ଜାଲିକାଟୁ ଖେଳ ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ତାମିଲ୍ନାଡୁରେ ଜାଲିକାଟୁ ଖେଳ ଉପରେ ରୋକ ଲଗାଇବାକୁ ସୁପ୍ରିମ୍କୋର୍ଟ ମନା କରି ଦେଇଛନ୍ତି। ଜାଲିକାଟୁ ତାମିଲନାଡୁ ସଂସ୍କୃତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଥିବାରୁ କୋର୍ଟ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ । ଯେହେତୁ ରାଜ୍ୟ ସରାକାରଙ୍କ ପକ୍ଷରୁ ଏହାକୁ ମଞ୍ଜୁରି…