କାନାଡା ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  କାନାଡାର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଭେଟିଥିଲେ ।ପ୍ରଧାନମନ୍ତ୍ରୀ ଟ୍ରୁଡୋ ଭାରତର ଜି-୨୦ ଅଧ୍ୟକ୍ଷତାର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତ-କାନାଡା ସମ୍ପର୍କ ମିଳିତ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର…

ଜର୍ମାନ ଚାନସେଲରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ଜର୍ମାନିର ଚାନସେଲର ମହାମହିମ ଶ୍ରୀ ଓଲାଫ୍ ସ୍କୋଲଜଙ୍କୁ ଭେଟିଥିଲେ । ଫେବ୍ରୁଆରି ୨୦୨୩ରେ ଭାରତ ଗସ୍ତ ପରେ ଚାନସେଲରଙ୍କ ଏହା ଚଳିତ ବର୍ଷର ଦ୍ବିତୀୟ ଭାରତ ଗସ୍ତ ଥିଲା। ଜି-୨୦ ଅଧ୍ୟକ୍ଷତାର ସଫଳତା ପାଇଁ ଚାନସେଲର ସ୍କୋଲଜ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ…

ତୁର୍କୀର ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ  ତୁର୍କୀର ରାଷ୍ଟ୍ରପତି ମହାମହିମ ଶ୍ରୀଯୁକ୍ତ ରିସେପ୍ ତାୟିପ୍ ଏର୍ଡୋଗାନଙ୍କ ସହିତ ସାକ୍ଷାତ କରିଛନ୍ତି। ବାଣିଜ୍ୟ ଏବଂ ପୁଞ୍ଜି ନିବେଶ, ପ୍ରତିରକ୍ଷା ଏବଂ ନିରାପତ୍ତା, ନାଗରିକ ବିମାନ ଚଳାଚଳ ଏବଂ ପରିବହନ ପରି କ୍ଷେତ୍ରରେ ଦ୍ୱିପାକ୍ଷିକ…

ବ୍ରାଜିଲ୍‌ ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଜି -20 ଶିଖର ସମ୍ମିଳନୀରେ ବ୍ରାଜିଲର ରାଷ୍ଟ୍ରପତି ମହାମହିମ ଶ୍ରୀଯୁକ୍ତ ଲୁଇଜ୍ ଇନାସିଓ ଲୁଲା ଡା ସିଲଭାଙ୍କ ସହିତ ସାକ୍ଷାତ କରିଛନ୍ତି। ଭାରତର ଜି -20 ଅଧ୍ୟକ୍ଷତାର ସଫଳତା ପାଇଁ ରାଷ୍ଟ୍ରପତି ଲୁଲା ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ…

ଭାରତକୁ ବିଶ୍ବବ୍ୟାଙ୍କ, ଇୟୁର ପ୍ରଶଂସା

ନୂଆଦିଲ୍ଲୀ: ଭାରତର ସଭାପତିତ୍ବରେ ଜି୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନ ଓ ଘୋଷଣାନାମାକୁ ସମସ୍ତ ସଦସ୍ୟ ରାଷ୍ଟ୍ର ଗ୍ରହଣ କରିବାକୁ ବିଶ୍ବବ୍ୟାଙ୍କର ମୁଖ୍ୟ ଅଜୟ ବାଙ୍ଗା ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏହି ସମ୍ମିଳନୀକୁ ଗୋଟିଏ କଥା  ହୋଇଛି ଯେ ଦେବା ଓ ନେବା ଏବଂ ମୁଲଚାଲ କରିବା…

ସାଙ୍ଗ ସହ ନାଚିଲେ ମାଧୁରୀ ଦୀକ୍ଷିତ

ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ତାଙ୍କ ରେନେସାଁ ଟୁର୍‌ରେ କାଲିଫର୍ଣ୍ଣିଆ ଯାଇଥିବା ବେଳେ ସେଠାରେ ସଂଗୀତଜ୍ଞ ବେୟୋନ୍ସଙ୍କ କନସର୍ଟରେ ଭାଗ ନେଇଥିଲେ। ତେବେ ସେ ଏକୁଟିଆ ନୁହଁ, ତାଙ୍କ ସହ ସ୍ବାମୀ ଡ ଶ୍ରୀରାମ ନେନେ ଓ ଜଣେ ସାଙ୍ଗ ବି ଯାଇଥିଲେ। ସେଠାରେ ସାଙ୍ଗ ସହ ମାଧୁରୀ ମନଖୁସିରେ…

ଆଜିର ରାଶିଫଳ

ମେଷ: ନିଜର ଲକ୍ଷ୍ୟ ସ୍ଥିର କରିବା ପାଇଁ ମାନସମନ୍ଥନ କରିବେ। କ୍ରୀଡ଼ା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କୌଣସି ଭଲ ଖବର ପାଇବେ। ପରିବାର ସହିତ ଧର୍ମାନୁଷ୍ଠାନକୁ ଯିବେ। ବୃଷ: ଆପଣ ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। କାରବାରରେ କିଛି ଲୋକ ସାହାଯ୍ୟ କରିବେ।…

ସରିଲା ଜି-୨୦ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ: ଭାରତ ବନିଲା ବିଶ୍ବଗୁରୁ । ନୂଆଦିଲ୍ଲୀରେ ଶେଷ ହୋଇଛି  ଜି-୨୦ ମହାକୁମ୍ଭ । ଜଣଙ୍କ ପରେ ଜଣେ ନେତା ନିଜ ଦେଶକୁ ଫେରିବାରେ ଲାଗିଛନ୍ତି । ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦା ସିଲଭାଙ୍କ ହାତରେ ସଭାପତିତ୍ବ ଭାର ଅର୍ପଣ କରିବା ପରେ ଶେଷ ହୋଇଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଭାରତ-ପାକିସ୍ତାନ ମୁକାବିଲା

ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି  ମ୍ୟାଚ୍‌ ସୁପର ଫୋର ମ୍ୟାଚ୍ ।  ସୁପର-୪ ପର୍ଯ୍ୟାୟରେ ପୁଣି ଥରେ ଭାରତର ଉଭୟ  ଓପନର ଭଲ ବ୍ୟାଟିଂ କରୁଛନ୍ତି ।  ଫାଇନାଲ୍‌ ପୂର୍ବରୁ ରବିବାର କଲମ୍ବୋରେ ଦୁଇ ଦଳ ଜିତିବାକୁ ନେଇ ଆଜି ଖେଳୁଛନ୍ତି ।  ଆଜି ଯଦି ବର୍ଷା ହୁଏ ତେବେ ବି ମ୍ୟାଚ ଆଉ ଦିନେ…

ଅକ୍ଷରଧାମ ମନ୍ଦିରରେ ଆଳତି କଲେ ଋଷି ସୁନକ ଓ ଅକ୍ଷତା ମୂର୍ତ୍ତି

ଅକ୍ଷରଧାମ ମନ୍ଦିରରେ ଆଳତି କଲେ ଋଷି ସୁନକ ଓ ଅକ୍ଷତା ମୂର୍ତ୍ତି । ‘ଜି୨୦’ ଶିଖର ସମ୍ମିଳନୀରୁ ସାମାନ୍ୟ ବିରତି ନେଇ  ସକାଳୁ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ଦିଲ୍ଲୀସ୍ଥିତ ଅକ୍ଷରଧାମ ମନ୍ଦିରକୁ ଯାଇଥିଲେ। ସୁନକ କହିଛନ୍ତି ମୁଁ ଜଣେ ଆତ୍ମତୃପ୍ତ…