ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜିଠାରୁ ୬ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୧ ପର୍ଯ୍ୟନ୍ତ ଜାପାନରେ ରହିବେ ମୋଦି । ଜାପାନରେ ହେବାକୁ ଥିବା ଜି ୭ ଶିଖର ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ  ଶାନ୍ତି , ସ୍ଥିରତା…

ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବଢ଼ୁଛି

ଭୁବନେଶ୍ୱର: ଏଥର ତାତିରେ ଅତିଷ୍ଟ ହେଲେଣି ସାଧାରଣ ଜନତା । ପୂର୍ବରୁ  ପଶ୍ଚିମରେ ତାତି ବଢ଼ୁଛି । କେବେ କେବେ ଉପକୂଳରେ କାଳବୈଶାଖୀ ହେଉଛି କିନ୍ତୁ ତାତି କମୁନି । ରାଜ୍ୟରେ ଦିନରେ ତାପମାତ୍ରା ବୃଦ୍ଧି ସହିତ ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଛି । ଫଳରେ ସକାଳୁ ଗରମ ସହିତ ଅପରାହ୍ମରେ…

ଆଜି ସାବିତ୍ରୀ ଅମାବାସ୍ୟା

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା ସାରା ରାଜ୍ୟରେ ପାଳନ ହେଉଛି । ପତ୍ନୀମାନେ ସ୍ୱାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି  । ହାତରେ ଭୋଗ, ମନରେ ଉତ୍ସାହ ନେଇ ଦେବାଳୟକୁ ଯାଇଛନ୍ତି ସଧବା । ନୂଆ ଶାଢୀ, ସଙ୍ଖା, ସିନ୍ଦୁର ଓ ଅଳତା ନେଇ ପୂଜାର୍ଚ୍ଚନା କରୁଛନ୍ତି । ଘରେ ଘରେ ବି…

୨୦ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର : ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତା ୨୦ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରସ୍ଥିତ ହୋଟେଲ ନ୍ୟୁ ମ୍ୟାରିୟନଠାରେ ଅନୁଷ୍ଠିତ ହେବ । ରାଜ୍ୟ ସଭାପତି  ମନମୋହନ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଏହି…

ପ୍ଲେଅଫ୍ ଦୌଡ଼ରେ ଆର୍‌ସିବି

ବିରାଟ କୋହଲିଙ୍କର ଶତକ ଓ ଫାଫ୍ ଡୁ ପ୍ଲେସିଙ୍କ ୭୧ ରନ୍‌ ବଳରେ ଗୁରୁବାର ସନ୍‌ରାଇଜର୍ସ ହାଇଦରାବାଦକୁ ୮ ୱିକେଟରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରାସ୍ତ କରିଛି। ୭ମ ବିଜୟ ପରେ ପ୍ଲେଅଫ୍‌ ଦୌଡ଼ରେ ରହିଛି ଆର୍‌ସିବି। ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ…

ମହାନଦୀ ଟ୍ରିବୁନାଲଙ୍କ ଗସ୍ତ ଆଜି

ଭୁବନେଶ୍ବର :  ମହାନଦୀ ଜଳ ବିବାଦ ଟ୍ରିବୁନାଲ ଓଡ଼ିଶା ଗସ୍ତରେ ଆସୁଛନ୍ତି ।  ସେମାନେ ଆସି ଝାରସୁଗୁଡ଼ାରେ ପହଞ୍ଚିବେ। ଟ୍ରିବୁନାଲର ପ୍ରତିନିଧି ଛତିଶଗଡ଼ରେ ମହାନଦୀର ସ୍ଥିତି ଅନୁଧ୍ୟାନ କରି ସାରିଲା ପରେ ୧୯ ତାରିଖରୁ ୨୮ ତାରିଖ ପର୍ଯନ୍ତ ୯ ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯିବାର…

ସିଦ୍ଦରମୈୟାଙ୍କ ଶପଥ ପାଠ ଉତ୍ସବ ପାଇଁ ୧୧ ବିରୋଧୀ ନେତାଙ୍କୁ ନିମନ୍ତ୍ରଣ

ବେଙ୍ଗାଲୁର:  ସିଦ୍ଦରମୈୟାଙ୍କ ଶପଥ ପାଠ ଉତ୍ସବ ପାଇଁ ୧୧ ବିରୋଧୀ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ଶପଥପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ନିମନ୍ତ୍ରଣ ମିଳିନଥିବା ଚର୍ଚା ହେଉଛି । ଏହା ସହିତ କେଜରିଓ୍ବାଲ, ଜଗମୋହନ ରେଡି, କେ ଚନ୍ଦ୍ରଶେଖର…

ଆସନ୍ତା ୨୮ ତାରିଖରେ ଉଦଘାଟିତ ହେବ ସଂସଦର ନୂଆ ବିଲ୍‌ଡିଂ

ଆସନ୍ତା ୨୮ ତାରିଖରେ  ସଂସଦର ନୂଆ ବିଲ୍‌ଡିଂକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ। ୪ ମହଲା ବିଶିଷ୍ଟ ନୂଆ ବିଲଡିଂ ପାଇଁ ୧୨ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ମଧ୍ୟରେ ୧୨୨୪ ଜଣ ସାଂସଦ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ଭାରତର ସଂସ୍କୃତି , ଐତିହ୍ୟ ଛାପ ଏହି ସଂସଦ…

୫ ଏସ୍‌ପିଙ୍କ ସମେତ ବଦଳି ହେଲେ ୧୮ ବରିଷ୍ଠ ଆଇପିଏସ୍‌ ଅଧିକାରୀ

ଭୁବନେଶ୍ବର: ବରିଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ । ସରକାର ୫ ଜଣ ଏସ୍‌ପିଙ୍କ ସମେତ ମୋଟ ୧୮ ଜଣ ଆଇପିଏସ୍‌ ଅଧିକାରୀଙ୍କୁ ବଦଳି କରିଛନ୍ତି।ସମ୍ବଲପୁର  ଏସ୍‌ପି ବାତୁଲା ଗଙ୍ଗାଧରଙ୍କୁ  ମୟୂରଭଂଜରେ ଅବସ୍ଥାପିତ କରିବା ନେଇ ଆଦେଶନାମା ପ୍ରକାଶ ପାଇଛି । ସେହିପରି କେନ୍ଦୁଝରରୁ ମିତ୍ରଭାନୁ…

ମୋ ସରକାର’ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ସମୀକ୍ଷାରେ ସ୍ବାସ୍ଥ୍ୟ, ରାଜସ୍ବ, ଗୃହ, କୃଷି ଓ ଅନ୍ୟାନ୍ୟ ବିଭାଗ ସେମାନଙ୍କ ମୋ ସରକାର କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା ରଖିଥିଲେ। ଲୋକଙ୍କୁ ବିଭିନ୍ନ ସେବା…