ରାଜଘାଟରେ ପହଞ୍ଚିଲେ ‘ଜି୨୦’ ନେତା

ନୂଆଦିଲ୍ଲୀରେ ଆୟୋଜିତ ‘ଜି୨୦’ ଶିଖର ସମ୍ମଳନୀର ଦ୍ବିତୀୟ ଦିବସର ଅଧିବେଶନ ଅବ୍ୟବହିତ ପୂର୍ବରୁ  ସକାଳୁ ‘ଜି୨୦’ ନେତା ଓ ପ୍ରତିନିଧିମାନେ ରାଜଘାଟ ଯାଇ ଗାନ୍ଧୀଜୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।‘ଜି୨୦’ ନେତୃବୃନ୍ଦ ରାଜଘାଟରେ ଉପସ୍ଥିତ ହୋଇ ଗାନ୍ଧୀଙ୍କ ସମାଧିସ୍ଥଳରେ…

ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କୁ ଉନ୍ନତି ଦେବ। କଠିନ ପରିସ୍ଥିତିରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟୀ ବଡ଼ ନିଷ୍ପତ୍ତି ନେବେ। ବାପାମାଆ ପିଲାଙ୍କର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଚିନ୍ତା କରିବେ। ବୃଷ: ପାରିବାରିକ ଜୀବନ ଆହ୍ଲାଦିତ ହେବ। ବେପାରୀ ବର୍ଗଙ୍କୁ ଧନଲାଭ ହେବ। କୌଣସି ପ୍ରକାର ବିବାଦ ଠାରୁ…

ମୋରୋକୋ ଭୂମିକମ୍ପ: ୧୦୦୦ ଟପିଲା ମୃତ୍ୟୁସଂଖ୍ୟା

ମୋ‌ରୋକୋକୁ କନ୍ଦାଇଲା ଭୂମିକମ୍ପ। ଶୁକ୍ରବାର ରାତି ୧୧.୧୧ରେ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମୋ‌ରୋକୋରେ ହୋଇଥିବା ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୧୦୦୦ ଟପିଛି। ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି। ଭୂମିକମ୍ପର ତୀବ୍ରତା ଅଧିକ ଥିବାରୁ ଏବେ ଶହ ଶହ ଲୋକ…

ଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀର ପ୍ରଥମ ଦିନର କାର୍ଯ୍ୟ ଶେଷ

ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ  ଆଫ୍ରିକୀୟ ସଂଘକୁ ଜି-୨୦ର ନୂତନ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରାଯାଇଛି, ଯାହା ଏକ ନୂତନ ବିଶ୍ୱ ବ୍ୟବସ୍ଥାକୁ ଆଗକୁ ବଢ଼ାଇଛି ଏବଂ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ବୈଶ୍ବିକ ନିଷ୍ପତ୍ତି ନେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ପ୍ରଦାନ କରୁଛି।  …

ବାଂଲାଦେଶକୁ ୨୧ ରନ୍‌ର ପରାସ୍ତ କଲା ଶ୍ରୀଲଙ୍କା

କଲମ୍ବୋ: ଏସିଆ କପ୍‌-୨୦୨୩ ଅଧିନ ସୁପର-୪ ମୁକାବିଲାର ୨ୟ ମ୍ୟାଚ୍‌ରେ  ବାଂଲାଦେଶକୁ ଶ୍ରୀଲଙ୍କା ୨୧ ରନ୍‌ରେ ପରାସ୍ତ କରିଛି। ୨୫୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ‌ବ୍ୟାଟିଂ କରିଥିବା ବାଂଲାଦେଶ ଟିମ୍‌ ୪୮.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୩୬ ରନ୍‌ କରିପାରିଛି।  ଆର୍‌ ପ୍ରେମ୍‌ଦାସା…

ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଇକୋନମିକ କରିଡରର ହେଲା ଘୋଷଣା

ଭାରତ, ଆମେରିକା, ସାଉଦୀ ଆରବ ଏବଂ ୟୁରୋପୀୟ ସଂଘ ଶନିବାର ଜି-୨୦ ଶିଖର ସମ୍ମିଳନୀ ଅବସରରରେ ଏକ ବହୁରାଷ୍ଟ୍ରୀୟ ରେଳ ଏବଂ ବନ୍ଦର ପରିକଳ୍ପନାର ଘୋଷଣା କରିଛନ୍ତି । ଏହି ଘୋଷଣାକୁ ଚୀନର ମହତ୍ତ୍ୱାକାଂକ୍ଷୀ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ)କୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଏହି ଘୋଷଣାକୁ…

ଜି୨୦ ସମ୍ମିଳନୀରେ ନୂଆଦିଲ୍ଲୀ ଘୋଷଣାପତ୍ରକୁ ମଞ୍ଜୁରୀ

ଭାରତର ଅଧ୍ୟକ୍ଷତାରେ ଦିଲ୍ଲୀରେ ଚାଲିଥିବା ଜି-୨୦ ସମ୍ମିଳନୀରେ ବଡ଼ ସଫଳତା । ସମ୍ମଳିନୀରେ ନୂଆଦିଲ୍ଲୀ ଲିଡର୍ସ ଘୋଷଣାପତ୍ରକୁ ମଞ୍ଜୁରୀ ମିଳିଛି । ଗ୍ରୁପ ୨୦ ସମ୍ମିଳନୀରେ ଶାନ୍ତି ଓ ସ୍ଥିରତାର ବାର୍ତ୍ତା ସହ ନୂଆଦିଲ୍ଲୀ ଘୋଷଣାନାମାରେ ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାରକୁ ନା କହିଛନ୍ତି।…

’ଭାରତ ମଣ୍ଡପମ’ ପୃଷ୍ଠଭୂମିରେ ଶୋଭା ପାଉଛି କୋଣାର୍କ ଚକ୍ର

ଦିଲ୍ଲୀରେ ଆରମ୍ଭ ହୋଇଛି ଜି-୨୦ ଶିଖର ସମ୍ମିଳନୀ । ଭାରତ ମଣ୍ହପମରେ ସବୁଠୁ ଅଧିକ ଚର୍ଚା କୋଣାର୍କ ଚକ୍ରକୁ ନେଇ । ବିଶେଷ କରି କୋଣାର୍କ ଚକ୍ରର ଐତିହ୍ୟ ଉପରେ ବିଶ୍ବନେତାଙ୍କୁ ମଧ୍ୟ ବୁଝାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।  ପ୍ରଧାନମନ୍ତ୍ରୀ  ବିଶ୍ବନେତାଙ୍କୁ ସ୍ବାଗତ କରିବା ବେଳେ…

ଏସିଆ କପ ସୁପର-୪ରେ ଶ୍ରୀଲଙ୍କାକୁ ଭେଟିବାକୁ ଯାଉଛି ବାଲାଂଦେଶ

ଆଜି ସୁପର-୪ରେ ଶ୍ରୀଲଙ୍କାର ପ୍ରଥମ ମ୍ୟାଚ  । ବାଲାଂଦେଶ ନିଜର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଖେଳିଥିଲା । ପାକିସ୍ତାନ ଜିତିଥିବାବେଳେ ବାଲାଂଦେଶ ପରାଜୟ ବରଣ କରିଥିଲା । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ବିଜୟ ସହ ସିରିଜକୁ ଫେରିବା ଲକ୍ଷ୍ୟରେ ରହିବ ବାଲାଂଦେଶ । ସେପଟେ ଶ୍ରୀଲଙ୍କା ଏବେ…

ସୌମ୍ୟଙ୍କୁ କଡ଼ା ସମାଲୋଚନା କଲେ ପ୍ରତାପ , କହିଲେ ଦଳ ଛାଡ଼, ସମ୍ପାଦକୀୟ ଲେଖ

ଭୁବନେଶ୍ବର:  ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ଦଳକୁ ବିରୋଧ କରିବା ଠିକ୍ ନୁହେଁ । ଯଦି ଗଣମାଧ୍ୟମରେ ଦଳକୁ ବିରୋଧ କରିବାର ଅଛି ତେବେ ଦଳ ଛାଡିଦେବା ଉଚିତ । ଏକ ନିର୍ଦ୍ଦିଷ୍ଟ ଦଳର ବିଧାୟକ  ହୋଇ ମଧ୍ୟ ବାରମ୍ବାର ଦଳ…