ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ନୂଆମନ୍ତ୍ରୀମଣ୍ଡଳ ହେବା ପରେ  ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଜୁନ୍ ୧ ତାରିଖ ଯାଏ ଚାଲିବ ଏହି ସମୀକ୍ଷା କାର୍ଯ୍ୟକ୍ରମ । ପ୍ରଥମ ଦିନରେ ଖାଦ୍ୟ ଯୋଗାଣ ଓ ସମବାୟ, ସ୍ବାସ୍ଥ୍ୟ ବିଭାଗ ନିଜର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବେ । …

ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ

ଭୁବନେଶ୍ବର:  ଆଜି ଶପଥ ନେବେ ତିନି ନୂଆ ମନ୍ତ୍ରୀ । ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ପ୍ରସାଦ ନାୟକ ହେବେ ନୂଆ କ୍ୟାବିନେଟ ମନ୍ତ୍ରୀ । ଲୋକସେବା ଭବନର କନଭେନସନ ସେଣ୍ଟରରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ସକାଳ ୯ଟା ୫୦ ମିନିଟରେ ନୂଆମନ୍ତ୍ରୀଙ୍କୁ ରାଜ୍ୟପାଳ ପ୍ରଫେସର…

ଗୁଜୁରାଟ ଟାଇଟନ୍ସ ଶେଷ ଲିଗ ମ୍ୟାଚରେ ବାଙ୍ଗାଲୋରକୁ ୬ ଉଇକେଟରେ ହରାଇଲା

ଗୁଜୁରାଟ ଟାଇଟନ୍ସ ଶେଷ ଲିଗ ମ୍ୟାଚରେ ବାଙ୍ଗାଲୋରକୁ ୬ ଉଇକେଟରେ ହରାଇଛି ।  କୋହଲିଙ୍କ ଶତକ ବେକାର ହୋଇଛି । ଗିଲଙ୍କ ଦମଦାର ଶତକ ବଳରେ ଜିତିଲା ଗୁଜରାଟ । https://twitter.com/IPL/status/1660356519844802560?s=20 ମ୍ୟାଚରେ ହାରି ପ୍ଲେ ଅଫ୍ ରୁ ବିଦା ହେଲା ବାଙ୍ଗାଲୋର । …

ହାଇଦ୍ରାବାଦକୁ ୮ ଓ୍ବିକେଟରେ ହରାଇଲା ମୁମ୍ବାଇ: ଗ୍ରୀନ ପ୍ଲେୟାର ଅଫ ଦି ମ୍ୟାଚ୍

ମୁମ୍ବାଇ:  ପ୍ଲେ ଅଫ୍ ରେସରେ ମୁମ୍ବାଇ । ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ବିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଆଗରେ ୨୦୧ରନର  ବିଜୟ ଲକ୍ଷ୍ୟ ଥିବାବେଳେ ମୁମ୍ବାଇ ଦୁଇ ଓ୍ବିକେଟ ହରାଇ ୧୮ ତମ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।…

ଆରୁଖ, ମାରାଣ୍ଡି ଓ ସାରଦା ହେବେ ମନ୍ତ୍ରୀ :ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ୩ ବିଧାୟକଙ୍କୁ ଗଲା ଫୋନ୍

ଭୁବନେଶ୍ବର: ଆରୁଖ, ମାରାଣ୍ଡି ଓ ସାରଦା ହେବେ ମନ୍ତ୍ରୀ । ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ୩ ବିଧାୟକଙ୍କୁ ଗଲା ଫୋନ୍ କଲ୍।  ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ପାଖକୁ ଫୋନ୍ କଲ୍ ଯାଇଥିବା ବେଳେ ବିଧାୟକ ସାରଦା ନାୟକ ଓ ବିଧାୟକ ସୁଦାମ ମାରାଣ୍ଡିଙ୍କୁ ମଧ୍ୟ କଲ୍ ଯାଇଛି ।  କାଲି…

ମହାନଦୀ ଟ୍ରିବ୍ୟୁନାଲ ଟିମର ଅନୁଧ୍ୟାନ

ସମ୍ବଲପୁର:   ଛତିଶଗଡ଼ ମହାନଦୀ ପାଣି ଅଟକାଇବା ଦ୍ୱାରା କ’ଣ ପ୍ରଭାବ ପଡ଼ିଛି, ସେସବୁର ଅନୁଧ୍ୟାନ କରୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ଟିମ୍‌ ହୀରାକୁଦ ଡ୍ୟାମ୍ ସମେତ ଚିପଲିମା ପାୱାର ହାଉସ ଗସ୍ତ କରିବ । ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଏ.ଏମ ଖାନ…

ଦୃଶ୍ୟମାନ ହେଲା ଶୂନ୍ୟ ଛାୟା ଦିବସ

ଭୁବନେଶ୍ୱର: ଭୁବନେଶ୍ବରରେ ଦୃଶ୍ୟମାନ ହେଲା ଶୂନ୍ୟ ଛାୟା ଦିବସ । ଏହି ବିରଳ ଦୃଶ୍ୟ ଦେଖିବା ପାଇଁ ପଠାଣୀ ସାମନ୍ତ ପ୍ଲାନେଟୋରିଅମରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।  ବର୍ଷକୁ ଦୁଇଥର ଦୁଇ କ୍ରାନ୍ତିବ୍ରୁତ୍ତ ମଧ୍ୟ ଅଞ୍ଚଳରେ ଏହି ଶୂନ୍ୟ ଛାୟା ଦିବସ ଦୃଶ୍ୟମାନ ହୋଇଥାଏ। ଭାରତରେ…

ବଢ଼ୁଛି ତାପମାତ୍ରା : ଅସହ୍ୟ ତାତି

ଭୁବନେଶ୍ୱର: ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ।  ସମ୍ବଲପୁର: ୪୩ ଡ଼ିଗ୍ରୀ, ହୀରାକୁଦ: ୪୧.୮, ଡ଼ିଗ୍ରୀ ଝାରସୁଗୁଡା:୪୦.୪ ଡ଼ିଗ୍ରୀ, ଚାନ୍ଦବାଲି: ୪୦ ଡ଼ିଗ୍ରୀ, ଭୁବନେଶ୍ୱର: ୩୮.୮ ଡ଼ିଗ୍ରୀ, ବାଲେଶ୍ୱର : ୩୫.୮ ଡ଼ିଗ୍ରୀ, କେନ୍ଦୁଝର: ୩୫.୪ ଡ଼ିଗ୍ରୀ, ପୁରୀ: ୩୪ ଡ଼ିଗ୍ରୀ,…

ଆସନ୍ତାକାଲି ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ସକାଳ ୯ଟା ୫୦ରେ ଶପଥ ନେବେ ନୂଆ ମନ୍ତ୍ରୀ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସମସ୍ତେ ଶପଥ ଗ୍ରହଣ କରିବେ ବୋଲି ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ମନ୍ତ୍ରିମଣ୍ଡଳରେ ୩ ମନ୍ତ୍ରୀ ପଦ ଖାଲି ରହିଛି । ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା…

ଓଡିଶା ସିମକାର୍ଡ ପାକିସ୍ତାନ ଲିଙ୍କ: ପଠାଣିସାମନ୍ତ ଲେଙ୍କାର ଦୁଇ ସହଯୋଗୀଙ୍କୁ ଯାଜପୁରରୁ ଏସଟିଏଫ୍ ଉଠାଇଲା

ଭୁବନେଶ୍ବର: ଓଡିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାରେ ସୋମବାରଠାରୁ ରିମାଣ୍ଡରେ ଆସିବ ପଠାଣି ସାମନ୍ତ ଲେଙ୍କା।  ତେବେ ଏହି ଘଟଣାରେ ଆଉ ଦୁଇଜଣଙ୍କୁ ଏସଟିଏଫ ଅଟକ ରଖିଛି ।  ପାକିସ୍ତାନି ଆଇଏସଆଇ ଏଜେଣ୍ଟଙ୍କ ସହ  ସମ୍ପର୍କ ଥିବା ନେଇ ତଦନ୍ତ ଚାଲିଥିବା ବେଳେ ଏସଟିଏଫକୁ  ସାଙ୍ଘାତିକ…