ସୌମ୍ୟଙ୍କୁ କଡ଼ା ସମାଲୋଚନା କଲେ ପ୍ରତାପ , କହିଲେ ଦଳ ଛାଡ଼, ସମ୍ପାଦକୀୟ ଲେଖ

ଭୁବନେଶ୍ବର:  ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ଦଳକୁ ବିରୋଧ କରିବା ଠିକ୍ ନୁହେଁ । ଯଦି ଗଣମାଧ୍ୟମରେ ଦଳକୁ ବିରୋଧ କରିବାର ଅଛି ତେବେ ଦଳ ଛାଡିଦେବା ଉଚିତ । ଏକ ନିର୍ଦ୍ଦିଷ୍ଟ ଦଳର ବିଧାୟକ  ହୋଇ ମଧ୍ୟ ବାରମ୍ବାର ଦଳ…

ମରକ୍କୋରେ ଭୂକମ୍ପ : ମୃତ୍ୟୁ ସଂଖ୍ୟା ୬୦୦ ପାର୍

ମରକ୍କୋ:  ମରକ୍କୋରେ ଶକ୍ତିଶାଳୀ ଭୂମିକମ୍ପ । ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୬୦୦ରୁ ଅଧିକ ହୋଇଛି  । ରିକ୍ଟର ସ୍କେଲରେ ତୀବ୍ରତା ୬.୮ ଫଳରେ ଭୁଶୁଡ଼ିଲା ବଡ଼ ବଡ଼ କୋଠା ।  ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା।  ଚାଲିଛି ଜୋରଦାର ରେସ୍କ୍ୟୁ ଅପରେସନ। ଆଫ୍ରିକୀୟ ଦେଶ ମରକ୍କୋରେ ଭୀଷଣ ଭୂକମ୍ପ…

ବିଶ୍ବ ନେତାଙ୍କୁ ସ୍ବାଗତ : ‘ଭାରତ ମଣ୍ଡପମ୍’ରେ ପ୍ରଧାନମନ୍ତ୍ରୀ ମୋଦୀ

‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ବିଶ୍ବର ବିଭିନ୍ନ ଦେଶର ନେତାମାନଙ୍କୁ ସ୍ବାଗତ କରିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ପ୍ରଗତି ମୈଦାନରେ ନିର୍ମିତ ‘ଭାରତ ମଣ୍ଡପମ୍‌’ରେ ଉପସ୍ଥିତ ହୋଇ ସଂବୋଧନ କରୁଛନ୍ତି।…

ମହାକାଳଙ୍କ ଦର୍ଶନ କଲେ ଅକ୍ଷୟ କୁମାର

ଜନ୍ମଦିନରେ ମହାକାଳଙ୍କ ଦର୍ଶନ କରିଛନ୍ତି ବଲିଉଡର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର । ୫୬ ବର୍ଷ ବୟସରେ ଅକ୍ଷୟ କୁମାର ପାଦ ଦେଇଥିବାବେଳେ ସକାଳୁ ସକାଳୁ ମହାକାଳେଶ୍ବରଙ୍କ ମନ୍ଦିରରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ସେ ଧୋତି ପିନ୍ଧିଥିବା ନଜର ଆସିଛନ୍ତି । ଅକ୍ଷୟ କୁମାରଙ୍କ ସହ କ୍ରିକେଟର…

ଡିଜିଟାଲ୍‌ ବିପ୍ଳବକୁ ବିଶ୍ବବ୍ୟାଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଭାରତର ଡିଜିଟାଲ୍‌ ବିପ୍ଳବକୁ ବିଶ୍ବବ୍ୟାଙ୍କ ପ୍ରଶଂସା କରିଛି । ଗତ ଦଶବର୍ଷରେ ଭାରତ ବିଗତ ଦିନର ସବୁ ରେକର୍ଡକୁ ଭାଙ୍ଗିଛି ।  ଡିଜିଟାଲ୍ ଭିତ୍ତିଭୂମିକୁ ବିଶ୍ବବ୍ୟାଙ୍କ ପ୍ରଶଂସା କରିବା ସହ ସରକାରଙ୍କ ଅଧୀନରେ ମାତ୍ର ଛଅ ବର୍ଷରେ ଯେଉଁ ସଫଳତା ମିଳିଛି ସେଥିପାଇଁ ସାଧାରଣ ବାଟରେ…

ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କୁ ଉନ୍ନତି ଦେବ। କଠିନ ପରିସ୍ଥିତିରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟୀ ବଡ଼ ନିଷ୍ପତ୍ତି ନେବେ। ବୃଷ: ପାରିବାରିକ ଜୀବନ ଆହ୍ଲାଦିତ ହେବ। ବେପାରୀ ବର୍ଗଙ୍କୁ ଧନଲାଭ ହେବ। କୌଣସି ପ୍ରକାର ବିବାଦ ଠାରୁ ଦୂରରେ ରହନ୍ତୁ। ଆପଣ ଆଶା କରିଥିବା ଜାଗାରେ ଚାକିରି ପାଇବେ।…

ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଗିରଫ

ଦୁର୍ନୀତି ମାମଲାରେ ‘ସିଆଇଡି’ ଆଜି ସକାଳେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ତେଲୁଗୁ ଦେଶମ୍‌ ପାର୍ଟି’ର ମୁଖ୍ୟ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଛି ।   ପୁଲିସ ଉପସ୍ଥିତ ଥିବା ବହୁସଂଖ୍ୟକ ‘ଟିଡିପି’ ନେତାଙ୍କ ପ୍ରତିରୋଧର ସମ୍ମୁଖୀନ ହୋଇଥିଲା। ନାଇଡୁଙ୍କୁ ପହରା…

ହିନ୍ଦୁ ଭାବେ ଗର୍ବ ଅନୁଭବ କରୁଛି : ଋଷି ସୁନକ

ହିନ୍ଦୁ ଭାବେ ଗର୍ବ ଅନୁଭବ କରୁଛି  ବୋଲି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ଏହା ସହ ଏକ ବଡ଼ କଥା ସେ କହିଛନ୍ତି । G-20 ସମ୍ମିଳନୀ ପାଇଁ ଦିଲ୍ଲୀର ସାଜ ସଜ୍ଜା  ଓ ଆତିଥେୟତାକୁ ପସନ୍ଦ କରିଛନ୍ତି । ଜଣେ ହିନ୍ଦୁ ଭାବେ ଏଠାରେ ଯୋଗ ଦେଇ ମୁଁ ନିଜକୁ ଗର୍ବ ଅନୁଭବ କରୁଛି ବୋଲି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ମୋଦି- ବାଇଡେନ ସାକ୍ଷାତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି। https://twitter.com/ANI/status/1700163755844256247?s=20 ଜି- ୨୦ ଶିଖର…

ଦିଲ୍ଲୀରେ ପହଞ୍ଚିଲେ ବିଶ୍ବନେତା

ଜି-୨୦ର ବୈଠକ ପାଇଁ ବିଶ୍ୱ ନେତାମାନେ  ଆସିବା ଆରମ୍ଭ କରିଛନ୍ତି। ସଂଧ୍ୟାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, କାନାଡ଼ା ପ୍ରଧାନମନ୍ତ୍ରୀ, ଚୀନ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ନେତା ଆସି ପହଁଚିଛନ୍ତି । ଜି୨୦ ୨୦୨୩ ଶିଖର ସମ୍ମିଳନୀ ଲାଗି ଭାରତରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ…