ସୋମବାର ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ନବୀନଙ୍କ ଫୋନ ଯାଇନି

ଭୁବନେଶ୍ବର : ଗତ ସପ୍ତାହରେ ବାଚସ୍ପତି ଓ ଦୁଇ ମନ୍ତ୍ରୀ ଇସ୍ତଫା‌ ଦେଇଥିବା ବେଳେ ପୂର୍ବରୁ ମନ୍ତ୍ରୀ ନବ ଦାସଙ୍କ ପରଲୋକ ଘଟିଛି। ତେଣୁ ୩ଜଣ ମନ୍ତ୍ରିମଣ୍ଡଳରେ ଆସନ୍ତାକାଲି  ସାମିଲ୍‌  ହେବେ । ତେବେ କିଏ ମନ୍ତ୍ରୀ ହେବ ସେନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫୋନ କାହାପାଖକୁ…

ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳ ସାଢ଼େ ୯ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି

ପୁରୀ :  ଜୁନ୍‌ ୨୦ରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ସହ ଅନ୍ୟାନ୍ୟ ଯାତ୍ରାର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଗୁଣ୍ଡିଚା ଯାତ୍ରା ଦିନ ସକାଳ ସାଢ଼େ ୯ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ପହଣ୍ଡି ଶେଷ ପରେ  ଅପରାହ୍ଣ ୪ଟାରେ ରଥଟଣା ହେବ।…

୧ ରନରେ ‌କୋଲକାତାକୁ ହରାଇଲା ଲକ୍ଷ୍ନୌ ତୃତୀୟ ଦଳ ଭାବେ ପହଁଚିଲା ପ୍ଲେ ଅଫ୍ ରେ

କୋଲକାତା: ପୁଣି ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି ଆଇପିଏଲ୍‌ ରେ । ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ କୋଲକାତା ନାଇଟ୍‌ ରାଇଡର୍ସକୁ ୧ ରନରେ ପରାସ୍ତ କରି ତୃତୀୟ ଦଳ ଭାବେ ପହଁଚିଛି ପ୍ଲେ ଅଫ୍ ରେ। https://twitter.com/IPL/status/1659981490573414400?s=20 ଲକ୍ଷ୍ନୌ  ୧୭୭…

ବୋରୱେଲରେ ଫସିଥିବା ବାଳକ ଉଦ୍ଧାର

ଜୟପୁର: ୨୦୦ ଫୁଟ ଗଭୀର ବୋରଓ୍ବେଲରେ ଖସିପଡିଥିବା ୯ ବର୍ଷ ବୟସ୍କ ବାଳକକୁ  ପ୍ରାୟ ୭ ଘଣ୍ଟା ପରେ  ଉଦ୍ଧାର କରାଯାଇଛି । ରାଜସ୍ଥାନ ଜୟପୁର ଅନ୍ତର୍ଗତ ଭୋଜପୁରାରେ ଏକ ୨୦୦ ଫୁଟ ବୋରଓ୍ବେଲରେ ଖସିପଡିଥିଲା ୯ ବର୍ଷ ବୟସ୍କ ଲକି । ଏନଡିଆରଏଫ ଓ ଏସଡିଆରଏଫ ସହାୟତାରେ କରାଯାଇଛି ଉଦ୍ଧାର ।  …

ଜେଲେନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ହିରୋସିମା: ଜାପାନର ହିରୋସିମାରେ ଆୟୋଜିତ ଜି-୨୦ ସମ୍ମିଳନୀରେ ମୋଦି ବିଶ୍ବନେତାଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖି ଆଲିଙ୍ଗନ କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।  ପ୍ରତିବଦଳରେ ମୋଦି ମଧ୍ୟ ତାଙ୍କୁ ଆଲିଙ୍ଗନ କରିଥିଲେ ।  ଏହି…

ଆବଶ୍ୟକ ପଡ଼ିଲେ ବଢ଼ିପାରେ ଯୁକ୍ତ ଦୁଇ ସିଟ୍‌: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଚଳିତ ବର୍ଷ ମୋଟ ଦଶମରେ ୫ ଲକ୍ଷ ୧୬ ହଜାର ୪୩୫ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ  ଚଳିତ ବର୍ଷ ୫ଲକ୍ଷ ୧୨ ହଜାର ପିଲା ମାଟ୍ରିକ ପାସ୍ କରିଛନ୍ତି।  ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାରେ ଚଳିତ ବର୍ଷ ପାସ ହାର ରହିଛି ୯୬.୪୦ ପ୍ରତିଶତ ।…

ଅପରାଧ ନିୟନ୍ତ୍ରଣ ପାଇଁ ଡ୍ରାେନର ସହାୟତା ନେବ ପୋଲିସ

ଭୁବନେଶ୍ବର: ଦିନକୁ ଦିନ ସହରରେ ଅପରାଧର ମାତ୍ରା ବଢ଼ୁଛି । ଭୁବନେଶ୍ବର , କଟକରେ ଜନସଂଖ୍ୟା ବଢ଼ୁଥିବା ବେଳେ ଚୋରି, ଲୁଟ, ଡକାୟତି, ଅପହରଣ, ହତ୍ୟା ଘଟଣା ମଧ୍ୟ ବୃଦ୍ଧିପାଉଛି ଏପରିକି ଅନେକ କାର୍ଯ୍ୟକ୍ରମ ବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏହାର ସମାଧାନ ପାଇଁ  ଡ୍ରୋନ ପାଟ୍ରୋଲିଙ୍ଗ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା  । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡିକେ ଶିବକୁମାର । ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସିଦ୍ଧରମୈୟା । କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଜି. ପରମେଶ୍ବର, କେ. ଏଚ୍‌. ମନିୟାପ୍ପା, କେ. ଜେ. ଜର୍ଜ,…

ଆଜି ବସିବ ଛତିଶା ନିଯୋଗ ବୈଠକ

ପୁରୀ: ଆଜି ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ । ରଥଯାତ୍ରା ପାଖେଇ ଆସୁଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ରୁକ୍କୁଣୀ ହରଣ ଏକାଦଶୀଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ନୀତିକାନ୍ତି ନେଇ ନୀତି…

କାଶ୍ମୀରରେ ‘ଜି୨୦’ ବୈଠକକୁ ଆସିବନି ଚୀନ୍‌!

ଶ୍ରୀନଗର: କାଶ୍ମୀରରେ ଆଉ ଗୋଟିଏ ଦିନ ପରେ  ‘ଜି୨୦’ ବୈଠକ ବସିବ । ‘ଜି୨୦ ଟୁରିଜିମ୍‌ ୱାର୍କିଙ୍ଗ୍‌ ଗ୍ରୁପ୍‌’ର ୩ୟ ବୈଠକ ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ତେବେ ଏହି ବୈଠକକୁ ଚୀନ୍‌ ତୀବ୍ର ବିରୋଧ କରିଛି । ଚୀନ ପ୍ରତିନିଧି  ଆସିବେ କି ନାହିଁ ସନ୍ଦେହ ରହିଛି । ଏହା ସହ …