ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା । ଏଥିପାଇଁ  କଂଗ୍ରେସର ମୁଖ୍ୟମନ୍ତ୍ରୀ ଏବଂ ବିଜେପି ବିରୋଧୀ ନେତାଙ୍କୁ  ନିମନ୍ତ୍ରଣ ପଠାଯାଇଛି ।  ଶପଥ ସମାରୋହ ପାଇଁ ଭବ୍ୟ ଆୟୋଜନ ହୋଇଛି । କାନ୍ତିରାଭା ଷ୍ଟାଡିୟମରେ ବିଜେପି ବିରୋଧୀମାନେ ଏକତ୍ରିତ…

ପ୍ରତିରକ୍ଷା ଉତ୍ପାଦନ ପ୍ରଥମ ଥର ପାଇଁ ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ:  ପ୍ରତିରକ୍ଷା ମନ୍ତ୍ରଣାଳୟର  ୨୦୨୨ -୨୩ ଆର୍ଥିକ ବର୍ଷ ରେ ପ୍ରତିରକ୍ଷା ଉତ୍ପାଦର ମୂଲ୍ୟ ପ୍ରଥମ ଥର ପାଇଁ ଏକ ଲକ୍ଷ କୋଟି ଟଙ୍କା ଟପିଛି । ପ୍ରତିରକ୍ଷା ମୂଲ୍ୟ ୧,୦୬,୮୦୦ କୋଟି ଟଙ୍କା ରହିଛି ଏବଂ ଅବଶିଷ୍ଟ ଘରୋଇ ପ୍ରତିରକ୍ଷା ଶିଳ୍ପରୁ ତଥ୍ୟ ଆସିବା ପରେ ଏହାର ପରିମାଣ ଆହୁରି…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ୩ଟି ନୂତନ ସ୍ନାତକ ଓ ଗୋଟିଏ ସ୍ନାତକୋତ୍ତର ପାଠ୍ୟକ୍ରମ

ଭୁବନେଶ୍ବର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୨୦୨୩-୨୪ ଶିକ୍ଷାବର୍ଷରୁ ୩ଟି ନୂତନ ସ୍ନାତକ ପାଠ୍ୟକ୍ରମ ଓ ଗୋଟିଏ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଏଥିରେ କୃଷି ବିଜ୍ଞାନ, ଦୁଗ୍ଧ ବିଜ୍ଞାନ ଓ ଜଙ୍ଗଲ ପରିଚାଳନା ରେ ୪ ବର୍ଷିଆ B.Sc ପାଠ୍ୟକ୍ରମ ଏବଂ ଲଜିଷ୍ଟିକ୍ସ ଓ ଯୋଗାଣ…

ଜାପାନ‌ରେ ଜି-୭ ସମ୍ମିଳନୀରେ ଯୋଗଦେଲେ ମୋଦି

ହିରୋସିମା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ହିରୋସିମାରେ  ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ଯାପାନରେ ପହଁଚିଛନ୍ତି । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । https://twitter.com/narendramodi/status/1659520339720933376?s=20…

କେନ୍ଦ୍ର ସରକାର ଆଣିଲେ ଅଧ୍ୟାଦେଶ: କେଜରିଓ୍ବାଲ କରିପାରିବେନି ‘ଟ୍ରାନ୍ସଫର-ପୋଷ୍ଟିଂ

ଦିଲ୍ଲୀ: ଅରବିନ୍ଦ କେଜରିଓ୍ବାଲଙ୍କ ସରକାରରେ ‘ଟ୍ରାନ୍ସଫର-ପୋଷ୍ଟିଂକୁ ନେଇ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାତୀୟ ରାଜଧାନୀ ଅଞ୍ଚଳରେ ଟ୍ରାନ୍ସଫର -ପୋଷ୍ଟିଂକୁ ନେଇ  (GNCTD) ନିୟମରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ସୁପ୍ରିମକୋର୍ଟଙ୍କ…

୪ ଉଇକେଟରେ ଜିତିଲା ରାଜସ୍ଥାନ

ଧର୍ମଶାଳା : ଆଇପିଏଲ ର ୬୬ତମ ମ୍ୟାଚରେ ଆଜି କଡା ମୁକାବିଲାରେ ରାଜସ୍ଥାନ ୪ ଉଇକେଟରେ ପଂଜାବକୁ  ହରାଇଛି । https://twitter.com/IPL/status/1659622312155676672?s=20  ରାଜସ୍ଥାନ ଆଗରେ ୧୮୮ ରନର ବିଜୟ ଲକ୍ଷ୍ୟ ରଖିଥିଲା ପଞ୍ଜାବ କିଙ୍ଗସ୍ । ହାରିବା ପରେ ପଂଜାବ ପ୍ଲେ…

କଳାହାଣ୍ଡିର ବିକାଶ ପାଇଁ ସମୀକ୍ଷା ବୈଠକ ସହ ବିଭିନ୍ନ ଜନହିତକର କାର୍ଯ୍ୟ ବୁଲି ଦେଖୁଛନ୍ତି ଫାଇଭ-ଟି ସଚିବ ଭି.କେ…

କଳାହାଣ୍ଡି:  ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ କଳାହାଣ୍ଡି ଜିଲ୍ଲାର ବିକାଶର ଅନୁଧ୍ୟାନ କରିଛନ୍ତି ।  ଅଧିକାରୀ ଏବଂ ଲୋକଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରୁଛନ୍ତି । ଆଜି ବେଲଖଣ୍ଡି ଶିବ ମନ୍ଦିର ଯାଇ ଦର୍ଶନ କରିବା ପରେ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହ…

ଆଦାନୀ ଗ୍ରୁପକୁ କ୍ଲିନଚିଟ୍ ଦେଲେ ସୁପ୍ରିମକୋର୍ଟ ପ୍ୟାନେଲ୍

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ନିବେଶକଙ୍କ କ୍ଷତି କରିଥିବା ନେଇ ଅଭିଯୋଗ କରିଆସୁଥିଲେ ବିରୋଧୀ । ତେବେ ଏହି ଅଭିଯୋଗକୁ ତଦନ୍ତ ପରେ  ସୁପ୍ରିମକୋର୍ଟ ପକ୍ଷରୁ ନିଯୁକ୍ତ ଏକ୍ସପର୍ଟ ପ୍ୟାନେଲ ଆଦାନୀ ଗ୍ରୁପକୁ କ୍ଲିନ ଚିଟ୍ ଦେଇଛନ୍ତି । ଏହି ପ୍ୟାନେଲ ଆଦାନୀ ଗ୍ରୁପ ଉପରେ ହିଣ୍ଡେନବର୍ଗ ରିସର୍ଚ୍ଚ…

ଆର୍‌ବିଆଇ ପକ୍ଷରୁ ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ଘୋଷଣା

ନୂଆଦିଲ୍ଲୀ: ଆର୍‌ବିଆଇ ପକ୍ଷରୁ ଆଜି ୨୦୦୦ ଟଙ୍କିଆ ନୋଟ୍‌ର ପ୍ରତ୍ୟାହାର ଘୋଷଣା କରାଯାଇଛି। ଲୋକମାନେ ଟ୍ରାଞ୍ଜାକସନ୍‌ ପାଇଁ ୨୦୦୦ ଟଙ୍କିଆ ନୋଟ୍‌ ବ୍ୟବହାର ଜାରି ରଖିପାରିବେ ଏବଂ ପେମେଣ୍ଟରେ ମଧ୍ୟ ପାଇପାରିବେ। ତେବେ ସେମାନଙ୍କୁ ସେପ୍ଟେମ୍ବର ୩୦, ୨୦୨୩ ସୁଦ୍ଧା ଏହି ନୋଟ୍‌ ସବୁକୁ…

ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କରେ ଗିରଫ ଅପରାଧିଙ୍କ ଉପରେ ଲାଗିବ ଦେଶଦ୍ରୋହ ଅପରାଧ ଦଫା

ଭୁବନେଶ୍ବର:ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ ଥିବା ଜଣାପଡିବା ପରେ ଗିରଫ ହୋଇଥିବା ପଠାଣୀଙ୍କ ଉପରେ  ଲାଗିବ ଦେଶଦ୍ରୋହ ଅପରାଧ  । ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ ନେଇ  ସ୍ପେଶାଲ ଟାସ୍କ ଫୋର୍ସ କୁ ସାଂଘାତିକ ତଥ୍ୟ ମିଳିଛି । ଏନେଇ ତନାଘନା ଚଳାଇଛି ଏସଟିଏଫ୍ । ଏହି ମାମଲାରେ…