୟମ ହଲଠାରେ ଅନ୍ତର୍ଜାତୀୟ ମିଲେଟ୍ସ (ଶ୍ରୀଅନ୍ନ) ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହି ଦୁଇ ଦିନିଆ ବିଶ୍ୱସ୍ତରୀୟ ସମ୍ମିଳନୀରେ ମିଲେଟ୍ସ (ଶ୍ରୀଅନ୍ନ) ସହ ଜଡ଼ିତ…

ପୁଣି ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ

ଶ୍ରୀନଗର: ପୁଣି ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ବିରୋଧରେ ସେନାବାହିନୀ ପକ୍ଷରୁ ସର୍ଚ ଅପରେସନ ଜାରି ରହିଛି । ଏନକାଉଁଟରରେ ଅନେକ ଆତଙ୍କବାଦୀ ନିହତ ହେବା ପରେ ପୁଣି ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀମାନେ ମୁହାଁମୁହିଁ ହୋଇଥିବା କଥା ଖବର ମିଳିଛି । ପୁଲୱାମାର ମିତ୍ରୀଗାମ ଅଂଚଳରେ ଆଜି ସକାଳୁ…

ସ୍ବାଭାବିକ ଚାଲିଛି ବିଧାନସଭା

ଭୁବନେଶ୍ୱର: କିଛି ଦିନ ଧରି ସରକାର ପକ୍ଷ ଏବଂ ବିରୋଧୀ ପକ୍ଷଙ୍କ ମଧ୍ୟରେ ହୋହଲ୍ଲା ପରେ  ସ୍ବାଭାବିକ ଚାଲିଛି ବିଧାନସଭା ।  ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଜବାବ ମାଗୁଥିବା ବେଳେ ସରକାରଙ୍କ ପକ୍ଷରୁ ମଧ୍ୟ ଜବାବ ଦିଆଯାଉଛି । ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ୪ଟି…

ପୁରୀରେ ଜୁଆ ଖେଳକୁ ନେଇ ବୁଲିଲା ଖଣ୍ଡା, ବୋହିଲା ରକ୍ତ

ପୁରୀ: ପୁରୀରେ ପୁଣି ବୁଲିଛି ଖଣ୍ଡା ବୋହିଛି ରକ୍ତ  ।  ଜୁଆ ଖେଳକୁ ନେଇ ଗଣ୍ଡଗୋଳ ରେ ଫାଟିଛି ମୁଣ୍ଡ । ପୁରୀ ମାର୍କେଟ ଛକ ନିକଟରେ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି। ଠେଙ୍ଗାବାଡ଼ି ଓ କାଚ ବୋତଲ ଆକ୍ରମଣରେ ୩ ଜଣ ଆହତ ହୋଇ  ୨ ଗୁରୁତର କଟକ ଏସସିବି ସ୍ଥାନାନ୍ତର ହୋଇଥିବାବେଳେ ଜଣେ…