ବାଇଡେନଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦିଲ୍ଲୀରେ ପହଁଚିବେ । ନୂଆଦିଲ୍ଲୀରେ ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଥମ ବାହ୍ୟ ସ୍ତରରେ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ରହିବେ। ଦ୍ବିତୀୟ ସ୍ତରରେ ଭାରତର ସ୍ବତନ୍ତ୍ର…

ଆସିଆନ୍‌ ସମ୍ମିଳନୀ ଆମକୁ ଯୋଡ଼ୁଛି: ମୋଦୀ

ଜାକର୍ତ୍ତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଇଣ୍ଡୋନେସିଆର ଜାକର୍ତ୍ତାରେ ଆସିଆନ୍‌-ଇଣ୍ଡିଆ ସମ୍ମିଳନୀରେ ଯୋଗ ଦେଇ  କହିଛନ୍ତି ଯେ ଇତିହାସ, ଭୂଗୋଳ ଭାରତ ଓ ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ରଙ୍କୁ ଯୋଡ଼ୁଛି। ବହୁମୁଖୀ ଦୁନିଆରେ ସହଭାଗୀ ମୂଲ୍ୟବୋଧ, ଆଞ୍ଚଳିକ ଏକତା, ଶାନ୍ତି, ସମୃଦ୍ଧି…

ରାଶିଫଳ

ମେଷ କର୍ମକ୍ଷେତ୍ରରେ ମଧ୍ୟ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ଭାତୃବର୍ଗ ଦ୍ୱାରା ପଡୋଶୀଙ୍କ ସହ ଉପୁଜିଥିବା ସମସ୍ୟା ସମସ୍ୟା ସମଧାନ କରିବେ। ସାମାଜିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ…

ଜି-୨୦ ବୈଠକ ପାଇଁ ପ୍ରସ୍ତୁତି ଶେଷ

ଜି-୨୦ର ଦେଶମାନଙ୍କର ବୈଠକ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ  । ଏହି ବୈଠକରେ ସାଧାରଣତ ସଦସ୍ୟ ରାଷ୍ଟ୍ର ମାନଙ୍କର ଅର୍ଥନୈତିକ ବ୍ୟବସ୍ଥାକୁ ମଜବୁତ କରିବା ଓ ଅର୍ଥନୈତିକ ବିକାଶ ଅଭିମୁଖେ କାର୍ଯ୍ୟ କରିବା ଉପରେ ଆଲୋଚନା ହେବ । ଶିକ୍ଷା, ରୋଜଗାର, ଖାଦ୍ୟର ଦର ଦାମ ନିୟନ୍ତ୍ରଣ କରିବା ଉପରେ…

୨୨ ପ୍ରତିଶତ ଶସ୍ତା ହେବ ମସୁର ଡାଲି

ନୂଆଦିଲ୍ଲୀ : ଡାଲିର ମୂଲ୍ୟ କମିଛି । ସରକାରଙ୍କ ଦୃଢ଼ ପଦକ୍ଷେପ ପାଇଁ ଦୁଇ ଦିନ ହେଲା ଡାଲି ମୂଲ୍ୟରେ କମ ହୋଇଛି । ଦର ବୃଦ୍ଧି ଯୋଗୁ ଲୋକେ ହଇରାଣ ହେଉଥିବାବେଳେ ଏକ ଖୁସି ଖବର ଆସିଛି। ବିଦେଶରୁ  ଆମଦାନୀ ହୋଇଥିବା ମସୁର ଡାଲି ଉପରେ କଷ୍ଟମ ଡ୍ୟୁଟି ଛାଡ କରାଯିବା ଘୋଷଣା ପରେ ଏପରି ଦର…

ଭୁବନେଶ୍ୱରରେ ମାଗଣା ଇଲେକ୍ଟ୍ରିକ ମୋ-ବସ୍ ଯାତ୍ରା

ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ଅବସରରେ ବିଏମସି ଓ କ୍ରୁଟ ପକ୍ଷରୁ ମିଳିତ ଭାବେ  ନିଆରା ପଦକ୍ଷେପ ନିଆଯାଇଛି ।  ଦିନକ ପାଇଁ ଭୁବନେଶ୍ଵରରେ ମାଗଣା ମୋ-ବସ୍ ସେବାର ଲାଭ ଉଠାଇବେ ଯାତ୍ରୀ।  କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)ର ସବୁ ଇଲେକ୍ଟ୍ରିକ ମୋ-ବସ୍ ଓ ଇ-ରିକ୍ସାରେ…

ଜି-୨୦ ବୈଠକ ପାଇଁ ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି

ନୂଆ ଦିଲ୍ଲୀ:  ଜି-୨୦ ବୈଠକ ପାଇଁ  ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଶ୍ବର ବଡ଼ ବଡ଼ ନେତା ଜଣଙ୍କ ପରେ ଜଣେ ଆସୁଛନ୍ତି ।  ଏକାଠି ହେଉଛନ୍ତି ବିଶ୍ବ ନେତା । ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଆସିବେ  ।…

ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର : ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ପରଲୋକ ଘଟିଛି । ୮୭ବର୍ଷ ବୟସରେ ଗବେଷକ ରବୀନ୍ଦ୍ର ନାରାୟଣ ପରଲୋକ ଗମନ କରିଛନ୍ତି । ଶ୍ରୀଜଗନ୍ନାଥ ସଂସ୍କୃତି, ଚେତନା ଉପରେ ସେ ୭ଟି ପୁସ୍ତକ ଲେଖିଛନ୍ତି । ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଥିଲେ ରବୀନ୍ଦ୍ର…

ଭାରତ-ପାକିସ୍ତାନ ସିରିଜ୍ ସରକାର ଚାହିଁଲେ ହେବ

ଏସିଆ କ୍ରିକେଟ ଚାଲିଥିବା ବେଳେ  ବିସିସିଆଇ ସଭାପତି ରୋଜର ବିନ୍ନି ଓ ଉପସଭାପତି ରାଜୀବ ଶୁକ୍ଲା ପାକିସ୍ତାନ ଗସ୍ତରେ ଯାଇଥିଲେ। ପାକିସ୍ତାନରୁ ଫେରିବା ବେଳେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ ପଚାରିଥିଲେ ।  ଏହି ସମୟରେ ସେମାନଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଭବ୍ୟ ସ୍ବାଗତ…

ରିଲିଜ ହେଲା ସିନେମା ଯବାନ

ରିଲିଜ ହୋଇଛି ସିନେମା ଯବାନ । ଗତକାଲି ରାତି ଦୁଇଟାରେ ମୁମ୍ବାଇ, କୋଲକାତା ଓ ଦିଲ୍ଲୀ ସମେତ ଅନେକ ସହରରେ ରିଲିଜ୍ ହୋଇଛି  ।  ରେଡ୍ ଚିଲ୍ଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଫିଲ୍ମ ଯବାନର ନିର୍ଦ୍ଦେଶନା ଦେଇଛନ୍ତି ମଟଲି କୁମାର । ଫିଲ୍ମରେ ଶାହରୁଖ ଖାନଙ୍କ ସମେତ ସାଉଥର ସୁପରଷ୍ଟାର…